Movie prime

ଜେଲ ଭିତରେ ବାହା ହେବାପାଇଁ ଜିଦି ରେ ବସିଲେ ମହିଳା ପିଲା ଛୁଆଙ୍କୁ ଭୁଲି ଯାଇ ପ୍ରେମିକ କୁ ପାଇବା ପାଇଁ ମହିଳାଙ୍କ ଥାନା ଆଗରେ ଜିଦି

 
dfgdfg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଏତେ ଆଶ୍ଚର୍ଯ୍ୟ ଜନକ ଘଟଣା ମାନ ଘଟୁଛି ଯାହା ଏବେ ସଭିଙ୍କୁ ଅବାକ୍ କରି ପକାଉଛି। ଆମେ ଆପଣଙ୍କୁ ଏକ ସେହି ସମ୍ପର୍କିତ ଘଟଣା କହିବା ପାଇଁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଘଟଣା ଟି ହେଉଛି ଭରତ ପୁର ର। ସେଠାରେ ଏକ ମହିଳା ତାଙ୍କ ସ୍ଵାମୀ ଓ ଦୁଇ ପିଲା ସହ ରହୁଥିଲେ।

ସେହି ସ୍ତ୍ରୀ ଲୋକ ଟିକୁ ୨୮ ବର୍ଷ । ତାଙ୍କ ଦେହ ଖରାପ ଥିବା ସମୟରେ ସେ ଏକ ଅଟୋ ରିଜର୍ଭ କରି ମେଡିକାଲ ଯାଇଥିଲେ। ମେଡିକାଲ ଯିବା ବେଳେ  ସେ ଡ୍ରାଇଭର ଓ ମହିଳା ଜଣକ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ସେ ଡ଼୍ରାଇଭର ଯିଏକି ଥିଲା ଏକ ୨୪ ବର୍ଷୀୟ ଯୁବକ। ଯୁବକ ଜଣକ ଅଟୋ ରେ ବସିଥିବା ସେ ମହିଳା ଜଣକ ପ୍ରେମରେ ପାଗଳ ହୋଇ ଯାଇଥିଲେ। ଏବଂ ତାଙ୍କୁ ନିଜ ପ୍ରେମ ଜାଲ ରେ ଫସାଇବରେ ମଧ୍ୟ ସଫଳ ହୋଇ ଥିଲେ। ଯୁବକ ଜଣକ ଦିନେ ମଧ୍ୟ ସେହି ମହିଳା ଜଣଙ୍କୁ ନଦେଖି ରହି ପାରୁ ନଥିଲେ।

ଯୁବକ ଜଣକ ଏଭଳି ନିବିଡ଼ ପ୍ରେମ ଦେଖି ମହିଳା ଜଣକ ତାଙ୍କ ସ୍ଵାମୀ ଓ ଦୁଇ ସନ୍ତାନ ଙ୍କୁ ଛାଡି ଘର ଛାଡ଼ି ପଳାଇ ଆସିଲେ। ଏହାପରେ ଦୁହେଁ ଏକା ସହ ମଧ୍ୟ ସାଙ୍ଗ ହୋଇ ରହୁଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ଶା-ରି-ରୀ-କ ସମ୍ପର୍କ ମଧ୍ୟ ଥିଲା। କିନ୍ତୁ ଏବେ ଏହି  ଜୁନ୍ ୧୬ ତାରିଖରୁ ଯୁବକ ଜଣକ ଘର ଲୋକ ତାଙ୍କୁ ନେଇ ଅନ୍ୟ ଏକ ଯୁବତୀ ଙ୍କ ସହ କୋର୍ଟ ମ୍ୟାରେଜ୍ କରାଇ ଦେଇଛନ୍ତି। ଏବେ ମଧ୍ୟ ଯୁବକ ଜଣକ କହୁଛନ୍ତି କି ସେ ଭଲ ପାଉଥିବା ମହିଳା ଜଣକ ତାଙ୍କ ଠାରୁ ବଡ଼ ବୋଲି।

ମହିଳା ଙ୍କ ବୟସ ସମ୍ଵନ୍ଧରେ ଯୁବକ ଜଣକ ଆଗରୁ ସବୁ ଜାଣିଥିଲେ ହେଲେ ଏବେ ସେ ମହିଳା ଙ୍କ ସହ କୌଣସି ସମ୍ପର୍କ ରଖିବାକୁ ମାନା କରି ଦେଇଛନ୍ତି। ଏନେଇ ମହିଳା ଜଣଙ୍କ ଥାନାରେ ଦାବୀ କରିଛନ୍ତି କି ସେ ଯୁବକ ଜଣଙ୍କୁ ଯେମିତି ବି ହେଉ ବିବାହ କରିବେ। ଓ ପ୍ରେମ କରିବା ଏକ ପାପ ନୁହେଁ ଏଥିରେ ବୟସ କିମ୍ବା ବଡ଼ ଛୋଟ କିଛି ମଧ୍ଯ ନଥାଏ ବୋଲି ମହିଳା ଜଣକ କହିଛନ୍ତି।