Movie prime

ହା! ମୋ ପ୍ରମିଳା ମା ହାଣ୍ଡି ଡେକଚି ଦେଇ ଯାଇଛନ୍ତି ଏବେ ଠୁ ମୁ ସ୍ବାମୀ ଘରେ ବସିଲି ଅନଶନ ରେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଏମିତି କିଛି ଭିଡିଓ ଦେଖିଥାନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏଭଳି କିଛି ଘଟଣା ଘଟିଥାଏ ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ ।
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯାହା ପୁଣି ଆସିଛି ଏକ ଧାରଣାକୁ ନେଇ । ଜଣେ ଯୁବତୀ ପୁଣି ଧାରଣାରେ ବସିଛନ୍ତି ।
ପୁଣି ଆସିଛି ଏକ ଘଟଣା ଯାହା ଜଣେ ସ୍ଵାମୀ ଆଉ ସ୍ତ୍ରୀକୁ ନେଇ । ପୁଣି ଏହି ଘଟଣା ଘଟିଛି ବ୍ରହ୍ମପୁର ସହରରେ । ଏହି ସହରର ଜଣେ ଯୁବକ ଯୁବତୀଙ୍କୁ ବିବାହ କରିଥିଲେ ।
ସେହି ଯୁବତୀ ଜଣକ ହେଉଛନ୍ତି ଟିନାରାଣୀ ସାହୁ । ସେ ସ୍ବାମୀ ଘର ଆଗରେ ଦୀର୍ଘ ଦଶଦିନ ହେବ ଧାରଣାରେ ବସିଛନ୍ତି । ତାଙ୍କୁ ଏଯାଏଁ ନ୍ୟାୟ ମିଳିନାହିଁ ।
ସ୍ବାମୀ ଆଉ ସ୍ତ୍ରୀ ବିବାହ କରିଥିଲେ ।ସେମାନଙ୍କ ବିବାହ ତାଙ୍କ ପରିବାର ସମ୍ମତିରେ ହୋଇଥିଲା । କିନ୍ତୁ ତାଙ୍କ ସ୍ବାମୀ ତାଙ୍କୁ ଛାଡି କେଉଁଆଡେ ପଳାଇ ଯାଇଛନ୍ତି । ଆଉ ତାଙ୍କ ଶାଶୁଘର ଲୋକେ ତାଙ୍କୁ ସ୍ବୀକାର କରୁ ନାହାନ୍ତି ।
ଏଭଳି ତାଙ୍କ ସ୍ବାମୀ ପାଖରେ ନଥିବାରୁ ସେହି ଯୁବତୀ ଜଣକ ଏକା ପଡ଼ି ଯାଇଛନ୍ତି । ଶାଶୁଘର ଲୋକେ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି। ସେ ଧାରଣାରେ ବସିଥିଲେ ।
ଆଉ ସେ ଆଜିକୁ ୧୦ ଦିନ ହେବ ଧାରଣାରେ ବସିଲେଣି । ଏଯାଏଁ ତାଙ୍କ ସ୍ଵାମୀ ଆସି ନାହାନ୍ତି । ତାଙ୍କ ସ୍ଵାମୀ ଆସିବାକୁ ସେ ଅପେକ୍ଷା କରିଥିଲେ । 
ସେ ଏହି ୧୦ ଦିନ ହେବ ସେହି ଅଞ୍ଚଳର ଲୋକମାନେ ତାଙ୍କୁ ଖାଇବାକୁ ଦେଉଥିଲେ । କିନ୍ତୁ ଆଜି ସେ ନିଜେ ରୋଷେଇ କରିବେ । ଆଉ ସମାଜସେବୀ ପ୍ରମିଳା ତ୍ରିପାଠୀ ତାଙ୍କ ସହିତ ଅଛନ୍ତି ।
ଆଉ ଆଜି ସମାଜସେବୀ ପ୍ରମିଳା ମାଉସୀ ଟିନାଙ୍କ ପାଇଁ ଗ୍ୟାସ ଚୁଲ୍ଲା, ଡେକଚି , କଡାଇ ଆଦି ଆଣିଛନ୍ତି । ଆଉ ସେ ଆଜିଠୁ ରୋଷେଇ କରି ଖାଇବେ ।
ଏମିତି ସବୁ ଘଟଣା ଆଜିକା ଦୁନିଆରେ ଘଟି ଚାଲିଛି । ଏହି ଭିଡିଓରେ ଏଭଳି କିଛି ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।