Movie prime

ସିନ୍ଦୂର ଦେଲାନି ଦେହ ସୁଖ ନେଲା ଆଉ ମତେ ଧୋଖା ଦେଲା

 
Special report
ମୃ-ତ୍ୟୁ ପୂର୍ବରୁ ଅର୍ଥାତ୍ ୩୧ ତାରିଖ ଦିନ ରାତିରେ ଶୁଭଶ୍ରୀ ସାଙ୍ଗ ମାନଙ୍କ ସହିତ ନାଚୁଥିବାର ଭିଡିଓ ଦେଖିବାକୁ ମିଳିଛି।ମନରେ ତାଙ୍କର ଅନେକ ଦୁଃଖ ଆଉ ଯନ୍ତ୍ରଣା ଭରି ରହିଥିଲା।
ଆଉ ସକାଳୁ ଦେଖିଲା ବେଳକୁ ମୃ-ତ ଅବସ୍ଥାରେ ସେହି ଡ୍ରେସ୍ ରେ ବେଡ୍ ଉପରେ ପଡ଼ି ରହିଥିଲେ ଡାକ୍ତର ଶୁଭଶ୍ରୀ।ମେଡିକାଲ୍ ରେ ଭଲ ବ୍ୟବହାର କରୁଥିବା ଡାକ୍ତର ଭାବେ ବେଶ୍ ସମସ୍ତେ ଶୁଭଶ୍ରୀ ଙ୍କୁ ଜାଣିଥିଲେ।କିନ୍ତୁ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ହୁଏତ ଏତେ କାହାକୁ ଜଣା ନଥିଲା।
ନୂଆବର୍ଷ ଆସିଲା ବେଳକୁ ପ୍ରେମିକ ଦିବ୍ୟ ବାହା ହେବାକୁ ସିଧା ସଳଖ ମନା କରି ଦେଇଥିଲେ।କିନ୍ତୁ ତା ପୂର୍ବରୁ ଡାକ୍ତର ଶୁଭଶ୍ରୀ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।
ଶୁଭଶ୍ରୀ ଯେତେବେଳେ କହିଥିଲେ ଯେ ବାହା ହେଲାପରେ ଶା-ରୀ-ରି-କ ସମ୍ପର୍କ ରଖିବେ।ସେତେବେଳେ ପ୍ରେମିକ ଦିବ୍ୟ କିଛି ଶୁଣି ନଥିଲେ। ଦିବ୍ୟ
କେବଳ ଶା-ରୀ-ରି-କ ସମ୍ପର୍କ ହିଁ ଚାହିଁଥିଲେ।ଆଉ ଯେତେବେଳେ ଶୁଭଶ୍ରୀ ମନା କରିଥିଲେ ଦିବ୍ୟ ବାହା ହେବାପାଇଁ ପ୍ରତିଶ୍ରୁତି ଦେଉଥିଲେ।
କିନ୍ତୁ ପରବର୍ତ୍ତୀ ସମୟରେ ବାହା ହେବାପାଇଁ ଦିବ୍ୟ ମନା କରି ଦେଇଥିଲେ।ଶୁଭଶ୍ରୀ ଏହି କଥାଶୁଣି ଭାଙ୍ଗି ପଡିଥିଲେ।ସେଥିପାଇଁ ୨୦୨୨ ଡିସେମ୍ବର ମାସରେ ଥାନାରେ ଯାଇ ଅଭିଯୋଗ କରିଥିଲେ।
୩୧ ତାରିଖ ଦିନ ରାତିରେ ଶୁଭଶ୍ରୀ ଗୀତର ତାଳେ ତାଳେ ନାଚିଥିଲେ।କିନ୍ତୁ ହଠାତ୍ ଦେଖିଲା ବେଳକୁ ସକାଳେ ତାଙ୍କ ମୃ-ତ-ଦେ-ହ ମିଳିଲା। ତେବେ ଏହି ମୃ-ତ୍ୟୁ କେମିତି ହେଲା,କାହିଁକି ହେଲା, ଏ ପର୍ଯ୍ୟନ୍ତ ରହସ୍ୟ ମୟ ହୋଇ ରହିଛି।
ଗତ ଡ଼ିସେମ୍ବର ୨୦ ତାରିଖ ରେ ଶୁଭଶ୍ରୀ ଅନ୍ୟ ଜଣେ ଡାକ୍ତର ଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ଡାକ୍ତର ଦିବ୍ୟ ରଞ୍ଜନ ମାଝୀ ଙ୍କ ନାମରେ ଅଭିଯୋଗ କରିଥିଲେ।
ଦିବ୍ୟ ବାହା ହେବାପାଇଁ ପ୍ରତିଶ୍ରୁତି ଦେଇ ଶୁଭଶ୍ରୀ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।କିନ୍ତୁ ବାହା ହେବାପାଇଁ ଯେତେବେଳେ ମନା କରି ଦେଲେ ଶୁଭଶ୍ରୀ ଦିବ୍ୟ ରଞ୍ଜନ ଙ୍କ ବିରୋଧ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆବେଦନ କରିଥିଲେ।