Movie prime

ଭଗବାନ୍ କେତେ ନିର୍ଦ୍ଦୟ,କୁନି ପିଲାଟି ର ଲିଭର୍ ଫେଲ ହୋଇଯାଇଛି,ଦରକାର୍ ୫୦ଲକ୍ଷ ଏଇ ପୋଷ୍ଟ ନିଶ୍ଚୟ ସେୟାର କରନ୍ତୁ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଦୁନିଆ କୁ ଭଲ ଭାବରେରେ ଦେଖିବା ପୂର୍ବରୁ ୫ ମାସ ର ଶିଶୁ ପୁତ୍ର ଟି ଜୀବନ ମରଣ ସହିତ ସଂଘର୍ଷ କରୁଛି। ଆଉ ପୁଅର ଏମିତି ରୋଗ ଦେଖି ବିକଳ ହୋଇ କାନ୍ଦୁଚି ମାଆ ଜଣକ।
ବନ୍ଧୁଗଣ ଏ ହେଉଛି କଟକ ଜିଲ୍ଲା ବାଙ୍କି ଜୋରକୂଳ ଗ୍ରାମର କଥା। ସେହି ଗ୍ରାମର ବିରେନ୍ଦ୍ର ସାମଲ ଏବଂ ତାଙ୍କ ସ୍ତ୍ରୀ ଜ୍ୟୋତିଙ୍କର ବୋହୁ ଖୋଜା ଖୋଜି ପରେ ପୁଅ ଟିଏ ଜନ୍ମ ହେବା ପରେ ସାରା ପରିବାରରେ ଖେଳି ଯାଇଥିଲେ ଖୁସିର ଲହରୀ। କିନ୍ତୁ ଏହି ଖୁସି ବେଶୀ ଦିନ ରହି ପାରିଲା ନାହିଁ। 
କାରଣ ପୁଅକୁ ଅଢେଇ ମାସ ପୁରିବା ପରେ ଦେଖା ଯାଇଥିଲା କିଛି ସ୍ବାସ୍ଥ୍ୟଗତ ସମସ୍ୟା। ଏହାପରେ ପୁଅକୁ ମେଡିକାଲ୍ ରୁ ମେଡିକାଲ୍ ନେଇ ଘୁରିବା ପରେ ଶେଷରେ ଜଣା ପଡିଥିଲା ଯେ ପୁଅ ଟିର ଲି-ଭ-ର ସଂପୂର୍ଣ୍ଣ ଭାବରେ ପୁରା ଖରାପ ହୋଇସାରିଛି।
ଏବେ କେବଳ ଜ୍ୟୋତି ଆଉ ବିରେନ୍ଦ୍ରଙ୍କ ପାଇଁ ଲି-ଭ-ର୍ ଟ୍ରା-ନ-ସ-ପ୍ଲା-ଣ୍ଟ ହିଁ ଏକ ମାତ୍ର ବିକଳ୍ପ। ଆଉ ଏଥିପାଇଁ ଜ୍ୟୋତି ଏବଂ ପରେନ୍ଦ୍ର ତାଙ୍କ ପୁଅକୁ ଦିଲ୍ଲୀରେ ନେଇ ଚିକିତ୍ସା କରିବାକୁ ପଡ଼ିବ। ଏବଂ ଜ୍ୟୋତି ଆଉ ପରେନ୍ଦ୍ର ଙ୍କୁ ପୁଅ ର ଚିକିତ୍ସା ପାଇଁ ଦରକାର ୪୦ ଲକ୍ଷ ଟଙ୍କା। 
ଆଉ ଏହି କଥା ଶୁଣି ପାରେନ୍ଦ୍ର ଆଉ ଜ୍ୟୋତି ଙ୍କର ଯେମିତି ପାଦ ତଳୁ ମାଟି ଖସି ପଡ଼ିଥିଲା। କାହିଁକି ନା ୪୦ ଲକ୍ଷ ଟଙ୍କା ଯୋଗାଡ କରିବା ବାପା ବିରେନ୍ଦ୍ରଙ୍କ ପାଇଁ ସମ୍ପୂର୍ଣ ଅସମ୍ଭବ।
ତେଣୁ ଏବେ ଅର୍ଥର ଯୋଗାଡ ପାଇଁ ବରେନ୍ଦ୍ର ପାଗଳ ପରି ଘୁରି ବୁଲୁଛନ୍ତି। ଏବଂ ପୁଅ ଭଲ ହେଇଯିବ ପାଇଁ ପରିବାର ଲୋକେ ଠାକୁରଙ୍କ ପାଖରେ ଗୁହାରି ମଧ୍ୟ କରୁଛନ୍ତି।
ଏହାସହିତ ସହୃଦୟ ବ୍ୟକ୍ତି ଜ୍ୟୋତି ତାଙ୍କୁ ସାହାଯ୍ୟ କରିବାକୁ ଜ୍ୟୋତି ଏବଂ ବିରେନ୍ଦ୍ର ନିବେଦନ କରିଛନ୍ତି। ଆଉ ଏବେ ପିଲାଟିର ଚିକିତ୍ସା ନିମନ୍ତେ ଗ୍ରାମବାସୀ ମାନେ ଘରକୁ ଘର ବୁଲି ବୁଲି କିଛି ଅର୍ଥ ସଂଗ୍ରହ କରୁଥିଲେ ମଧ୍ୟ ତାହା ନାମକୁ ମାତ୍ର। 
ତେଣୁ ନିଜର ପୁଅର ଚିକିତ୍ସା ପାଇଁ ଆଜି ମାଆ ଜ୍ୟୋତି କୋହଭରା କଣ୍ଠରେ କିଛି ସାହାଯ୍ୟ ପାଇଁ ସରକାରଙ୍କୁ ବେନିତ ଅନୁରୋଧ କରୁଛି। ତେଣୁ ଦର୍ଶକ ବନ୍ଧୁ ବିପଦରେ ପଡ଼ିଥିବା ଏମିତି ଏକ ପରିବାର କୁନି ପୁଅ କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା ଦରକାର।
ଆପଣଙ୍କର ସେହି ଛୋଟିଆ ଦାନ ଗୋଟେ ଶିଶୁକୁ ନୂଆ ଜୀବନ ଦେଇପାରେ। ଏମିତି ଏକ ନିଷ୍ପାପ ଶିଶୁ ଟିର ଜୀବନ ବଞ୍ଚାଇ ପାରିଲେ ଭଗବାନ ନିଶ୍ଚୟ ମଙ୍ଗଳ କରିବେ।