Movie prime

Railway ତରଫରୁ ଆସିଲା ଏହି ନିଯୁକ୍ତି ଦେଖନ୍ତୁ କେମିତି କରିବେ ଆବେଦନ ଏହି ସବୁ ପୋଷ୍ଟ ରେ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ରେଲୱେ ତରଫରୁ ଏକ ବହୁତ ବଡ଼ ନିଯୁକ୍ତି ଆସିଅଛି। ଏଥିରେ କୌଣସି ବି ଆପ୍ଲିକେସନ ଫି ନାହିଁ। ସମ୍ପୂର୍ଣ ରୂପେ ମାଗଣାରେ ଆପ୍ଲାଏ କରିପାରିବେ।
ଯେହେତୁ ଏହି ନୋଟିଫିକେସନଟି ଓଡ଼ିଶା ରେଲୱେ ତରଫରୁ ଆସିଅଛି, ଯଦି ଆପଣ ମାନେ ଏଥିରେ ସିଲେକସନ୍ ହେଉଛନ୍ତି ତାହାଲେ ଓଡ଼ିଶା ଭିତରେ ହିଁ ଆପଣକୁ ପୋଷ୍ଟିଙ୍ଗ ମିଳିବ।
ଏଥିରେ ଦରମା ମଧ୍ୟ ଭଲ ରହିଛି ୭୫୦୦୦ ଟଙ୍କା ଏଥିରେ ଆପଣ ମାନେ ମାସିକ ହିସାବରେ ପାଇପାରିବେ। ଏଥିରେ କୌଣସି ହେଲେ ପରୀକ୍ଷା ହେବ ନାହିଁ କେବଳ ଇଣ୍ଟରଭିୟୁ ଦ୍ବାରା ହିଁ ଆପଣଙ୍କୁ ସିଲେକସନ କରାଯିବ। 
ସବୁଠାରୁ ବଡ କଥା ହେଲା କି ଆପଣ ମାନେ ନିଜ ମୋବାଇଲ ଫୋନରେ ବି ଆପ୍ଲା କରିପାରିବେ। ଏହି ନୋଟିଫିକେସନଟି ଇଷ୍ଟ କୋଷ୍ଟ ରେଲୱେ ଡିପାଟମେଣ୍ଟ, ଗୋମେଣ୍ଟ ଅଫ ଇଣ୍ଡିଆ ତରଫରୁ ଆସିଅଛି।
ଏଥିରେ ସମସ୍ତ ଓଡ଼ିଶାର ପିଲା ମାନେ ଆପ୍ଲା କରିପାରିବେ। ଏଥିରେ ଉଭୟ ପୁରୁଷ ଓ ମହିଳା ମାନେ ଆପ୍ଲା କରିପାରିବେ। ଏଥିରେ ସିଏମପି ପୋଷ୍ଟ ପାଇଁ ନିଯୁକ୍ତି ଆସିଅଛି।
ଯଦି ଆପଣଙ୍କ ବୟସ ୧୮ ରୁ ୫୩ ହେଇଥିବ ତାହାଲେ ଏହି ପୋଷ୍ଟଟିକୁ ଆପ୍ଲା କରିପାରିବେ। ଏବଂ ଏଥିରେ ଓବିସି, ଏସିଏଷ୍ଟି, ପିଡବ୍ଲୁଡି ଫିଜିକାଲ ହେଣ୍ଡିକ୍ୟାପ୍ଟ ପିଲା ମାନଙ୍କୁ ଅତିରିକ୍ତ ସୁବିଧା ମିଳିପାରିବ।
ସିଲେକସ ପ୍ରୋସେ:-
ଏଥିରେ କୌଣସି ହେଲେ ପରୀକ୍ଷା ରହିବ ନାହିଁ। କେବଳ ଇଣ୍ଟରଭିୟୁ ଦ୍ବାରା ହିଁ ଆପଣଙ୍କୁ ସିଲେକସନ କରାଯିବ। ଆପଣ ମାନଙ୍କୁ କୌଣସି ସ୍ଥାନକୁ ଇଣ୍ଟରଭିୟୁ ଦେବାକୁ ଯିବାକୁ ପଡିବ ନାହିଁ ଘରେ ବସି ଇଣ୍ଟରଭିୟୁ ଦେଇପାରିବେ।
ତା'ପରେ ଡୋକମେଣ୍ଟ ଭେରିଫିକେସନ କରାଯିବ। ଏହିସବୁ ପ୍ରୋସେସ ଦ୍ବାରା ଆପଣ ମାନେ ସିଲେକସନ ପାଇପାରିବେ। ବନ୍ଧୁଗଣ ଏଥିରେ ଆପ୍ଲା କଲା ସମୟରେ କେଉଁ କେଉଁ ସବୁ ଡୋକମେଣ୍ଟ ଦରକାର ପଡ଼ିବ ଆସନ୍ତୁ ଜାଣିବା। 
୧. ସବୁ ଏଜୁକେସ ସାଟିଫିକେଟ ଏବଂ ମାର୍କ ସିଟ।
୨. ପାସବୋଡ ସାଇଜ ଦୁଇଟା ଫୋଟ।
୩. କାଷ୍ଟ ସାଟିଫିକେଟ।
୪. ଆଇଡିପୂର୍ଭୁ।
ଯଦି ଆପଣଙ୍କ ପାଖରେ ଏହିସବୁ ଡକମେଣ୍ଟ ନଥିବ ତାହାଲେ ଆପଣ ମାନେ ଆପ୍ଲା କରିପାରିବେ ନାହିଁ। ଜବ ଲୋକେସନ:- ଓଡିଶା ସମ୍ବଲପୁର ରେଲୱେ ଡିଭିଜନରେ ଏହାର ଯୋବ ପୋଷ୍ଟିଙ୍ଗଟି ରହିବ।
ଯଦି ଆପଣ ମାନେ ସିଲେକେସନ ପାଉଛନ୍ତି ତାହାଲେ ସମ୍ବଲପୁର ରେଲୱେ ଡିଭିଜନରେ ହିଁ ଏହାର ପୋଷ୍ଟିଙ୍ଗ ପାଇପାରିବେ। ଏଥିରେ ଅନଲାଇନ ଆପ୍ଲିକେସନ ମୁଡ ରହିବ। ଆପଣ ମାନେ ନିଜ ମୋବାଇଲରେ ଆପ୍ଲା କରିପାରିବେ।
ଆପଣ ମାନେ କେମିତି ଆପ୍ଲା କରିପାରିବେ ଏବଂ କେମିତି ଫୋଟ ଡକମେଣ୍ଟ ସବୁ ସେଣ୍ଡ କରିବେ ତାହା ସଂପୂର୍ଣ୍ଣ ଭିଡିଓଟିକୁ ଦେଖିଲେ ହିଁ ଜାଣିପାରିବେ।