Movie prime

ମିଳିଲା ପ୍ରବଳ ବର୍ଷାର ସୂଚନା ଏହି ସବୁ ଜିଲ୍ଲାରେ ଛେଚିବ ବର୍ଷା ଦେଖନ୍ତୁ କେଉଁ କେଉଁ ଜିଲ୍ଲା ମାନେ ରହିବେ ସତର୍କ

 
Special report
ଆଜିଠୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି।ପାଣିପାଗ ବିଭାଗ ପକ୍ଷରୁ ଏହି ବିଷୟରେ ସୂଚନା ଦେଇଛନ୍ତି।ଆସନ୍ତା କାଲିଠାରୁ ବର୍ଷାର ପରିମାଣ ଓ ବିସ୍ତୃତି ବଢିପାରେ।୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକା ର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ସୂଚନା ମିଳିଛି।
ମୌସୁମୀ ର ସକ୍ରିୟତା ବୃଦ୍ଧି ଏବଂ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୭ ରୁ ପଶ୍ଚିମ କେନ୍ଦ୍ର ବଙ୍ଗୋପ ସାଗରରେ ଝଡ଼ ବର୍ଷା ସହିତ ପବନ ଘଣ୍ଟା ପ୍ରତି ୪୫ ରୁ ୫୫ କିଲୋମିଟର ବେଗରେ ବହିବା ସମ୍ଭାବନା ରହିଛି।
ବର୍ଷରେ ଭିଜିବ ଓଡ଼ିଶା।୭ ରେ ଲଘୁଚାପ ଆସିବାର ସମ୍ଭାବନା ଅଛି।୭ ରୁ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ଭିତରେ ପ୍ରବେଶ କରିବା ପାଇଁ କଟକଣା ଲଗାଇଛନ୍ତି।ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି।
ଗାଡ଼ି ମଟର ଯିବାପାଇଁ ବହୁତ ଅସୁବିଧା ହେଉଛି।ଯାହାକି ଭିଡିଓ ମାଧ୍ୟମରେ ଦେଖିବାକୁ ମିଳିଛି।୭ ରେ ଏକ ଲଘୁଚାପ ହେଲେ ମଧ୍ୟ ୭ ତାରିଖ ପରେ ଆଉ ଏକ ଲଘୁଚାପ ହେବ ବୋଲି ଅନୁମାନ କରାଯାଉଛି। ପାଣିପାଗ ବିଜ୍ଞାନୀ ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି ଯେ ଆଜିଠୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ବାଲେଶ୍ଵର ରୁ ନେଇକି ଗଞ୍ଜାମ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ରେ ବର୍ଷା ହୋଇପାରେ।
ମାଲକାନଗିରି,କୋରାପୁଟ,ରାୟଗଡ଼ା ଆଉ ଗଜପତି ଜିଲ୍ଲାରେ ବର୍ଷା ହୋଇ ତାହାର ପ୍ରଭାବ ଧୀରେ ଧୀରେ ବଢ଼ିବାରେ ଲାଗିବ। ୭ ତାରିଖ ପରେ ଆଉ ଏକ ଲଘୁଚାପ ହେବ ବୋଲି ଯେଉଁ ଅନୁମାନ କରାଯାଉଛି ତାହା ୧୩ ରୁ ୧୫ ଯାଏଁ ରହିପାରେ।ଉତ୍ତର ପଶ୍ଚିମ ଏବଂ ଉପକୂଳବର୍ତ୍ତୀ ଏହାର ପ୍ରଭାବ ଦେଖାଇବ।ଏମାନେ ୧୩ ରୁ ୧୫ ଭଲ ବର୍ଷା ପାଇବେ।ଏହା ୨୦ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି।