Movie prime
ମୃ-ତ୍ୟୁ ପୂର୍ବରୁ ରାଜେଶ୍ଵରି ଙ୍କ ଶେଷ ସାକ୍ଷାତ ଦେଖନ୍ତୁ ଭିଡିଓ କେମିତି ଜୀବନ କୁ ଭଲ ଭାବେ ବଞ୍ଚିବା ପାଇଁ ପ୍ରେରଣା ଦେଇଥିଲେ Rajeswari
 
Rajeswari
ଓଡିଆ ଅଭିନେତ୍ରୀ ରାଜେଶ୍ଵରୀ ରାୟ ମହାପାତ୍ରଙ୍କ ପରଲୋକ । ଜୀବନ ଯୁଦ୍ଧ ରେ ହାରିଗଲେ କ୍ୟାନ୍ସର ସର୍ଭାଇଭର ରାଜେଶ୍ଵରୀ । ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଚି।
ଅନେକ ଓଡ଼ିଆ ଧାରାବାହିକ ରେ ଅଭିନୟ କରିଛନ୍ତି ରାଜେଶ୍ଵରୀ । ଖାସ୍ କରି ଲେଡି ଭିଲିଆନ ଭାବେ ସେ ଧାରାବାହିକରେ ବେଶ୍ ଜଣାଶୁଣା । ତାଙ୍କର ମୃତ୍ୟୁରେ ଅଭିନୟ ଜଗତରେ ଶୋକର ଛାୟା ଖେଳି ଯାଇଛି ।
ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ତାଙ୍କର ମୃତ୍ୟୁ ପୁର୍ବରୁ ଶେଷ ସାକ୍ଷାତକାର । ସେଥିରେ ସେ କହିଥିଲେ ଯେ, ତାଙ୍କ ସ୍ଵାମୀଙ୍କର ସେତିକି ଧର୍ଯ୍ୟ ନଥିଲା ସେତେବେଳେ ଏମିତି ଗୋଟେ ନିଉଜ୍ ସୁଣିକି ଏତେ ସହଜରେ ସେ ଶୁଣିକି ଗ୍ରହଣ କରିପାରିନଥିଲେ।
ରଜେଶ୍ୱରିଙ୍କର ପ୍ରଥମେ ମାଟ୍ରିମୋନି ରେ ପ୍ରୋପୋଜାଲ ଆସିଥିଲା ଏବଂ ପରସ୍ପରଙ୍କ ସହିତ ସେମାନେ କଥା ହେଇଥିଲେ। 
ତାପରେ ଉଭୟ ପରସ୍ପର ଙ୍କୁ ଭଲ ଲାଗିଥିଲେ । ସେ ମଧ୍ୟ ଗୋଟେ ଭଲ ଚ୍ୟାଲେନ୍ ରେ କାମ କରୁଥିଲେ କିନ୍ତୁ ସେଇଥିରେ ତାଙ୍କର ଟାଇମ୍ ରେ କିଛି ଅସୁବିଧା ହେଲା। ଆଉ ସେ ଖରାରେ କାମ କରିପାରିଲେ ନାହିଁ ।
ତାମାନେ ନୁହେଁ ଯେ ସେ ଆଗକୁ ଆଉ କାମ କରିବେ ନାହିଁ । ଆଜି ନହଲେବି ମାସେ ହେଉ କି ଦେଢ଼ ମାସେ ହେଉ ସେ କାମ କରିବେ କହିଥିଲେ । 
ସେ ଆକ୍ଟିଙ୍ଗ ସହିତ ଭଲ ଗୀତ ମଧ୍ୟ ଗାଆନ୍ତି । ରଜେଶ୍ୱରୀଙ୍କ ଫ୍ୟାନ ଫୋଲୱିଂ ବହୁତ୍ ଅଛନ୍ତି ଏବଂ ଓଡିଶାବସୀ ତାଙ୍କୁ ଏତେ ମାତ୍ରା ରେ ଭଲ ପାଉଛନ୍ତି ଯେ ଜଣେ ଆସିକି ତାଙ୍କୁ ନିଜର ଚୁଟି ଦାନ କରିଛନ୍ତି।
ତାଙ୍କ ନା ସେ କହିଥିଲେ ସ୍ଵପ୍ନା ପାଇକରାୟ ତାଙ୍କ ଘର ନୟାପଲ୍ଲୀ ରେ। ତାଙ୍କ ପାଇଁ ସ୍ଵପ୍ନା ପାଇକରାୟ ଭଗବାନଙ୍କ ରୂପ ଥିଲେ, ଏହା ମଧ୍ୟ ସେ କହିଛନ୍ତି।