Movie prime

ଓଡ଼ିଶା ନିଯୁକ୍ତି କ୍ଷେତ୍ରରେ ଆସିଲା ବଡ ପରିବର୍ତ୍ତନ ଶୀଘ୍ର ଦେଖନ୍ତୁ କଣ

 
Special report
ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଓ ଏସ ଏସ ସି ପକ୍ଷ ରୁ ନିଯୁକ୍ତି କ୍ଷେତ୍ର ରେ ଏକ ବଡ଼ ଧରଣ ର ପରିବର୍ତନ କରଯାଇଛି। ଏଣିକି ରାଜ୍ୟ ର ବିଭିନ୍ନ ବିଭାଗ ରେ ଖାଲି ଥିବା ସ୍ନାତକ ସ୍ତର ର ପଦବୀ ପୂରଣ କରିବା ପାଇଁ ଗୋଟିଏ ପରୀକ୍ଷା ହେବ। ଏ ନେଇ ଓ ଏସ ସି ପକ୍ଷ ରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଚଳିତ ବର୍ଷ ଠାରୁ ଯୁଗ୍ମ ସ୍ନାତକ ଭିତ୍ତି ପରୀକ୍ଷା ସିଜି ଏଲ୍ ଆର ଆଇ ଓ ଯୁଗ୍ମ ବୈଶୟିକ ସେବା ନିଯୁକ୍ତି ପରୀକ୍ଷା ସିପି ଏସ ଆର ଆଇ ହେବ। ଏଥି ପାଇଁ ମୋଟ ୨୧୬୮ ଟି ପଦବୀ ପୂରଣ ହେବାକୁ ଥିବା ବେଳେ ଗ୍ରୁପ ଡି ଓ ଗ୍ରୁପ c ପାଇଁ ୯୪୩ ଟି ପଦବୀ ବାହାରିଛି।
ତେବେ ନିଯୁକ୍ତି କ୍ଷେତ୍ର ରେ ସ୍ୱଚ୍ଛତା ଆଣିବା ପାଇଁ ଚଳିତ ବର୍ଷ ରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି ତେବେ ପୂର୍ବ ପରି ଆଉ ଅଲଗା ଅଲଗା ପଦବୀ ପୂରଣ ପାଇଁ ଭିନ୍ନ ଭିନ୍ନ ପରୀକ୍ଷା ହେବ ନାହିଁ। ଏହି ନିୟମ ବୈଶୟିକ ଓ ପିଜି ବର୍ଗ ର ବିଭିନ୍ନ ପଦବୀ ପାଇଁ ମଧ୍ୟ ଲାଗୁ ହେବ । ସି ଜି ଏଲ ଆର ଆଈ ରେ ୯୪୩ ଟି ପଦ ପୂରଣ ହେବାକୁ ଥିବା ବେଳେ ସେଥି ମଧ୍ୟରୁ ଗ୍ରୁପ ବି ରେ ୬୯୯ ଟି ପଦ ଥିଲା ବେଳେ ଗ୍ରୁପ ସି ରେ ୨୪୪ ଟି ପଦବୀ ରହିଛି।
ତେବେ ଆସନ୍ତା ୧୧ ତାରିଖ ଠାରୁ ଅନ ଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ଓ ଆସନ୍ତା ଡ଼ିସେମ୍ବର ମାସ ୧୦ ତାରିଖ ରେ ଶେଷ ହେବ । ଏହା ପରେ ୨୦୨୩ ମସିହା ଜାନୟାରୀ କିମ୍ବା ଫେବୃଆରୀ ମାସ ରେ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ପାର୍ଥି ଙ୍କ ବୟସ ୨୧ ରୁ ୩୮ ବର୍ଷ ବୟସ ମଧ୍ୟରେ ରହିବା ଆବଶ୍ୟକ।