Movie prime

ରାଣୀ ପଣ୍ଡା ବଢ଼େଇଲେ ସାହାର୍ଯ୍ୟର ହାତ ପୁଣି ସାଉଁଟିଲେ ପ୍ରଶଂସା ଦେଖନ୍ତୁ Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ଅଞ୍ଚଳର ଖବର ଦେଖିଥିବେ । ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ତ ଜାଣିଥିବେ ।
ସେ ସବୁବେଳେ ସୋସିଆଲ ମିଡ଼ିଆରେ ସକ୍ରିୟ ରୁହନ୍ତି । ଆପଣମାନେ ଏହି ଅଭିନେତ୍ରୀଙ୍କୁ ନେଇ ଆସୁଥିବା ଖବର ବିଷୟରେ ଅନେକ ଖବର ପାଇଥିବେ ।
ଏହି ଅଭିନେତ୍ରୀ ଜଣକ ସବୁବେଳେ ଲୋକମାନଙ୍କୁ ସାହାଯ୍ୟ କରିଥାନ୍ତି । ଏହି ଅଭିନେତ୍ରୀ ଜଣକ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଇଥାଆନ୍ତି । ସେ ଏବେ ଏକ ଖବର ପାଇ ପୁଣି ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । 
ଗରିବ ସାଧାରଣଙ୍କୁ ସାହାଯ୍ୟ କରିବାକୁ ହାତ ବଢାଇଛନ୍ତି ଆମ ପରିବାର ଆମ ସହଯୋଗ ସଂସ୍ଥା । ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ପରିବାରରେ ଘଟିଛି ଏକ ଅଘଟଣ ।
ସେହି ଜିଲ୍ଲାର ଏକ ସ୍ଥାନର ଜଣେ ଯୁବକଙ୍କ ଦେହ ବହୁତ ଖରାପ ଅଛି । ଆଉ ତାଙ୍କ ପରିବାର ସାହାଯ୍ୟ ଲୋଡିଛନ୍ତି । ସେହି ପୁଅ ହିଁ ଏକା ସେହି ବୁଢ଼ା ମାଆ ଆଉ ବାପାଙ୍କର ସାହା ଭରସା ।
ଆଉ ସେହି ପୁଅର ଦେହ ଠିକ୍ କରିବା ପାଇଁ ଯାହା ଟଙ୍କା ଥିଲା ସବୁ ସରିଯାଇଛି । ସେଥିପାଇଁ ସେ ସାହାଯ୍ୟ ମାଗିଛନ୍ତି ।
ସେହି ଯୁବକ ଜଣଙ୍କର ଦେହ ଭଲ ନାହିଁ ସେଥିପାଇଁ ଏହି ଖବର ଅଭିନେତ୍ରୀ ରାନୀ ପଣ୍ଡା ପାଇବା ମାତ୍ରକେ ସେ ସେହି ପରିବାରକୁ ସାହାଯ୍ୟ କରିବାକୁ ଧାଇଁ ଆସିଥିଲେ ।
ଆଉ ସେ କହିଛନ୍ତି ସେ ଯେତେଦିନ ବଞ୍ଚିଥିବେ ତାଙ୍କ ଦ୍ଵାରା ଯାହା ସମ୍ଭବ ସେ ଲୋକମାନଙ୍କୁ ସାହାଯ୍ୟ କରୁଥିବେ । ସେ ସବୁବେଳେ ଲୋକମାନଙ୍କର ଦୁଃଖରେ ପାଖରେ ଛିଡ଼ା ହେବେ ।
ଆଉ ତାଙ୍କ ଦ୍ଵାରା ଯାହା ସମ୍ଭବ ସେ କରିବେ । ଏହା ହେଉଛି ଅଭିନେତା ଅନୁଭବ ମହାନ୍ତିଙ୍କ ମାଟି । ଆଉ ସେଠାରେ ଅନୁଭବ ମହାନ୍ତି ନଆସି ରାନୀ ପଣ୍ଡା ଆସିଛନ୍ତି । ଏହି କଥାକୁ ନେଇ ପ୍ରଶ୍ନ କରିଛନ୍ତି ମିଡ଼ିଆ । 
ଆଉ ରାନୀ ପଣ୍ଡା ଉତ୍ତରରେ କହିଛନ୍ତି, ଏବେ ଅଭିନେତା ଅନୁଭବ ମହାନ୍ତି ଡିପ୍ରେଶନରେ ଅଛନ୍ତି ଆଉ ତାଙ୍କର ପାରିବାରିକ ବିବାଦ ରହିଛି ।ଆଉ ଏବେ ସେ ଫିଲ୍ମ୍ ସୁଟିଂ ରେ ଅଛନ୍ତି । ସେ ଆସି ପାରିନାହାନ୍ତି ।
ସେ ନ ଆସିଲେ କଣ ହେଲା ରାନୀ ପଣ୍ଡା ଆସିଛନ୍ତି । ଆଉ ରାନୀ ପଣ୍ଡା ଆସିବା ଯାହା ଅଭିନେତା ଅନୁଭବ ମହାନ୍ତି ଆସିବା ତାହା ବୋଲି ଅଭିନେତ୍ରୀ ରାନୀ ପଣ୍ଡା କହିଛନ୍ତି ।
ଏହାସହ ସେ ଏହି ବୃଦ୍ଧ ମାଆ ଆଉ ବାପାଙ୍କ ପୁଅ ସଂଜୟଙ୍କୁ ସାହାଯ୍ୟ କରିବାକୁ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି । ଏହି ସାହାଯ୍ୟକୁ ଆଗକୁ ନେଇଛନ୍ତି ସେହି ଗାଁର ସରପଞ୍ଚ ।