Movie prime

ରାଣୀ ପଣ୍ଡା ଏବଂ ଅନୁଭବ ମହାନ୍ତି ଙ୍କ ଘଟଣାରେ ଶେଷରେ ମୁଁହ ଖୋଲିଲେ ଦେଖନ୍ତୁ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଗୋଟିଏ କଥା ଏବେ ସୋସିଆଲ ମିଡିଆରେ ଲଗେଇ ଦେଇଛି ନିଆଁ । ଅନୁଭବଙ୍କ ଠାରେ ରାଣୀଙ୍କ ମନ ଅଟକି ଯାଇଥିବା ବେଳେ ଏବେ ରାଣୀର ପ୍ରସଙ୍ଗଶକ ମାନେ ଏବେ ଗଣମାଧ୍ୟମ ଆଗରେ କହିଛନ୍ତି,
ବାମନ ହେଇକି ଚନ୍ଦକୁ ହାତ ବଢେ଼ଇବା କଥା ଭାବିବା ଯାହା ଅନୁଭବ ଭାଇଙ୍କୁ ବାହାହେବା କଥା ଭାବିବାବି ଠିକ୍ ସେଇଆ। ଯାହାକି ହେଉଛି ରାନୀ ପଣ୍ଡା ବାମନ ହେଇ ଚାନ୍ଦକୁ ହାତ ବଢେ଼ଇବା।  
ଆଉ ଅନୁଭବଙ୍କ ଫ୍ୟାନ କହୁଛନ୍ତି ଏହି ବିଷୟରେ ବେଶି କିଛି କହିବେ ନାହିଁ। କାରଣ ତାଙ୍କ କାମ ହେଉଛି ଅନୁଭବ ଭାଇଙ୍କୁ କଟ୍ରଭର୍ସି ଭିତରୁ ବାହାରକୁ ବାହାର କରିବା।
ନୁହେକି ଅନୁଭବ ଭାଇଙ୍କ ସହିତ ମିଶି କଟ୍ରଭର୍ସି ଭିତକୁ ଟାଣି ହେବା। ଏବଂ କହିଛନ୍ତି କେଉଁ ଆର୍ଟିଷ୍ଟ ଅନୁଭବ ଭାଇଙ୍କ ବିଷୟରେ କିଛି ସ୍ୱର ଉତ୍ତଳନ ନକରିବା ବେଳେ ରାନୀ ପଣ୍ଡା କିନ୍ତୁ କହିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। 
କିନ୍ତୁ ଯେଉଁ ବାହା ହେବା କଥା ରାନୀ ପଣ୍ଡା କହିଥିଲେ ସେଇ କଥା ବିଲକୁଲ ଭୁଲ ଏବଂ ରାନୀ ପଣ୍ଡା ସେହି କଥା ଭାବିବାଟା ହିଁ ଭୁଲ। ତେବେ ଗତକାଲି ରାଣୀ ପଣ୍ଡା ଇନଷ୍ଟାଗ୍ରାମ ରେ ଗୋଟେ ଭିଡିଓ ସେୟାର କରିଥିଲେ ।
ଯେଉଁଥିରେ ଅନୁଭବ ମହାନ୍ତି କୁ ବାର୍ଥଡେ ଉଇସ୍ କରିଥିଲେ ଆଉ କହିଥିଲେ ଯଉଁଦିନ ତମ ଡିଭର୍ସ ହବ ସେଦିନ ମୋତେ ବାହା ହେଇଯିବ ଆଉ ମୁଁ ତମ ବଢିଆ ଜନ୍ମଦିନ ପାଳନ କରିବି । 
ଆଉ କହିଥିଲେ ବି ଓଡିଶା ବାସୀ ଦେହକୁ ନେବେନି। କିନ୍ତୁ ତାଙ୍କର ଏହି କଥା ପରେ ପ୍ରସଙ୍ଗଶକ ମାନେ ମଧ୍ୟ ଫୁଲ ଦେହକୁ ନେଇ ଯାଇଛନ୍ତି।
ଏହାସହିତ ଜଣେ ଲେଖିଛନ୍ତି ରାଣୀ ଆଉ ଅନୁଭବଙ୍କ ଯୋଡି ଖୁବ୍ ଜମିବ। ତେବେ ଇଉଜରସଙ୍କ ଦେଖିବାକୁ ବାକି ରହିଲା ରାଣୀଙ୍କ ଭିଡିଓ ଉପରେ ଅନୁଭବଙ୍କ ପ୍ରତିକ୍ରିୟା। ତେବେ କ’ଣ କହିବେ ଅନୁଭବ ମହାନ୍ତି।