Movie prime

ରାତିରେ ଦେହ ବିକିଲେ ବେଶୀ ପଇସା ହୁଏ ଦେଖନ୍ତୁ କଣ ମୁଁହ ଖୋଲି କହିଲେ VIRAl NEWS

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ଏହି ସୋସିଆଲ ମିଡ଼ିଆ ପାଇଁ ଆମେ ଅନେକ ଖବର ଆଉ ଘଟଣା ବିଷୟରେ ଜାଣିପାରୁଛେ ।
ଆଉ ଏମିତି ଅନେକ ଖବର ଏବେ କିନ୍ନର ସମାଜକୁ ନେଇ ଆସିଛି । ଆଉ ଆପଣମାନେ ତ ଜାଣିଥିବେ କି କିନ୍ନର ସମାଜ ପାଇଁ ଆମ ସମାଜରେ ଏକ ସ୍ଵତନ୍ତ୍ର ସ୍ଥାନ ଅଛି ।
ଆଉ ଆମ ସମାଜରେ କିନ୍ନର ମାନଙ୍କୁ ସୁବିଧା ସୁଯୋଗ ଦିଆଯାଉଛି । କିନ୍ତୁ କିଛି କିନ୍ନରମାନଙ୍କର ନେତା ଏହାକୁ ନେଇ କିଛି ଘଟଣା ବା ଏହାର ଅନୁପଯୋଗ କରୁଛନ୍ତି । ଆଉ ଏମିତି ଅନେକ ଖବର ଏବେ କିନ୍ନର ସମାଜକୁ ନେଇ ଆସିଛି ।
ଆଉ ଏହି ଖବର ହେଉଛି କି କିନ୍ନର ମାନଙ୍କର ନେତା ମୀରା ପରିଡାଙ୍କୁ ନେଇ ଅନେକ କଥା ଏବେ ସାମ୍ନାକୁ ଆସିଛି । ଆଉ ଏହି ଘଟଣା ପାଇଁ ଆପଣମାନେ ଅନେକ ପ୍ରକାରର ଧାରଣା ମଧ୍ୟ ଦେଖିଥିବେ ।
ଆଉ କିନ୍ନର ମାନଙ୍କୁ ସେହି ମୀରା ପରିଡ଼ା କାମ ଦେବା ପାଇଁ କହି ଦେହ ବେପାର କରିବାକୁ କହୁଥିଲେ । ଆଉ ଏମିତି କିଛି ଅଭିଯୋଗ ଆଣିଛନ୍ତି କିନ୍ନର ମାନେ । ଆଉ ଏହି ଅଭିଯୋଗ ପାଇଁ ସେମାନେ ରାସ୍ତାରେ ଧାରଣା ଦେଇଛନ୍ତି ।
ଆଉ ସେ କହିଛନ୍ତି କିନ୍ନର ମାନଙ୍କୁ ବିଶୃଙ୍ଖଳା ଦେବା ବନ୍ଦ କରନ୍ତୁ । ଆଉ କିନ୍ନର ମାନଙ୍କୁ ସବୁ ସୁବିଧା ଦିଅନ୍ତୁ । ଏହି ଧାରଣାକୁ ନେଇ ମୀରା ପରିଡ଼ା କହିଛନ୍ତି, "କିନ୍ନର ମାନଙ୍କୁ ପଇସା ରୋଜଗାର କରିବା ପାଇଁ ସାଧାରଣ ପନ୍ଥା ଦରକାର ।
ଆଉ ସେମାନେ ପଇସା ପାଇବା ପାଇଁ କମ୍ ପରିଶ୍ରମର ପନ୍ଥା ଯେମିତିକି ଦେହ ବ୍ୟବସାୟ ଏବଂ ଭିକ ମାଗିବା ଆଦି କାମକୁ ଆପଣାଇ ନେଇଛନ୍ତି । ଆଉ ମୋତେ କିନ୍ନରମାନେ କୁହନ୍ତୁ କି ମୋର କାମ ଦରକାର ଆଉ ମୁଁ ତାଙ୍କୁ କାମ ଦେବୀ ।
ସରକାରଙ୍କ ସହିତ ଫାଇଟ୍ କରି ମୁଁ ଏହାକୁ କରିବି। ତାଙ୍କୁ କାମ ଯୋଗାଇ ଦେବି । ଆଉ ଏମିତି ସେମାନେ କରୁନାହାଁନ୍ତି । ଆଉ ଦେହ ବ୍ୟବସାୟ କରିବା ଭଳି କାମକୁ ଆପଣେଇ ନେଇଛନ୍ତି " ।