Movie prime

ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ପ୍ରକୃତ ଘର କେଉଁଠି ଦେଖନ୍ତୁ ଏହି ଭିଡିଓ ରେ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଏମିତି କିଛି ଭିଡିଓ ଦେଖିଥାନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ଅନେକ କଳାକାରମାନଙ୍କୁ ଜାଣିଥିବେ । କିନ୍ତୁ ତାଙ୍କ ପ୍ରକୃତ ଘର କେଉଁଠି ଜାଣିଛନ୍ତି କି? ଏବେ ଏହି ଭିଡିଓ ମାଧ୍ୟମରେ ଏହା ଆପଣ ଜାଣିପାରିବେ । ଅନେକ ଅଭିନେତ୍ରୀ ମାନଙ୍କର ପ୍ରକୃତ ଘର ବିଷୟରେ ଜାଣନ୍ତୁ ।
୧) ଭୂମିକା ଦାସ - ସେ ଜଣେ ମହାନ୍ ଅଭିନେତ୍ରୀ ଅଟନ୍ତି । ସେ ଅନେକ ଚଳଚ୍ଚିତ୍ର କରିଛନ୍ତି । ସେ ରାଉଲକେଲାରେ ଜନ୍ମ ଗ୍ରହଣ କରିଛନ୍ତି । ଏବେ ସେ ଭୁବନେଶ୍ଵରରେ ରହି ପାଠ ପଢୁଛନ୍ତି ।
୨) ପୁନମ୍ ମିଶ୍ର - ସେ ଭବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ଏବେ ସେ ଭୁବନେଶ୍ଵରରେ ରହୁଛନ୍ତି । 
୩) ବର୍ଷା ପ୍ରିୟଦର୍ଶିନୀ - ସେ ଭବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ସେ ଅନୁଭବ ମହାନ୍ତିଙ୍କୁ ବିବାହ କରିବା ପରେ କଟକରେ ରୁହନ୍ତୁ । ଏବେ ମଧ୍ୟ ସେ କଟକରେ ରହୁଛନ୍ତି ।
୪) ଶିବାନୀ ସଂଗୀତା - ସେ ଖୋର୍ଦ୍ଧାରେ ଜନ୍ମ ଗ୍ରହଣ କରିଥିଲେ । ଏବେ ସେ ଖୋର୍ଦ୍ଧାରେ ରହୁଛନ୍ତି ।
୫) ଅର୍ଚ୍ଚିତା ସାହୁ - ସେ ଭବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ଏବେ ସେ ଭୁବନେଶ୍ଵରରେ ରହୁଛନ୍ତି ।
୬) ଶୀତଳ ପାତ୍ର - ସେ କଟକରେ ଜନ୍ମ ଗ୍ରହଣ କରିଥିଲେ ।
୭) ରିୟା ଦେ - ସେ ବାଲେଶ୍ଵରରେ ଜନ୍ମ ଗ୍ରହଣ କରିଥିଲେ । ଏବେ ସେ ଭୁବନେଶ୍ଵରରେ ରହୁଛନ୍ତି ।
୮) ଝିଲିକ ଭଟ୍ଟାଚାର୍ଯ୍ୟ - ସେ କଲିକତାରେ ଜନ୍ମ ଗ୍ରହଣ କରିଥିଲେ । ଏବେ ସେ ଓଡ଼ିଶାରେ ରହୁଛନ୍ତି ।
୯) ଏଲିନା ସାମନ୍ତରାୟ - ସେ ଭଦ୍ରକରେ ଜନ୍ମ ଗ୍ରହଣ କରିଥିଲେ । ଏବେ ସେ ଭଦ୍ରକରେ ରହୁଛନ୍ତି ।
୧୦) ତମ୍ମନା - ସେ ବ୍ରହ୍ମପୁରରେ ଜନ୍ମ ଗ୍ରହଣ କରିଥିଲେ ।
୧୧) ପ୍ରକୃତି ମିଶ୍ର - ସେ ଖୋର୍ଦ୍ଧାରେ ଜନ୍ମ ଗ୍ରହଣ କରିଥିଲେ । ଏବେ ସେ ମୁମ୍ବାଇରେ ରହୁଛନ୍ତି ।
୧୨) ଦିବ୍ୟାଲିସା ମହାନ୍ତି - ସେ ଭବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ଏବେ ସେ ଭୁବନେଶ୍ଵରରେ ରହୁଛନ୍ତି ।
୧୩) ସୁପ୍ରିୟା ନର୍ଗେସ - ସେ ଗୁଜୁରାଟରେ ଜନ୍ମ ଗ୍ରହଣ କରିଥିଲେ । ଏବେ ସେ ଭୁବନେଶ୍ଵରରେ ରହୁଛନ୍ତି ।
୧୪) ଶର୍ମିଲା - ସେ ମୟୂରଭଞ୍ଜରେ ଜନ୍ମ ଗ୍ରହଣ କରିଥିଲେ । 
୧୫) ପ୍ରିୟା - ସେ ଖୋର୍ଦ୍ଧାରେ ଜନ୍ମ ଗ୍ରହଣ କରିଥିଲେ ।