Movie prime

ଜାଣନ୍ତୁ ଓଡ଼ିଆ ଅଭିନେତ୍ରୀ ମାନଙ୍କ ପ୍ରକୃତ ଘର କେଉଁଠି ଦେଖନ୍ତୁ ସମ୍ପୂର୍ଣ ଖବର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମାନଙ୍କର ଜନ୍ମସ୍ଥାନ କେଉଁଠି ଏବଂ ସେମାନେ ଏବେ କେଉଁଠାରେ ରହୁଛନ୍ତି? ତେବେ ଆମେ ଏବେ ଆପଣଙ୍କୁ ସେହି ସମ୍ପର୍କ ରେ କହିବାକୁ ଯାଉଛୁ। ଭୂମିକା ଦାସ ଯେକି ପିଲାଟି ବେଳରୁ ଅଭିନୟ ଜଗତରେ ପାଦ ଦେଇଛନ୍ତି। ଏବେ ମଧ୍ୟ ସେ ଅନେକ ସିନେମାରେ ଅଭିନୟ କରୁଥିବାର ଆପଣ ମାନେ ଦେଖିଥିବେ ତେବେ ଭୂମିକା ଙ୍କ ଜନ୍ମ ସ୍ଥାନ ହେଉଛି ରାଉଲକେଲା।
ହେଲେ ଏବେ ସେ ବର୍ତ୍ତମାନ୍ ଓଲିଉଡ ଜଗତରେ କାମ କରୁଥିବାରୁ ବର୍ତ୍ତମାନ୍ ସେ ଭୁବନେଶ୍ୱର ରେ ରହୁଛନ୍ତି। ପୁନମ ମିଶ୍ର ବାଇଶି ପାହାଚେ ଖେଳିବ ମୀନ ଫିଲ୍ମ୍ ଜରିଆରେ ସେ ପ୍ରଥମ ଥର ପାଇଁ ହିରୋଇନ୍ ଭୂମିକାରେ ନଜର ଆସିଥିଲେ। ସେ ଭୁବନେଶ୍ଵରରେ ଜନ୍ମ ଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ୍ ସମୟରେ ମଧ୍ୟ ସେ ଭୁବନେଶ୍ବର ରେ ରହୁଛନ୍ତି।
ତେବେ ଆପଣ ମାନେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ତାଙ୍କ ଅଭିନୟ କୁ ମଧ୍ଯ ବେଶ ପଶନ୍ଦ କରିଥାଆନ୍ତି। ଅନୁଭବ ଙ୍କୁ ବିବାହ କରିବା ପରେ ବର୍ଷା କଟକ ରେ ରହୁଥିଲେ। ମାତ୍ର ବର୍ଷା ଙ୍କ ଜନ୍ମ ସ୍ଥାନ ହେଉଛି ଭୁବନେଶ୍ୱର ଠାରେ। ଶିବାନୀ ସଙ୍ଗୀତା ଆପଣ ମାନେ ଜାଣିଥିବେ କି ସେ ପିଲାଟି ବେଳରୁ ଓଲିଉଡ଼ ଜଗତରେ ଅଭିନୟ କରି ଆସୁଛନ୍ତି।
ତାଙ୍କୁ ମଧ୍ଯ ଆପଣ ମାନେ ବେଶ ଭଲ ପାଇବା ଦେଇଛନ୍ତି ବର୍ତ୍ତମାନ୍ ସମୟରେ ସେ ବେଶ ଜଣା ଶୁଣା ତାଙ୍କ ଅଭିନୟ କୁ ମଧ୍ୟ ଦର୍ଶକ ମାନେ ଖୁବ୍ ପଶନ୍ଦ କରିଥାଆନ୍ତି। ତାଙ୍କ ଜନ୍ମ ସ୍ଥାନ ଖୋର୍ଦ୍ଧା ରେ ହୋଇ ଥିବା ବେଳେ ବର୍ତ୍ତମାନ୍ ସମୟରେ ସେ କିନ୍ତୁ ଭୁବନେଶ୍ବର ରେ ରହୁଛନ୍ତି। ଅର୍ଚ୍ଚିତା ସାହୁ ଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେକୀ ଜଣେ ଆଗ ଧାଡ଼ି ର ଅଭିନେତ୍ରୀ। ଏବଂ ଅର୍ଚ୍ଚିତା ଙ୍କ ଘର ମଧ୍ୟ ହେଉଛି ଭୁବନେଶ୍ଵର।