Movie prime

ବାହା ହେବେ ଆପଣଙ୍କ ପ୍ରିୟ ହିରୋଇନ୍ Riya ଦେଖନ୍ତୁ କାହା ସହ ହେଲା ନିର୍ବନ୍ଧ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ରିୟା ଙ୍କ ବିଷୟ ରେ ବହୁତ ଭଲ ଭାବରେ ଜାଣିଥିବେ। ସେ ତାଙ୍କ ର ସୁନ୍ଦର ଅଭିନୟ ସୁପରିଚିତ। ଆଉ ତାଙ୍କ ର ଅଭିନୟ ରେ ସବୁ ଦର୍ଶକ ମାନେ ତାଙ୍କୁ ଭଲ ପାଇବା ଦେଇଛନ୍ତି। ରିୟା ଏବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ ଲୋକ ପ୍ରିୟ ଅଭିନେତ୍ରୀ। ବନ୍ଧୁଗଣ ଅଭିନେତ୍ରୀ ରିୟା ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି। ରିୟା ତାଙ୍କ ଅଭିନୟ ପାଇଁ ଦର୍ଶକ ମାନଙ୍କ ଆଗରେ ଖୁବ ପରିଚିତ୍। 
ରିୟାଙ୍କର ପ୍ରଥମ ସିନେମାର ନାଁ ହେଉଛି ପ୍ରେମ ଅଢେଇ ଅକ୍ଷର ଯାହା କି ଏହି ସିନେମା ଟି 2010 ମସିହା ରେ ହୋଇ ଥିଲା। ରିୟା ଙ୍କ ର ଏହି ସିନେମା ଟି ପ୍ରଥମ ଥିଲା କିନ୍ତୁ ସିନେମା ଟି ସୁପରହିଟ୍ ହୋଇ ଥିଲା ତାଙ୍କ ଅପୋଜିଟ ରେ ବାବୁଶାନ ମହାନ୍ତି ଅଭିନୟ କରୁଥିଲେ। ତେବେ ବନ୍ଧୁଗଣ ରିୟା ବହୁତ ସିନେମା ରେ ଅଭିନୟ କରିଛନ୍ତି ଆଉ ବହୁତ ସୁପରଷ୍ଟାର ଙ୍କ ସହ ଅଭିନୟ କରିଛନ୍ତି ଆଉ ସେ ବହୁତ ସାରା ସିନେମା କରି ସାରିଛନ୍ତୀ। 
ସେ ଅମ୍ଲାନ୍ ଆକାଶ ବାବୁସାନ୍ ସମ୍ବିତ ସିର୍ଦ୍ଧାନ୍ତ ମହାପାତ୍ର ଏମିତି ବହୁତ ଷ୍ଟାର୍ ଙ୍କ ସହ ଅଭିନୟ କରିଛନ୍ତି। ଆଉ ତାଙ୍କ ର ସବୁ ସିନେମା ସୁପରହିଟ୍ ହୋଇଛି। ତାଙ୍କ ସିନେମା କୁ ଦର୍ଶକ ମାନେ ବହୁତ ଦେଖିବାକୁ ଭଲ ପାଆନ୍ତି। ତେବେ ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ରିୟା ଦେ ଙ୍କ ର ଏନଙ୍ଗେଞ୍ଜମେଣ୍ଟ୍ ସରି ଯାଇଛି। ଆଉ ତାଙ୍କ ର ସବୁ ଫଟୋ ଓ ଭିଡିଓ ବର୍ତ୍ତମାନ୍ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗୁଚି। 
ରିୟା ଙ୍କ ଭାବି ସ୍ବାମି ଙ୍କ ନାଁ ହେଉଛି ସୁନୀଲ। ପରସ୍ପର ଙ୍କ ଭୀତ ରେ ଗଭୀର ଭଲ ପାଇବା ଥିବା ନଜର ରେ ଆସିଛି ଆଉ ଦୁହେଁ ବହୁତ ଖୁସି ଥିବାର ମଧ୍ୟ ନଜର ରେ ଆସିଛି।ମନ୍ଦିର ଓ ବହୁତ ଜାଗା ରେ ଏକାଠି ନଜର ରେ ଆସିଛନ୍ତି। ରିୟା ରିୟା ମଧ୍ୟ ତାଙ୍କ ଏନଙ୍ଗେଞ୍ଜମେଣ୍ଟ୍ ବହୁତ ସୁନ୍ଦର ସଜାଇ ହୋଇଛନ୍ତି। ଆଉ ତାଙ୍କ ର ଫଟୋ ସୋସିଆଲ୍ ମିଡ଼ିଆ ରେ ଭାଇରାଲ୍ ହେଉଛି। ଏହି ଫଟୋ ରେ ରିୟା ବହୁତ ମଜ୍ଜା ଓ ମସ୍ତି ଥିବାର ନଜର ରେ ଆସିଛନ୍ତି। ସେ ବହୁତ ଶୀଘ୍ର ବିବାହ ବନ୍ଧନ ରେ ମଧ୍ୟ ବାନ୍ଧି ହେବାକୁ ଯାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.