Movie prime

ସମୁଦ୍ର ମଝିରେ ମସ୍ତି କରୁଥିଲେ Sabyarchita Elina ଦେଖନ୍ତୁ କଣ ଘଟିଲା ହଠାତ୍

 
Viral News

ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ଓଲିଉଡ଼ ଜଗତ ର ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଓ ତାଙ୍କ ପତ୍ନୀ ଓଲିଉଡ଼ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।

ଏହି କଳାକାର ମାନେ ଏବେ ଅଛନ୍ତି ଆମେରିକା ରେ ସେଠାରେ ରହିଥିବା ଅବସ୍ଥା ରେ ଏହି କଳାକାର ମାନେ ମସ୍ତି କରୁଥିବା ସମୟରେ ନୂଆ ନୂଆ ଭିଡିଓ ଅପଲୋଡ଼ କରୁଥିବା ର ଦେଖିବାକୁ ମିଳିଛି।

କେତେବେଳେ ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ଅର୍ଚ୍ଚିତା ସାହୁ ଙ୍କ ର ଜବରଦସ୍ତ ଡାନ୍ସ ଭିଡ଼ିଓ ତ ଆଉ କେତେବେଳେ ତିନି ଜଣ ଙ୍କ ର ମସ୍ତି କରୁଥିବା ସମୟରେ ଭିଡିଓ ନିଜ ନିଜ ସୋସିଆଲ ମିଡ଼ିଆ ରେ ଆକାଉଣ୍ଟ ଅପଲୋଡ଼ କରିଥାନ୍ତି।
ଏହାକୁ ବହୁତ୍ ଲୋକ ଅଥବା କଳାକାର ମାନଙ୍କ ପ୍ରଶଂସକ ମାନେ ଦେଖି ବହୁତ୍ ଖୁସି ମଧ୍ୟ ହୋଇଥାଆନ୍ତି।
ଏବେ ଅଭିନେତା ସବ୍ୟସାଚୀ, ଅର୍ଚ୍ଚିତା ଓ ଏଲିନା ଙ୍କ ର ସମୁଦ୍ର ଜାହାଜ ମଧ୍ୟ ରେ ମସ୍ତି କରି ଡାନ୍ସ କରୁଥିବା ର ଏକ ନୂଆ ଭିଡିଓ ସାମ୍ନା କୁ ଆସିଛି। ଯେଉଁ ଥିରେ ତିନି ଜଣ ଯାଙ୍କ ଜାହାଜ ରେ ଠିଆ ହୋଇ ମଜା ମସ୍ତି କରିବା ସହିତ ରୀଲ୍ସ ମଧ୍ୟ କରୁଛନ୍ତି।
ଖାସ୍ କରି ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ଅର୍ଚ୍ଚିତା ସାହୁ ଙ୍କ ଜବରଦସ୍ତ ଡାନ୍ସ କେମେଷ୍ଟ୍ରୀ ଦର୍ଶକ ମାନଙ୍କୁ ବହୁତ୍ ଭଲ ଲାଗୁଚି।
ଏହି ଦୁଇ ଜଣ ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ଅର୍ଚ୍ଚିତା ସାହୁ ନିଜ ଅଭିନୟ ଯାଦୁ ରେ ଦର୍ଶକ ମାନଙ୍କୁ ମୁଗ୍ଧ କରିଥିଲେ।
ଏବେ ଦୁଇ ଜଣ ଏକାଠି ହୋଇ ନିଜ ଡାନ୍ସ ର ଜଲ୍ଵା ରେ ଦର୍ଶକ ମାନଙ୍କୁ ମତୁଆଲ କରିବା ସହିତ ସେମାନଙ୍କୁ ବହୁତ୍ ଭଲ ଭିଡିଓ ମଧ୍ୟ ଶ୍ୟାର କରୁଛନ୍ତି। ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।