Movie prime

ସିନିୟର୍ ମାନଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଯୁବତୀ ଶୀଘ୍ର ଦେଖନ୍ତୁ କଣ ହେଲା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଅନେକ ଅଞ୍ଚଳରେ ଅନେକ ପ୍ରକାରର ଘଟଣା ଘଟୁଛି ଆଉ ସେହି ସମ୍ପର୍କରେ ଆପଣମାନେ ଏହି ମିଡ଼ିଆ ମାଧ୍ୟମରେ ଜାଣି ପାରୁଥିବେ ।
ସମାଜ ଦିନକୁ ଦିନ ଯେତେ ଉନ୍ନତ କରୁଛି ସେତିକି ଏହି ସମାଜରେ ନାରୀମାନେ ସୁରକ୍ଷିତ ନୁହଁନ୍ତି । ନାରୀମାନେ ଆଜିକା ସମାଜରେ ସୁରକ୍ଷିତ ନୁହଁନ୍ତି ।
କାରଣ ତାଙ୍କ ଉପରେ ଅନେକ ଖରାପ ନଜର ରଖିଥାନ୍ତି ଅନେକ ଲୋକ । ଲୋକମାନେ ଏଭଳି ସବୁ କାମ କରନ୍ତି ଯାହା ଏହି ସମାଜକୁ କଳୁଷିତ କରୁଛି । 
ସୋସିଆଲ ମିଡିଆରେ ଏବେ ଏକ ଖବର ଆସିଛି ଯାହା ହେଉଛି ଅଫିସରେ କାମ କରୁଥିବା ଜଣେ ଯୁବତୀଙ୍କୁ ଖରାପ ବ୍ୟବହାର କରୁଛନ୍ତି ତାଙ୍କ ସିନିୟର୍ ।
ଆପଣମାନେ ତ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ପ୍ରକାରର ଘଟଣା ଦେଖିଥିବେ । ଏହି ଘଟଣା ହେଉଛି ଜଣେ ଯୁବତୀଙ୍କ ପରିବାର ଗରିବ ଆଉ ସେ ସେଥିପାଇଁ ବାହାରକୁ କାମ କରିବା ପାଇଁ ଯାଇଛନ୍ତି ।
ଆଉ ତାଙ୍କ ସହ ସେଠାରେ ଘଟିଛି କିଛି ଘଟଣା । ଏହି ଯୁବତୀ ଜଣଙ୍କୁ ତାଙ୍କ ଅଫିସର ସିନିୟର୍ ତାଙ୍କ ସହ ଅସଦାଚରଣ କରିଛି । ତାଙ୍କ ଦେହକୁ ନେଇ ଖରାପ କଥା କହୁଛି । 
ଆଉ ତାଙ୍କ କେବିନ୍ ଭିତରକୁ ଯାଇ ଅନେକ ଖରାପ କଥା କହୁଛି । ଏହାସହ ତାଙ୍କୁ ଘରକୁ ମଧ୍ୟ ଡାକୁଛି । ଏହି ଯୁବତୀଙ୍କ ଦେହ ଖରାପ ଥିଲା ଆଉ ସେ ମେଡିକାଲ ଯିବାକୁ କହିଥିଲେ କିନ୍ତୁ ଏହି ସିନିୟର୍ ଜଣକ ତାଙ୍କୁ ଜୋର୍ ଜବରଦସ୍ତ ମେଡିସିନ ଖାଇବାକୁ ଦେଇଛି ।
ସେ କେଉଁ ମେଡିସିନ ସେହି ଯୁବତୀ ଜାଣି ନଥିଲେ । ଆଉ ଏହି ସିନିୟର୍ ଜଣଙ୍କର ଖରାପ ନଜର ସବୁବେଳେ ସେହି ଯୁବତୀଙ୍କ ଉପରେ ରହିଥାଏ । ଏହି ଯୁବତୀ ଜଣଙ୍କୁ ସେ ଅଫିସରେ ଥିବା ଅନେକ ଲୋକଙ୍କ ଆଗରେ ମଧ୍ୟ ଏଭଳି ଖରାପ ବ୍ୟବହାର କରନ୍ତି । 
ଆଉ ଏହିସବୁ ଘଟଣାକୁ ନେଇ ଯେତେବେଳେ ଯୁବତୀ ଜଣକ ଡାଇରେକ୍ଟରଙ୍କ ପାଖକୁ ଗଲେ ସେତେବେଳେ ସେ ମଧ୍ୟ କିଛି ଶୁଣିଲେ ନାହିଁ । ଆଉ ସେହି ସିନିୟର୍ ଜଣଙ୍କର ଉପର ଅଫିସର ମାନଙ୍କ ସହ ଲିଙ୍କ ଅଛି ଆଉ ସେମାନେ ତାଙ୍କୁ କିଛି ନକହି ସପୋର୍ଟ କରୁଛନ୍ତି ।
ଏହାପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ । ଆଉ ପୋଲିସ ମଧ୍ୟ କୌଣସି ପ୍ରତିକ୍ରିୟା ନେଲା ନାହିଁ । ଏହି ଯୁବତୀ ଜଣଙ୍କୁ କେସ ଉଠାଇବା ପାଇଁ ସେ ଗୁଣ୍ଡା ପଠାଇଥିଲା ।
ଆଉ ତାଙ୍କୁ ମାରିଦେବ ବୋଲି ଧମକ ବି ଦେଇଛି । ଏବେ ଯୁବତୀ ଜଣକ ନ୍ୟାୟ ଦାବି କରିଛନ୍ତି । ଦେଖାଯାଉ ପ୍ରଶାସନ କେବେ ଏହି ଘଟଣାକୁ ଗୁରୁତର ନେଉଛି ।