Movie prime

ସମ୍ନାକୁ ଆସିଲେ ସିଦ୍ଧାନ୍ତ ମହାପାତ୍ର ଙ୍କ ପୁଅ ଶୁଭମ୍ ପଣ୍ଡା ଦେଖନ୍ତୁ କଣ କହିଲେ ସିଦ୍ଧାନ୍ତ ଙ୍କ ବିଷୟରେ Exclusive

 
Special Report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ସେ ବହୁତ ସୁନ୍ଦର ଅଭିନୟ କରିଥାନ୍ତି।
ଦର୍ଶକ ମାନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ଅଭିନୟ ଦେଖିବା ପାଇଁ ପାଗଳ ହୋଇଥାନ୍ତି।ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରି ସମସ୍ତ ଓଡିଶାବାସୀ ଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ସେ ଧାରାବାହିକ ରେ ମଧ୍ୟ ଅଭିନୟ କରିଛନ୍ତି।ତାଙ୍କର ଏକ ନୂଆ ଚଳଚ୍ଚିତ୍ର ଆସିବାକୁ ଯାଉଛି।ସେଥିରେ ଜିଏ ତାଙ୍କର ପୁଅ ହୋଇଛନ୍ତି ସେ ସାକ୍ଷାତକାର ରେ
ଚଳଚ୍ଚିତ୍ର ବିଷୟରେ ଆଉ ନିଜ ବିଷୟରେ କହିଛନ୍ତି।ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଆପଣମାନେ ଶିଶୁ କଳାକାର ଶୁଭମ ପଣ୍ଡା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ସେ ବହୁତ ଖୁସି ଅଛନ୍ତି।କାରଣ ତାଙ୍କୁ ଓମ୍ କାର ପ୍ରଡକ୍ସନ ତରଫରୁ ଚଳଚ୍ଚିତ୍ର ରେ ଅଭିନୟ କରିବା ପାଇଁ ସୁଯୋଗ ଆସିଥିଲା।
ଏବଂ ଛୋଟ ବେଳୁ ସେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ବହୁତ ବଡ଼ ପ୍ରଶଂସକ ଥିଲେ।ତାଙ୍କ ସହିତ ଚଳଚ୍ଚିତ୍ର ରେ ଅଭିନୟ କରିବାର ସୁଯୋଗ ମିଳି ଥିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି।
ସେହି ଚଳଚ୍ଚିତ୍ର ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ପୁଅ ରୋଲ୍ ରେ ଶୁଭମ୍ ପଣ୍ଡା ଅଭିନୟ କରିଛନ୍ତି।ଅଭିନୟ କରିଥିବା ବେଳେ ଶୁଭମ୍ ଙ୍କୁ ଅଭିନେତା ସିଦ୍ଧାନ୍ତ ବହୁତ ଗାଇଡ କରିଛନ୍ତି।
କେଉଁ ଜାଗାରେ କେଉଁ ଭଳି ଅଭିନୟ କରିବେ ତାଙ୍କୁ ଶିଖାଇଛନ୍ତି।ସମସ୍ତଙ୍କର ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ କାମ କରିବା ପାଇଁ ସ୍ବପ୍ନ ଥାଏ।ଆଉ ଏକ ଭଲ ଚଳଚ୍ଚିତ୍ର କରି ଲୋକ ମାନଙ୍କ ଠାରୁ ଭଲ ପାଇବା ପାଇଥାନ୍ତି।