Movie prime

ଖେଳୁଥିବା ୨ ବର୍ଷ ଶିଶୁ ପୁତ୍ର ସହ ଦୁର୍ବୁତ କଲେ ଏମିତି କାମ ଦେଖିଲେ ମୁଣ୍ଡରେ ହାତ ଦେଇଦେବେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ସମାଜ ଏବେ ଏତେ ମାତ୍ରାରେ କଳୁଷିତ ହେବାରେ ଲାଗିଲାଣି ତାହା କହିଲେ ନସରେ । କାରଣ ଏଠାରେ ଛୋଟ ଛୋଟ ଶିଶୁ ମାନେ ମଧ୍ୟ ବାଦ୍ ପଡୁ ନାହାଁନ୍ତି।
ଖେଳୁ ଥିବା ସମୟରେ ଦୁଇ ବର୍ଷ ଶିଶୁ ପୁତ୍ର ର ଯୌ-ନା-ଙ୍ଗ କାଟି ଦେଲେ ଦୁର୍ବୃତ ମାନେ। ଏଭଳି ଅଭାବନୀୟ ଘଟଣାର କେନ୍ଦୁଝର ଜିଲ୍ଲା ତୁର୍ମୁଙ୍ଗା ଥାନା ଭୃଙ୍ଗରାଜପୋଷି ଗ୍ରାମରେ ଘଟିଛି।
ଗୁରୁତର ଅବସ୍ଥାରେ ଶିଶୁ ପୁତ୍ର କୁ ପ୍ରଥମେ କେନ୍ଦୁଝର ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇ ଥିଲା। ଶନିବାର ଅପରାହ୍ନ ରେ ଟୁନା ମୁଣ୍ଡା ଙ୍କ ଦୁଇ ବର୍ଷର ଶିଶୁ ପୁତ୍ର ରଞ୍ଜନ ଘର ନିକଟରେ
 ଖେଳୁଥିବା ସମୟରେ ତାର ଯୌ-ନା-ଙ୍ଗ ର ଅଗ୍ର ଭାଗ କୁ କେହି ଜଣେ ଦୁର୍ବୃତ କାଟି ଦେଇଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇ ଥିଲା।
ଏନେଇ ପରିବାର ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଥାନାରେ ଏତଲା ହୋଇ ନଥିବା ଜଣା ପଡ଼ିଛି। ତେବେ ଆପଣ ମାନେ ଜାଣି ପାରୁଥିବେ କି ବର୍ତ୍ତମାନ୍ ସେହି କୁନି ପିଲା ଟିର ଅବସ୍ଥା କିଭଳି ହୋଇ ଥିବ।
ଲୋକ ମାନେ ଏଭଳି ଅମାନବୀୟ ଓ ରାକ୍ଷସ ପ୍ରବୃତ୍ତି ର ହୋଇ ଗଲେଣି କି ଗୋଟେ ନିଷ୍ପାପ ପିଲା କୁ ମଧ୍ୟ ଏଥିରୁ ବାଦ୍ ଦେଉ ନାହାଁନ୍ତି। ସେମାନେ ଏହି ଛୋଟ ପିଲା ଟିକୁ ଏତେ ବଡ ଦଣ୍ଡ ଦେଉଛନ୍ତି।
ସତରେ ଆମ ସମାଜରେ ଦିନକୁ ଦିନ ଏଭଳି ଘଟଣା ଘଟିବାରେ ଲାଗିଛି ଯାହାକି ମନୁଷ୍ୟ କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ କରି ପକାଉଛି। ଏବଂ ଆଜିର ସମାଜ ରେ କେତେବେଳେ ଯେ କଣ ଘଟିବ ତାହାର ଉତ୍ତର କେହି ହେଲେ ମଧ୍ୟ ଦେଇ ପାରିବେ ନାହିଁ।
ତେବେ ଆପଣ ମାନଙ୍କୁ କଣ ଲାଗୁଛି ଏହି ଦୁର୍ବୃତ ମାନଙ୍କୁ କେଉଁ ଦଣ୍ଡ ମିଳିବା ଉଚିତ ତାହା ଆପଣ ଆମକୁ କମେଣ୍ଟ ମଧ୍ୟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।