Movie prime

ଦୋକାନ ଭିତରୁ ବାହାରିଲା ୫ ଫୁଟ ଅଜଗର ଦେଖନ୍ତୁ ଏହି ଦୃଶ୍ୟ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସାପ କିଭଳି ଭାବରେ ଭୟଙ୍କର ହୋଇ ଥାଏ। ତାଙ୍କୁ ଦେଖି ମଧ୍ଯ ଲୋକ ମାନେ ଭୟଭୀତ ହୋଇ ଯାଇଥାନ୍ତି। କାରଣ ସାପ ଅତ୍ୟନ୍ତ ବିଷଧର ଜନ୍ତୁ ଅଟେ। ସାପ ଥରେ ଯାହାକୁ କାମୁଡି ପକାଏ ତାହାର ବଞ୍ଚିବା ମଧ୍ୟ ଅସମ୍ଭବ ହୋଇ ଯାଏ। ଆପଣ ମାନେ ପ୍ରାୟ ସମୟରେ ସୋସିଆଲ ମିଡିଆରେ କିମ୍ୱା ନିଉଜ ସାପ କାମୁଡା ଖବର ଦେଖିଥିବେ।
ଏହି ସାପ କାମୁଡ଼ା ଯୋଗୁଁ ଅନେକ ଲୋକ ମାନଙ୍କର ମୃ-ତ୍ୟୁ ହେବାର ଖବର ମଧ୍ଯ ଦେଖିଥିବେ। ବିଷ ଧର ମାନଙ୍କ କାମୁଡାରେ ପୂର୍ବ ରୁ ଅନେକ ଲୋକେ ତାଙ୍କ ଜୀବନ ହରାଇ ବସିଛନ୍ତି। ଟିକେ ଅସାବଧାନତା କାରଣରୁ ସାପ ମାନେ କାମୁଡି ପକାଇ ଥାଆନ୍ତି। ଏବଂ ଏହି ସାପ କାମୁଡାରେ କିଛି ଲୋକ ସୁସ୍ଥ ହୋଇ ଥିବା ବେଳେ ଅନେକ ଲୋକ ମାନଙ୍କର ମୃ-ତ୍ୟୁ ମଧ୍ଯ ଘଟିଥାଏ।
ତେବେ ଆପଣ ମାନେ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଭାଇରାଲ ହେଉଥିବା ଭିଡ଼ିଓ ମଧ୍ୟରେ ଅନେକ ଭିଡ଼ିଓ ସାପ ମାନଙ୍କର ମଧ୍ଯ ଦେଖିଥିବେ। ଆଜି ଆମେ ଆପଣଙ୍କୁ ସେଭଳି ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ। ଦେଖନ୍ତୁ ଏହି ଭିଡ଼ିଓ କୁ ଭଲ ଭାବରେ କିଭଳି ଭାବରେ ଏକ ସାପ ସୋଇଛି। ଏହି ସାପ ଆଉ କେହି ନୁହେଁ ଏହା ହେଉଛି ଏକ ଅଜଗର ସାପ।
ଏହା ୫ ଫୁଟ୍ ଲମ୍ବର ଯାହାକୁ କି ଏକ ଦୋକାନ ମଧ୍ୟରୁ ଧରା ଜାଇ ଅଛି। ଲୋକ ମାନେ ଏହି ଅଜଗର ସାପ ଟିକୁ ଦେଖି ଖୁବ୍ ଭୟଭୀତ ମଧ୍ୟ ହୋଇ ଯାଇଛନ୍ତି । ଏବଂ ସାପ କୁ ଦେଖିବା ପାଇଁ ସେଠାରେ ନାହିଁ ନଥିବା ଲୋକ ମାନଙ୍କର ଭିଡ ମଧ୍ୟ ଲାଗିଛି। ସାପ ଟିକୁ ଦେଖିବା ମାତ୍ରେ ସ୍ଥାନୀୟ ବାସିନ୍ଦା ସ୍ନେକ୍ ହେଲ୍ପ ଲାଇନ କୁ ଫୋନ୍ କରିଥିଲେ ଏବଂ ସେମାନେ ସେଠାରେ ପହଞ୍ଚି ସାପ କୁ ଉଦ୍ଧାର କରିଥିଲେ।