Movie prime

ମଥାରେ ସିନ୍ଦୂର ପହଞ୍ଚିବା ଆଗରୁ ଚାଲିଗଲା ଜୀବନ ସାମ୍ନାକୁ ଆସିଲା କରୁଣ ଦୃଶ୍ୟ

 
Special Report
ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ଏମିତି ଏକ ଅଭାବନୀୟ ଘଟଣା ସମ୍ପ୍ରକ ରେ ଜାଣିବେ ଯାହାକୁ ଶୁଣିଲେ ଆପଣ ଙ୍କୁ ବହୁତ ଦୁଃଖ ଲାଗିବ। ଏବଂ ବନ୍ଧୁଗଣ ଏହି ଭଳି ଅଭାବନୀୟ ପରିସ୍ଥିତି କେବେ ବି ଆପଣ ମାନେ ଶୁଣି ନ ଥିବେ। ମିଛ ମିଛ ବିଶ ଖାଇ ପରିବାର ଲୋକ ମାନଙ୍କୁ ଡରାଇବ ପାଇଁ ଚେଷ୍ଟା କରୁଥିଲା ଜଣେ ପ୍ରେମିକା।
କିନ୍ତୁ ମିଛ ବିଶ ଖାଇ ଚାଲିଗଲା ଝିଅ ଟି ର ଜୀବନ ଆଶା ରେ ରହିଗଲା ତାର ସିନ୍ଦୁର ର ସ୍ଵପ୍ନ। ଯେଉଁ ପ୍ରେମିକ ର ଘର କୁ ବୋହୂ ହୋଇ ଯିବ ବୋଲି ଆଶା ରଖିଥିଲା ତାହା ଆଶା ରେ ହିଁ ରହିଗଲା। ହଁ ଆଜ୍ଞା ବନ୍ଧୁଗଣ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଣେ ପ୍ରେମିକା କୁ ତାର ପ୍ରେମିକ ମିଛ ବିଶ ଖାଇ ପରିବାର ଲୋକ ଙ୍କ ଡରାଇବ ପାଇଁ କହିଥିଲା।
ପ୍ରେମିକା ଟି ତା ପ୍ରେମିକ କଥାରେ ରାଜି ହୋଇ ସେହି ଡୁପ୍ଲିକେଟ ବିଶ କୁ ଖାଇବା ର ଅଭିନୟ କରିଥିଲା ନିଜ ଘର ଲୋକ ଙ୍କ ସାମ୍ନା ରେ। ତା ପରେ ଝିଅ ଟି ଗୁରୁତର ଅବସ୍ଥା ହୋଇଗଲା ଠୁ ତାର ପରିବାର ଲୋକ ତାକୁ ସ୍ଥାନୀୟ ମେଡିକାଲ କୁ ନେଇ ଯାଇ ଥିଲେ ତା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଝିଅ ଟି କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃ-ତ ଘୋଷଣା କରିଥିଲେ।
ପ୍ରେମୀ ଯୁଗଳ ଙ୍କ ବିବାହ ରେ ପ୍ରତିବନ୍ଧକ ସାଜି ଥିଲା ଦୁଇ ଜଣ ଙ୍କ ପରିବାର ମଧ୍ୟରେ ଥିବା ପାରିବାରିକ କଳହ। ପୁଅ ର ଘର ଲୋକ ଝିଅ କୁ ଗ୍ରହଣ କରୁ ନ ଥିଲେ ଓ ଝିଅ ର ପରିବାର ଲୋକେ ମଧ୍ୟ ରାଜି ନ ଥିଲା ତେଣୁ ପୁଅ ଟି ତା ର ପ୍ରେମିକା କୁ କହିଲା ତା କଥା ମାନି ଏ ଭଳି ମିଛ ବିଶ ଖାଇ ଘର ଲୋକ ଙ୍କ ସାମ୍ନା ରେ ଅଭିନୟ କରିବା ପାଇଁ ଝିଅ ଟି ତା ପ୍ରେମିକ କୁ ବିଶ୍ୱାସ କରି ତା କଥା ରେ ରାଜି ହୋଇ ଯାଇଥିଲା ଆଉ ଘଟିଗଲା ଏଭଳୀ ଅଭାବନୀୟ ଘଟଣା। ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।