Movie prime

ଶୁଭଶ୍ରୀ ର ଏହି ପ୍ରେମିକ ଦେଉଥିଲା କଷ୍ଟ, ଆଗରୁ ବି ଦେଇଥିଲା ହେଲେ ସେତେବେଳେ ମାମଲା ରଫା ଦଫା ହେଇଥିଲା ହେଲେ ସେଦିନ ରାତି ରେ....

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ମୃ-ତ ଡ଼ାକ୍ତର ଶୁଭଶ୍ମିତା କର ଙ୍କ ଆ-ତ୍ମ-ହ-ତ୍ୟା ସମ୍ପର୍କରେ ବେଶ ଭଲ ଭାବରେ ଜାଣି ସାରିଥିବେ। ସେ ନିଜ ପ୍ରେମିକ ଦିବ୍ୟ ରଞ୍ଜନ କର ଙ୍କ ପାଇଁ ଆ-ତ୍ମ-ହ-ତ୍ୟା କରିଥିବା ନେଇ ସୁଚନା ମିଳିଛି।
ତାଙ୍କ ପ୍ରେମିକ ପ୍ରଥମେ ତାଙ୍କୁ ପ୍ରେମ ଜାଲରେ ଫସାଇ ଥିଲେ ଏବଂ ତାହାପରେ ଶୁଭଶ୍ରୀ ଙ୍କ ସହ ଜବରଦସ୍ତି ଅନେକ ଥର ଶା-ରି-ରୀ-କ ସମ୍ପର୍କ ମଧ୍ୟ ରଖିଥିଲେ।
ଦିବ୍ୟ ରଞ୍ଜନ ଜଣେ ଡାକ୍ତର ଥିବା ବେଳେ ଶୁଭଶ୍ରୀ ମଧ୍ଯ ପେଶା ରେ ଜଣେ ଡାକ୍ତର ଥିଲେ। ଦୁଇ ଡ଼ାକ୍ତର ଙ୍କ ପ୍ରେମ ସଂପର୍କ ମଧ୍ଯ ଆଗକୁ ବଢିଥିଲା। ଏବଂ ଏହାପରେ ତାଙ୍କ ପୂରୁଷ ବନ୍ଧୁ ଦିବ୍ୟ ରଞ୍ଜନ ତାଙ୍କୁ ଅନେକ ମିଥ୍ୟା ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ,
କହିଥିଲେ କି ସେ ତାଙ୍କୁ ବିବାହ କରିବେ। ଏହାରି ମଧ୍ୟରେ ହିଁ ତାଙ୍କ ଭିତରେ ଶା-ରୀ-ରି-କ ସମ୍ପର୍କ ଗଢ଼ି ଉଠିଲା। ଆଉ ତାପରେ ଦିବ୍ୟ ରଞ୍ଜନ ,ଶୁଭଶ୍ରୀ ଙ୍କୁ ପୂରା ପୁରି ଭୁଲି ଗଲେ।
ଶୁଭଶ୍ରୀଙ୍କ ନିକଟରୁ ମଧ୍ୟ ଧୀରେ ଧୀରେ ଦୂରେଇ ଯାଇଥିଲେ। ଏବେ ଏହି ପୁରୁଷ ବନ୍ଧୁ ବିଦ୍ୟ ରଞ୍ଜନ ଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏବଂ
 ଡିସେମ୍ବର ୨୦ ତାରିଖରେ ଶୁଭଶ୍ରୀ ତାଙ୍କ ନାମରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ , ଏତଲା ମଧ୍ୟ ଦେଇଥିଲେ। ଯାହାର କପି ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବରେ ମଧ୍ଯ ଲାଗିଛି। ସେଥିରେ ଲେଖା ଅଛି କି ଦିବ୍ୟ ରଞ୍ଜନ ନାମକ ଏକ ବ୍ୟକ୍ତି,
ତାଙ୍କ ସହ ଶା-ରି-ରୀ-କ ସମ୍ପର୍କ ରଖିଛନ୍ତି ଏବଂ ତାଙ୍କୁ ବିବାହ କରିବା ପାଇଁ ମଧ୍ଯ ମନା କରି ଦେଇଛନ୍ତି। ଏବେ ଏହି ଏତଲା କୁ ଆଧାର କରି କୁହା ଯାଉଛି କି ଦିବ୍ୟ ରଞ୍ଜନ ଙ୍କ ପାଇଁ ହିଁ ଶୁଭଶ୍ରୀ
ଆ-ତ୍ମ-ହ-ତ୍ୟା କରିଛନ୍ତି। ତେବେ ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି। ତେବେ ଦେଖା ଯାଉ ଏହି ଘଟଣାର ପ୍ରକୃତ ଦୋଷୀ କିଏ ଏବଂ ସେ କେବେ ଧରା ପଡୁଛନ୍ତି।