Movie prime

ଶେଷରେ ଜେଲ୍ ଯିବା ରାସ୍ତା ପକ୍କା ହେଇଗଲା ଓଡ଼ିଶାର sunny leone part 2 ନିଶା ମହାରଣା ର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ନିଶା ମହାରଣା କିଭଳି ଭାବରେ ମନ୍ତବ୍ୟ ଦେଇଥିଲେ। ଏହା ମଧ୍ଯ କୁହା ଯାଇଛି କି ସେ ଅଭଦ୍ରାମୀ ର ସବୁ ସୀମା ଟପି ଯାଇଛନ୍ତି।
ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆରେ ଆଜି କାଲି ସମସ୍ତେ ଆକ୍ଟିଭ ରହୁଛନ୍ତି। ଅନେକ ପିଲା ମାନେ ମଧ୍ୟ ସୋସିଆଲ ମିଡିଆରେ ପ୍ରାୟ ସମୟରେ ଆକ୍ଟିଭ ମଧ୍ୟ ରହିଛନ୍ତି।
ସେଥିପାଇଁ ସୋସିଆଲ ମିଡିଆରେ ନିଶା ମହାରଣା ଯେଉଁଭଳି ଭାବରେ ଅଭଦ୍ର ମନ୍ତବ୍ୟ ଦେଇଛନ୍ତି ଯାହାଫଳରେ କି ତାହା ଖରାପ୍ ଦିଗରେ ଗତି କରିବାକୁ ଲାଗିଛି। ତାଙ୍କ ମନ୍ତବ୍ୟ ଦ୍ବାରା ଭାରତୀୟ ସଂସ୍କୃତି ପ୍ରତି ଏକ ବହୁତ ବଡ଼ କୁଠାରାଘାତ ମଧ୍ଯ ହୋଇଛି।
ଏନେଇ ପ୍ରଥମେ ନିଶ୍ଚନ୍ତକୋଇଲି ଥାନାରେ ମଧ୍ଯ ଏନେଇ ଏତଲା ଦିଆ ଯାଇଥିଲା। ଦାବୀ ମଧ୍ୟ ଏହା କରାଯାଇଛି କି ଯେଭଳି ମନ୍ତବ୍ୟ ନିଶା ମହାରଣା ଦେଇଛନ୍ତି ତାହା ଉପରେ ନିଶ୍ଚିତ ଭାବରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ।
ଏବଂ ଯେଉଁ ସୋସିଆଲ ମିଡିଆ ମଧ୍ୟ ଏହାର ପ୍ରଚାର ଓ ପ୍ରସାର କରୁଛି ସେମାନଙ୍କୁ ମଧ୍ଯ ଏଭଳି ନକରିବା ପାଇଁ ମନା କରି ଦେଇଛନ୍ତି। ଏହାର ପ୍ରସାର ପ୍ରସାର କରିବା ଦ୍ୱାରା ଛୋଟ ଛୋଟ ପିଲା ମାନେ
 ଯେଉଁମାନେ ଏହି ଖବର ଦେଖୁଛନ୍ତି ତାଙ୍କ ଉପରେ ମଧ୍ୟ ଏହା ଖରାପ୍ ପ୍ରଭାବ ପକାଉଛି। ଏହାଦ୍ୱାରା ଆମ ସମାଜ ଉପରେ ଏକ ବହୁତ ବଡ଼ ଖରାପ୍ ପ୍ରଭାବ ପଡିବାକୁ ମଧ୍ଯ ଯାଉଛି।
ଏହା ଦ୍ବାରା ବିପଦ ଆସିବ ଓ ସମାଜ ଉପରେ ଏକ ବଡ଼ ସମସ୍ୟା ଦେଖା ଦେବ ବୋଲି ଜନ ସାଧାରଣ ମାନେ କହିଛନ୍ତି। ନିଶା ମହାରଣା ଅନେକ ଖରାପ୍ କଥା କହିଥିଲେ ଯାହାକି ନିଶ୍ଚିତ ଭାବରେ ନିନ୍ଦନୀୟ ଅଟେ।
ତେବେ ନିଶା ମହାରଣା ଙ୍କ କଥା ଏବେ ଦିନକୁ ଦିନ ସୋସିଆଲ ମିଡିଆରେ ଖୁବ ତେଜିବା ରେ ଲାଗିଛି। ତେବେ ଆପଣଙ୍କ ନିଶା ମହାରଣା ଙ୍କ ପ୍ରତି ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.