Movie prime

ମୋ ସ୍ବାମୀ Oyo ନେଇ ମୋ ସହ ସେ_କ୍ସ କରୁଛି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଏବେ ପ୍ରେମ ପ୍ରତାରଣା ଓ ଧୋକା ସମ୍ପର୍କ ରେ ଅନେକ ଖବର ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଖିବାକୁ ପାଉଥିବେ। ଆମେ ଏବେ ଆପଣଙ୍କୁ ସେଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ।
ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବୁଦ୍ବୁଡ଼ା ଗ୍ରାମର ଉପେନ୍ ବର୍ମା ଙ୍କ ଝିଅ ସୁଷମା ବର୍ମା। କାଲିମେଳା ଗ୍ରାମର ତପେନ୍ଦ୍ର ସରକାର ଙ୍କୁ ପ୍ରେମ ବିବାହ କରିଥିଲେ।
ଆଉ ଏବେ ସେ ଭୋଗୁଛନ୍ତି ନିର୍ଯ୍ୟାତନା। ସୂଚନା ମୁତାବକ ୨୦୧୬ ମସିହା ରେ ସେ ଦୁହେଁ ପ୍ରେମ ବିବାହ କରିଥିଲେ। ଏବଂ ତାଙ୍କ ସଂସାର ମଧ୍ଯ ବେଶ ଠିକ ଠାକ୍ ଚାଲୁଥିଲା।
ହେଲେ ଏକ ବର୍ଷ ପରେ ତାଙ୍କ ଶାଶୂ ଘରେ ଆରମ୍ଭ ହୋଇ ଯାଇଥିଲା ନିର୍ଯ୍ୟାତନା। କେତେବେଳେ ଟଙ୍କା ପାଇଁ ନିର୍ଯାତନା ତ ଆଉ କେତେବେଳେ ଶାରୀରିକ ନିର୍ଯ୍ୟାତନା ଦେଉଥିଲା ସ୍ଵାମୀ। ଅନେକ ଥର ଅନେକ ପ୍ରକାରର ନିର୍ଯ୍ୟାତନା ଦେଉଥିଲେ।
ନିଜ ଘରେ ନୁହେଁ ବରଂ ବଡ଼ ବଡ଼ ହୋଟେଲ୍ କୁ ତାଙ୍କ ସହ ରାତି କାଟିବା ପାଇଁ ନେଇ ଯାଉଥିଲେ। ଅନେକ ଥର ମଧ୍ୟ ତାଙ୍କ ସହ ଉକ୍ତ ବ୍ୟକ୍ତି ଜଣକ ଶାରୀରିକ ସଂପର୍କ ରଖିଛନ୍ତି।
ନିଜ ସ୍ତ୍ରୀ ର ଜୀବନ ସହ ଖେଳି ସାରିବା ପରେ ଏବେ ଯେତେବେଳେ ତାଙ୍କ ଜୀବନକୁ ଏକ ନୁଆ ଯୁବତୀ ଆସିଗଲା ସେତେବେଳେ ସେ ନିଜ ସ୍ତ୍ରୀ କୁ ଆଉ ଜାଣି ନଥିଲା ଭଳି ବ୍ୟବହାର କରୁଛନ୍ତି। ନିଜ ସ୍ତ୍ରୀ କୁ ଅନେକ ନିର୍ଯ୍ୟାତନା ଦେବା ସହ ଏବେ ତାଙ୍କୁ ଗ୍ରହଣ ମଧ୍ୟ କରୁ ନାହାଁନ୍ତି।
ତାଙ୍କୁ ଖାଇବା କୁ ପିଇବାକୁ ମଧ୍ଯ କିଛି ସେ ଦେଉ ନାହାଁନ୍ତି। ଏନେଇ ଶଶୁର ଓ ଶାଶୁ ନାମ ରେ ମଧ୍ୟ କେସ କରିଥିଲେ ସୁଷମା। କିଛିଦିନ ତଳେ ମାନବାଧିକାର ଓ ପୋଲିସ ର ମିଳିତ ଉଦ୍ୟମ ରେ ଦୁଇ ପରିବାର ଙ୍କ
ସହ ବୁଝା ଶୁଝା କରି ତାଙ୍କୁ ତାଙ୍କ ଶାଶୁ ଘରେ ମଧ୍ୟ ଛାଡ଼ି ଯାଇଥିଲେ। ହେଲେ ଗତକାଲି ସୂଚନା ମିଳିଛି କି ଗତକାଲି ସୁଷମା ଙ୍କୁ ତାଙ୍କ ଶାଶୂ ଘରେ ତାଲା ପକାଇ ଶାଶୁ ଘର ଲୋକେ ଅନ୍ୟତ୍ର କେଉଁ ଆଡେ଼ ଚାଲି ଯାଇଛନ୍ତି।