Movie prime

ମୋ ସ୍ବାମୀ ରାତି ସାରା କରୁଛି, ମୋ ଦେହ କୁ ବହୁତ୍ କଷ୍ଟ ହେଉଛି

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଅନେକ ଦେଶ ବିଦେଶ, ରାଜ୍ୟ ଏବଂ ସବୁ ଅଞ୍ଚଳର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ଅଛି ଜାଣିପାରିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି କିଛି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ବହୁତ ଆଶ୍ଚର୍ଯ୍ୟ ଲାଗୁଛି । 
ଏବେ ଏମିତି ଏକ ଘଟଣା ଦେଖିବାକୁ ମିଳୁଛି ଯାହା ଦେଖିଲେ ବା ଶୁଣିଲେ ଆପଣ ଭାବିବେ କି ଏହି ମଣିଷର ମଣିଷତ୍ଵ ଅଛି ନା ନାହିଁ । ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଜଣେ ମହିଳା ତାଙ୍କ ସ୍ଵାମୀ ନାଁରେ ଆଣିଛନ୍ତି ଏକ ଅଭିଯୋଗ । ଦୁନିଆରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ତ୍ରୀକୁ ଭୁଲ ବୁଝିଥାନ୍ତି ।
ଆଉ ଏଭଳି କିଛି ସ୍ବାମୀ ଅଛନ୍ତି ଯେଉଁମାନେ ନିଜ ସ୍ତ୍ରୀକୁ ସବୁବେଳେ କଷ୍ଟ ଦେଇଥାନ୍ତି । ଏହି ଘଟଣାଟି ବହୁତ ନିନ୍ଦନୀୟ ଅଟେ । ସ୍ବାମୀ ଜଣକ ସବୁବେଳେ କହୁଛି ସ୍ତ୍ରୀ ସହ ଶା-ରୀ-ରି-କ ସଂପର୍କ ରଖିବ ।
ଏହି ସ୍ବାମୀ ଜଣକ ସବୁଦିନ ଏହି ସମ୍ପର୍କ ରଖିବାକୁ କହିଥାଏ କିନ୍ତୁ ସ୍ତ୍ରୀ ଜଣକ ଦେଖିବାକୁ ବହୁତ ଦୁର୍ବଳ ତଥାପି ଏହି ମଦୁଆ ସ୍ବାମୀ ନିଜ ମାନବିକତା ଭୁଲି ଯାଇ ଏହିସବୁ କାମ କରିଥାଏ ।
ଶେଷରେ ମହିଳା ଜଣକ ଏହା ସହି ନପାରି ଆ-ତ୍ମ-ହ-ତ୍ୟା କରିବାକୁ ଯାଇଥିଲେ । କଟକ ଜିଲ୍ଲା ମଧୁପାଟଣା ଅଞ୍ଚଳରେ ମହିଳା ଜଣକ ବ୍ରିଜ ଉପରେ ଚଢ଼ି ଜୀବନ ହରାଇବାକୁ ଚଢ଼ିଥିଲେ ।
ଆଉ ଶେଷରେ ସେ ଏହି କଷ୍ଟ ସହି ନପାରି ଏଭଳି କରିଛନ୍ତି ବୋଲି ଗଣମାଧ୍ୟମରେ କହିଥିଲେ ।
ଏହି ମହିଳା ଜଣକ ଆତ୍ମହତ୍ୟା କରିବା ପାଇଁ ଯାଉଥିବା ସମୟରେ ତାଙ୍କୁ ଟ୍ରାଫିକ ପୋଲିସ ବଞ୍ଚାଇଥିଲେ । ଏହି ମହିଳା ଜଣକ ହେଉଛନ୍ତି ତିଗିରିଆ ଅଞ୍ଚଳର । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ।
ତାଙ୍କ ସ୍ଵାମୀ କିଛିଦିନ ହେଲା ଅନେକ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇଥିଲେ । ଆଉ ସେ ଯୌ-ନ ନିର୍ଯ୍ୟାତନା ସହି ନପାରି ଏଭଳି ଉଦ୍ୟମ କରିଥିଲେ ।
ପୋଲିସ ଥାନାକୁ ଯାଇ ଅଭିଯୋଗ କରିଲେ କିନ୍ତୁ ପୋଲିସ ମଧ୍ୟ କିଛି ଶୁଣିଲା ନାହିଁ । ଶେଷରେ ଏହି କାମ କରିଥିଲେ ପ୍ରଣତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।