Movie prime

ଆସିଲା ତହସିଲ ଅଫିସରେ ନିଯୁକ୍ତି ସୁଯୋଗ ଦେଖନ୍ତୁ କେମିତି କରିବେ ଆବେଦନ ସମ୍ପୂର୍ଣ ବିବରଣୀ ରେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଡିଶା ତହସିଲ ପକ୍ଷରୁ ଏକ ଅନେକ ବଡ଼ ନିଯୁକ୍ତି ମଧ୍ୟ ଆସି ପହଞ୍ଚିଛି। ଯଦି ଆପଣ ଦଶମ କି +୨ ପାସ କରିଛନ୍ତି ତେବେ ଆପଣ ଏହି ପୋଷ୍ଟ ପାଇଁ ଯୋଗ୍ୟ ବିବେଚିତ ହେବେ।
ଏହି ପୋଷ୍ଟ ପାଇଁ ମଧ୍ଯ ପରୀକ୍ଷା ନାହିଁ।କେବଳ ଇଂଟର୍ଭ୍ୟୁ ଦ୍ବାରା ହିଁ ଆପଣଙ୍କୁ ଏହି ପୋଷ୍ଟ ରେ ସିଲେକ୍ଟ କରାଯିବ। ଏଥିରେ ଆପଣଙ୍କୁ କୌଣସି ପଇସା ଆପ୍ଲାଏ କରିବାକୁ ଦବାକୁ ପଡ଼ିବ ନାହିଁ।
ସବୁ ଠାରୁ ବଡ କଥା ଏହା କି ଯଦି ଆପଣ ଏହି ପୋଷ୍ଟ ରେ ଶିଲେକ୍ସନ ହେଉଛନ୍ତି ତେବେ ଆପଣଙ୍କ ବ୍ଲକ ରେ ହିଁ ଏହାର ଜବ ପୋଷ୍ଟିଂ ହେବ। ଏଥିରେ ସମସ୍ତ ଓଡିଶା ର ପିଲା ମାନେ ହିଁ ଆପ୍ଲାଏ କରି ପାରିବେ।
ଉଭୟ ପୁରୁଷ ଓ ମହିଳା ମାନେ ମଧ୍ୟ ଏହି ପୋଷ୍ଟ ପାଇଁ ଆବେଦନ କରି ପାରିବେ। ଏହାର ଦରମା ମଧ୍ୟ ଭଲ ରହିଛି।୧୨ ହଜାର ଠାରୁ ଆରମ୍ଭ କରି ୨୦ ହଜାର ପର୍ଯ୍ୟନ୍ତ ଏହାର ଦରମା ରହିଛି।
ଏଥିରେ କ୍ଲାର୍କ କମ୍ ଡିଇଓ ଏବଂ ଅମିନ ପୋଷ୍ଟ ପାଇଁ ନିଯୁକ୍ତି ଆସିଛି। ଆପଣ ଚାହିଁଲେ ମଧ୍ଯ ଯେକୌଣସି ଗୋଟେ ପୋଷ୍ଟ ପାଇଁ ଆବେଦନ କରି ପାରିବେ। ଏଥିରେ ମଧ୍ୟ କୌଣସି ଆପ୍ଲିକେସନ୍ ଫି ଦେବାକୁ ପଡ଼ିବ ନାହିଁ।
ଏଥି ପାଇଁ ମଧ୍ଯ ଜେନେରାଲ ସହ ସମସ୍ତ ପିଲା ଫ୍ରି ରେ ଏହାକୁ ଆପ୍ଲାଏ କରି ପାରିବେ। ଏହାପାଇଁ ମିନିମମ ବୟସ ଲିମିଟ ରହିବ ୧୮ ବର୍ଷ ରୁ ୬୫ ବର୍ଷ। ଏବଂ ବିଭିନ୍ନ କଟେଗୋରି ପାଇଁ ମଧ୍ୟ ବୟସ ଅଧିକା ବଢ଼ିବାର ସମ୍ଭାବନା ଅଛି।
କ୍ଲର୍କ କମ୍ ଡିଇଓ ପୋଷ୍ଟ ପାଇଁ ୨୦ ହଜାର ଟଙ୍କା ଦରମା ରହିଛି ଏବଂ ଅମିନ ପୋଷ୍ଟ ପାଇଁ ୧୨ ହଜାର ଟଙ୍କା ଦରମା ରହିଛି। ଏଥିରେ କୌଣସି ପରୀକ୍ଷା ଦେବାକୁ ପଡ଼ିବ ନାହିଁ କେବଳ ମାର୍କ ଦ୍ବାରା ହିଁ ଏଥିରେ ସିଲେକ୍ସନ ଅଛି। ଏଥି ସହ ଇଣ୍ଟର୍ଭ୍ୟୁ ମଧ୍ଯ ଅଛି।
ଯଦି ଆପଣଙ୍କ ସିଲେକ୍ସନ ହେବ ତେବେ ଆପଣଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ୍ ମଧ୍ଯ ରହିବ। ଏଥିରେ ଆବେଦନ କରିବା ପାଇଁ ସମସ୍ତ ସାର୍ଟିଫିକେଟ ସହ ଫଟୋ ,କାଷ୍ଟ ସାର୍ଟିଫିକେଟ ଏବଂ ଆଧାର କାର୍ଡ ଭୋଟର କାର୍ଡ ମଧ୍ଯ ଦରକାର ପଡିବ।