Movie prime

ଶେଷରେ ସାମ୍ନାକୁ ଆସିଲେ ତପସ୍ୱିନୀ ( ବଡ଼ ଅଫିସର ହେଲେ ସାରା ଦୁନିଆ ଜାଣିବ ) - ତପସ୍ୱିନୀ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତପସ୍ଵିନୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ତପସ୍ଵିନୀ ଏବେ ପୁଣି ଏକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତପସ୍ଵିନୀ ଏବେ ହେବାକୁ ଚାହୁଛନ୍ତି ଜଣେ ଭଲ ଓ ବଡ଼ ଅଫିସର। ବହୁତ ଦିନ ପରେ ଏବେ ତପସ୍ଵିନୀ ଙ୍କ ଦେଖା ମିଳିଛି। ଏବଂ ତପସ୍ଵିନୀ ଏହା କହିଛନ୍ତି କି ସେ ଏକ ବଡ଼ ଓ ଭଲ ଅଫିସର ହେବାକୁ ପ୍ରସ୍ତୁତ ହେଉଛନ୍ତି। ସେ ଲୋକ ମାନଙ୍କର ସେବା କରିବାକୁ ଚାହୁଁଛନ୍ତି।
ଏବଂ ସେ ଏଭଳି ଏକ ଅଫିସର ହୋଇ ଦେଖାଇବେ ଯାହାକି ଏବେ ସାରା ଦୁନିଆ ମଧ୍ଯ ତାହା ଦେଖିବ। ସେ କେଉଁ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଛନ୍ତି ଏହା କିନ୍ତୁ ସେ ମିଡ଼ିଆ ସାମ୍ନାରେ କହି ନଥିଲେ। ସେ କହିଥିଲେ କି ଏହା ସେତେବେଳେ ଜଣା ପଡ଼ିବ ଯେତେବେଳେ ସେ ସେହି ପରୀକ୍ଷାରେ ପାସ୍ କରି ଯିବେ। ବହୁ ଦିନପରେ ତପସ୍ଵିନୀ ସାମ୍ନା କୁ ଆସିଛନ୍ତି ଓ ସିଧା ସଳଖ କହିଛନ୍ତି କି ସେ ଏକ ଭଲ ଅଫିସର ହେବାକୁ ମଧ୍ୟ କହିଛନ୍ତି।
ଆପଣ ମାନେ ଜାଣି ଥିବେ କି ବହୁତ ଦିନ ଧରି ସୁମିତ ଓ ତପସ୍ଵିନୀ ଙ୍କ ଘଟଣା ଏକ ଚର୍ଚ୍ଚାର ବିଷୟ ପାଲଟି ଥିଲା। ତପସ୍ଵିନୀ ମଧ୍ୟ ଅନେକ ଦିନ ଧରି ସୁମିତ ଙ୍କ ଘର ସାମ୍ନାରେ ବସି ରହିଥିଲେ। ଏବେ ପର୍ଯ୍ୟନ୍ତ ମଧ୍ୟ ସୁମିତ ଓ ତପସ୍ଵିନୀ ଙ୍କ ମାମଲା କିଭଳି ସ୍ଥିତି ଦେଇ ଗତି କରୁଛି ଯାହା ଜଣା ପଡ଼ି ନାହିଁ। ମାତ୍ର ତପସ୍ଵିନୀ ଏବେ ତାଙ୍କର ଅଫିସର ହେବାର ଘଟଣା କୁ ନେଇ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏବଂ ତପସ୍ଵିନୀ ଙ୍କ ଆତ୍ମବିଶ୍ବାସ ଦେଖି ମଧ୍ଯ ଏଭଳି ଲାଗୁଛି କି ସେ ନିଶ୍ଚିତ ଭାବରେ ଏକ ବଡ଼ ଅଫିସର ହେବେ ଏବଂ ତାଙ୍କୁ ମଧ୍ୟ ସାରା ଓଡ଼ିଶା ବଡ଼ ଅଫିସର ହେଉଥିବାର ଦେଖିବାକୁ ପାଇବେ। ଏଥି ପାଇଁ ତପସ୍ଵିନୀ ଏବେ ଜୋର୍ ଦାର ପ୍ରସ୍ତୁତି କରିବା ମଧ୍ଯ ଆରମ୍ଭ କରି ସାରିଲେଣି। ତେବେ ଆମେ ଏହା ଆଶା କରୁଛୁ କି ତପସ୍ଵିନୀ ଙ୍କ ଇଚ୍ଛା ପୂର୍ଣ୍ଣ ହେଉ ଏବଂ ସେ ଏକ ବଡ଼ ଅଫିସର ହୁଅନ୍ତୁ।