Movie prime

ଛାତ୍ରୀଙ୍କୁ ଦୁ-ର୍ବ୍ୟବହାର କରି ମାଡ଼ ଖାଇଲେ ସାର ଦେଖନ୍ତୁ କେମିତି ହେଲା ଅବସ୍ଥା ଢିଲା

 
Special Report
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ଶିକ୍ଷକ ଏଭଳି କାମ କରିଛନ୍ତି ଯେ ଯେଉଁଥି ପାଇଁ ବହୁତ ମାଡ ଖାଇଛନ୍ତି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ଶିକ୍ଷକ ଙ୍କୁ କିଛି ଜଣ ମିଶି ବହୁତ ମାଡ଼ ମାରୁଛନ୍ତି।ଶିକ୍ଷକ ଜଣଙ୍କ ମାଡ଼ ଖାଇବା ପରେ ଭୁଲ ମଧ୍ୟ ମାଗିଥିବାର ଦେଖିବାକୁ ମିଳିଛି।ଯେଉଁ ବ୍ୟକ୍ତି ଭିଡିଓ କରୁଥିଲେ ସେ କହିଛନ୍ତି ଯେ ଝିଅମାନେ ଯାହା କହିଛନ୍ତି ତାହା ସତ କି?
ଶିକ୍ଷକ ଜଣଙ୍କ ଜଣେ ଛାତ୍ରୀ ଙ୍କ କାନ୍ଧ ରେ ହାତ ମାରିଥିଲେ।ସେଥିପାଇଁ ଛାତ୍ରୀମାନେ ଅଭିଯୋଗ କରିଥିଲେ। ତେଣୁ ଏହି ବିଷୟରେ ଶିକ୍ଷକ ଜଣଙ୍କ ଯଦି ସତ କହିବେ ତାହେଲେ ତାଙ୍କୁ କେହି ମାରିବେ ନାହିଁ ବୋଲି କହିଥିଲେ।ଭିଡିଓ ରେ ଦେଖିବାକୁ ମିଳିଛି ଯେ ଶିକ୍ଷକ ଜଣଙ୍କ ସତ କଥା କହିଛନ୍ତି। ସେ କହିଛନ୍ତି ଯେ ଯେଉଁ ଯୁବତୀ ଙ୍କ କାନ୍ଧ ରେ ହାତ ମାରିଥିଲେ ତାଙ୍କର ମାରିବାର ନଥିଲା।ସେ ଭୁଲ ମାଗିଛନ୍ତି।ଏମିତି ଆଉ କରିବେ ନାହିଁ।
କିନ୍ତୁ ସେ କୌଣସି ଖରାପ ଉଦ୍ଦେଶ୍ୟର ହାତ ମାରି ନଥିଲେ ବୋଲି ଶିକ୍ଷକ ଜଣଙ୍କ କ୍ୟାମେରା ସାମ୍ନାରେ କହିଛନ୍ତି।ଛାତ୍ରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ ଶିକ୍ଷକ ଜଣଙ୍କ ସ୍କୁଲ୍ ରେ ଖରାପ ବ୍ୟବହାର କରିଥାନ୍ତି।ଶିକ୍ଷକ ଙ୍କୁ ଯେତେବେଳେ ଏହି ବିଷୟରେ ପଚରା ଯାଇଥିଲା ସେ କହିଥିଲେ ଯେ ସେ ଏହି ବିଷୟରେ କିଛି ଜାଣି ନାହାନ୍ତି।ଅନ୍ୟ ପିଲା ମାନଙ୍କୁ ପଚାରିବା ପାଇଁ କହିଥିଲେ।କିନ୍ତୁ ଶିକ୍ଷକ ଙ୍କ ଆଗରେ ଜଣେ ପିଲା ସାକ୍ଷୀ ଦେଇଛନ୍ତି।
ଶିକ୍ଷକ ଜଣଙ୍କ କହିଥିଲେ ଯେ ଛାତ୍ର ମାନଙ୍କୁ ପଚାରନ୍ତୁ ସେମାନେ ସତ କହିବେ।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।ଶିକ୍ଷକ ଙ୍କୁ ବହୁତ୍ ମାଡ଼ ମାରିଛନ୍ତି।ଏବଂ ତାଙ୍କର ଭିଡିଓ ମଧ୍ୟ କରାଯାଇଛି।ଯେତେବେଳେ ଏହି ଘଟଣା ଟି ଘଟିଥିଲା ଅନେକ ଲୋକମାନେ ସେଠାରେ ଉପସ୍ଥିତ ରହିଥିଲେ।