Movie prime

Sabyarchita ଓ aparajita ଙ୍କ ସହ ଶୁଭାଶିଷ ଶର୍ମା ଙ୍କ ଝିଅ ଭିୟୋନା ର ମସ୍ତି ଦେଖନ୍ତୁ ଏହି ଭିଡିଓ

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡ଼ିଆ ଆମ ପାଖରେ ଅନେକ ଓଲିଉଡ, ବଲିଉଡ ଏବଂ ଅନ୍ୟାନ୍ୟ ସିନେ ଜଗତର ସିନେମା, କଳାକାର ଏବଂ ଅନ୍ୟାନ୍ୟ ଖବର ବିଷୟରେ ସୂଚନା ପହଞ୍ଚାଇଥାଏ ।
ସୋସିଆଲ ମିଡିଆରେ ଏବେ ଆପଣ ଓଲିଉଡକୁ ନେଇ ଆସିଥିବା ଖବର ବିଷୟରେ ଜାଣିଥିବେ । ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ବରିଷ୍ଠ ଏବଂ ମହାନ୍ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଅନେକ ଫିଲ୍ମ୍ କରିଛନ୍ତି । ସେ ଜଣେ ମହାନ୍ କଳାକାର ଅଟନ୍ତି । 
ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ମହାନ୍ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁଙ୍କୁ ମଧ୍ୟ ଜାଣିଥିବେ । ଏହି ଅଭିନେତା ଆଉ ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି ।
ଏହି ଦୁଇଜଣ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ଏହି ଅଭିନେତା ଏବଂ ଅଭିନେତ୍ରୀ ଜଣଙ୍କୁ ସାରା ଓଡ଼ିଶାରେ କିଏ ବା ନଜାଣିଛି ।
ଏହାସହ ଆପଣମାନେ ସମସ୍ତେ ଓଲିଉଡ ଜଗତର ଆଉ ଗୋଟିଏ ସୁପରହିଟ ଯୋଡ଼ିଙ୍କୁ ତ ଜାଣିଥିବେ ।
ଏହି ସୁପରହିଟ ଯୋଡ଼ି ହେଉଛନ୍ତି ଶୁବାଶିଷ ଏବଂ ଅନିଶା । ଏହି ସୁପରହିଟ ଯୋଡ଼ିଙ୍କୁ ତ ଜାଣିଥିବେ । ଏହି ଦୁଇଜଣଙ୍କର ନିକଟରେ ଏକ କନ୍ୟା ସନ୍ତାନ ହୋଇଥିଲା ଆଉ ଏହି ଖବର ଆପଣମାନେ ସମସ୍ତେ ତ ଜାଣିଥିବେ ।
ତାଙ୍କ ଝିଅର ନାଁ ହେଉଛି ଭିୟୋନା । ଏବେ ସୋସିଆଲ ମିଡିଆରେ ତାଙ୍କ ଝିଅକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି କେଉଁଠାରେ ଏକ ଫଙ୍ଗସନ୍ ଚାଲିଥିଲା । 
ଆଉ ସେଠାକୁ ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି, ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ଯାଇଥିଲେ । ଏହାସହ ସେଠାକୁ ଶିବାଶିଷ ଏବଂ ଅନିଶା ମଧ୍ୟ ଆସିଥିଲେ
ଆଉ ତାଙ୍କ ସହ ତାଙ୍କ କୁନି ଝିଅ ମଧ୍ୟ ସେଠାକୁ ଆସିଥିଲା । ତାଙ୍କ କୁନି ଝିଅ ସହ ଅର୍ଚ୍ଚିତା, ସବ୍ୟସାଚୀ ଏବଂ ଅପରାଜିତା ଖେଳୁଥିବାର ନଜର ଆସିଛନ୍ତି ।
ଆଉ ସେମାନେ ତାଙ୍କ ଝିଅ ଭିୟୋନା ସହ ଖେଳି ବହୁତ ଖୁସି ଅଛନ୍ତି । ତାକୁ କୋଳରେ ବସାଇ ଖେଳୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।