Movie prime

ଜଣେ ମାଙ୍କ ଦୁଃଖ କାହାଣୀ ଶୁଣିଲେ ଆଖିରୁ ଲୁହ ଖସିଯିବ ଦେଖନ୍ତୁ ଏହି ଦୃଶ୍ୟ

 
Viral News
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଏବେ ପୁଣି ଦେଖିବାକୁ ମିଳୁଛି ଯେ ଜଣେ ମହିଳା କନକ ମଞ୍ଜରୀ ସ୍ବାମୀ ଓ ପୁଅର ଚକ୍ର ବ୍ୟୁହରେ ଫସି ଯାଇଛନ୍ତି। ତେବେ ଗଣମାଧ୍ୟମ ଆଗରେ କନକ ମଞ୍ଜରୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ତାଙ୍କୁ ସମସ୍ତେ ଧୋକା ଦେଇଛନ୍ତି ତାଙ୍କ ନିଜ ଲୋକ ମାନେ।
କନକ ମଞ୍ଜରୀଙ୍କ ବାପା ଘର ନା ହେଉଛି ବାଳକାଟି। ଆଉ କନକ ମଞ୍ଜରୀ ତାଙ୍କ ଶାଶୁଘର ନା ଗଣମାଧ୍ୟମ ଆଗରେ କହିବାକୁ ଚାହୁଁନାହାନ୍ତି। କନକ ମଞ୍ଜରୀ କହିଛନ୍ତି ତାଙ୍କ ସ୍ଵାମୀ ହେଉଛନ୍ତି ସବୁଠାରୁ ବଡ଼ ସଇତାନ। 
କନକ ମଞ୍ଜରୀ ବହୁତ ସରଳ ଆଉ ନରିହ ବୋଲି ତାଙ୍କୁ ତାଙ୍କ ସ୍ଵାମୀ ପ୍ରତ୍ୟେକଟି କଥାରେ ଭୁଲ ଦେଇ ପଟିନ୍ତି ବୋଲି କହିଛନ୍ତି କନକ ମଞ୍ଜରୀ। କନକ ମଞ୍ଜରୀ ମାଟ୍ରିକ ପରେ ପେଟରେ ପିଲା ଥିଲା ପରେ ମଧ୍ୟ ସେ ଆଇଏ ପାସ କରିଥିଲେ ବୋଲି କହିଛନ୍ତି।
ଆଉ କନକ ମଞ୍ଜରୀ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଇଂରାଜୀରେ ସବୁବେଳେ ୮୦ ଉପରେ ରଖନ୍ତି ବୋଲି କହିଛନ୍ତି। କନକ ମଞ୍ଜରୀଙ୍କୁ ତାଙ୍କ ବାପା ଘର ଲୋକ ପାଠ ପଢେଇଲେନି କିନ୍ତୁ ତାଙ୍କର ଡାକ୍ତର ହେବାର ବହୁତ ଇଚ୍ଛାଥିଲା
ଆଉ ଶେଷରେ କନକ ମଞ୍ଜରୀଙ୍କ ବାପା ମାଆ ଗୋଟେ ସଇତାନ ସହିତ ବିବାହ କରିଦେଇଥିଲେ। କନକ ମଞ୍ଜରୀଙ୍କର ଦୁଇଟି ଝିଅ ଆଉ ଗୋଟିଏ ପୁଅ ମଧ୍ୟ ଅଛନ୍ତି। କନକ ମଞ୍ଜରୀଙ୍କ ପୁଅ ଝିଅ ଭଲ ପାଠ ମଧ୍ୟ ପଢୁଥିଲେ।
ତେବେ ଏବେ ଆଉ କନକ ମଞ୍ଜରୀଙ୍କୁ କେହି ହେଲେ ପାଞ୍ଚ ପଇସା ସାହାଯ୍ୟ କରିବାକୁ ନାହାଁନ୍ତି କି ପାଖରେ ଠିଆ ହେବାକୁ ମଧ୍ୟ କେହି ହେଲେ ତାଙ୍କ ପାଖରେ ନାହାଁନ୍ତି। କନକ ମଞ୍ଜରୀ ନିଜ ପୁଅ ଝିଅଙ୍କୁ ମଧ୍ୟ ଡାକ୍ତର କରିବାକୁ ଚାହୁଁଥିଲେ। ଏବଂ କନକ ମଞ୍ଜରୀ ମଧ୍ୟ ଗୋଟେ ଅନାଥ ଆଶ୍ରମ କରି ଲୋକଙ୍କ ସେବା କରିବାକୁ ଚାହୁଁଥିଲେ।
କିନ୍ତୁ ଆଜି ତାଙ୍କ ନିଜ ଲୋକ ହିଁ ତାଙ୍କୁ ଅନାଥ କରି ଦେଇଛନ୍ତି ବୋଲି କହିଛନ୍ତି କନକ ମଞ୍ଜରୀ। କନକ ମଞ୍ଜରୀଙ୍କୁ ତାଙ୍କ ସ୍ଵାମୀ ଦୀର୍ଘ ୧୨ ବର୍ଷ ରୁ ୧୩ ବର୍ଷ ହେଇଯିବ ଏଭଳି ହଇରାଣ କରୁଥିଲେ।
କିନ୍ତୁ ଏଇ କେତେଦିନ ହେଇଯିବ କନକ ମଞ୍ଜରୀଙ୍କ ପାଖରେ ତାଙ୍କ ପିଲା ଛୁଆ କେହି ନାହାଁନ୍ତି। ଆଉ କନକ ମଞ୍ଜରୀଙ୍କ ସବୁ ଟଙ୍କା ଚୋରି ହେବା ସହିତ କନକ ମଞ୍ଜରୀ ଯେତେ ଜମିବାଡ଼ିକୁ ସବୁ ଟଙ୍କା ଦେଇଥିଲେ ସବୁ ବର୍ବାଦ ହେଇଗଲା ବୋଲି କହିଛନ୍ତି ଗଣମାଧ୍ୟମ ଆଗରେ।