Movie prime

ଆଜିକାଲି ଯେମିତି କରୁଛନ୍ତି ସେମିତି କରିବା ଆଦୌ ...

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଆମକୁ ଅନେକ ଖବର ବିଷୟରେ ଜଣାଇଥାଏ ।
ଆପଣମାନେ ସମସ୍ତେ ତ ଜାଣିଥିବେ ଏହି ଦୁନିଆରେ ତିନି ପ୍ରକାରର ଲିଙ୍ଗର ଲୋକ ଅଛନ୍ତି । ସେମାନେ ହେଉଛନ୍ତି, ମହିଳା, ପୁରୁଷ ଆଉ କିନ୍ନର ଜାତି ।
ମହିଳା ଆଉ ପୁରୁଷ ଏକ ଅଲଗା ଅଲଗା କିନ୍ତୁ କିନ୍ନର କହିଲେ ଉଭୟଙ୍କ ମିଶ୍ରଣ । ଆମ ଦୁନିଆରେ କିନ୍ନର ମାନଙ୍କୁ ସମସ୍ତେ ଟିକେ ଅଲଗା ପ୍ରକାରର ଦୃଷ୍ଟିରେ ଦେଖନ୍ତି ତାହା ତ ଆପଣମାନେ ଜାଣିଥିବେ । 
ଏବେ ସୋସିଆଲ ମିଡିଆରେ ଏହି କିନ୍ନର ସମାଜକୁ ନେଇ କିଛି କଥା ଆସିଛି । ଆଉ ଏହି କଥା ଶୁଣିଲେ ଆପଣଙ୍କ ମନରେ ଅନେକ ପ୍ରକାରର ଭଲ ଭାବନା ଆସିବ । କିନ୍ନର ସମାଜକୁ ଏବେ ସରକାର ମଧ୍ୟ ପ୍ରାଧାନ୍ୟ ଦେଉଛନ୍ତି ।
ତାଙ୍କମାନଙ୍କ ପାଇଁ ସୁବିଧା ବି କରୁଛନ୍ତି । କିନ୍ନର ସମାଜ ଏବେ ପୁରୁଷ ଆଉ ନାରୀ ମାନଙ୍କର ସ୍ଥାନ ପରି ଦୁନିଆରେ ସ୍ଥାନ ପାଉଛନ୍ତି।
ଏବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଜଣେ କିନ୍ନର କିଛି କହିଛନ୍ତି । ସେ କହିଛନ୍ତି ଯେତେବେଳେ କିନ୍ନର ଜନ୍ମ ହୁଏ ସେତେବେଳେ ଜଣା ନଥାଏ କି ସେ କିନ୍ନର । ଘରଲୋକ ପୁଅ ବୋଲି ଭାବିଥାନ୍ତି ।
କିନ୍ତୁ ସେମାନେ ବଡ ହେଲା ପରେ ଜଣା ପଡ଼ିଥାଏ କି ସେମାନେ କିନ୍ନର ବୋଲି । ଏବେ ସୋସିଆଲ ମିଡିଆରେ ଆପଣମାନେ ଜାଣିଥିବେ ଅନେକ ଲୋକ କିନ୍ନର ହୋଇ ବୁଲୁଛନ୍ତି । ଅର୍ଥାତ୍ ସେମାନେ ନିଜକୁ କିନ୍ନର କହୁଛନ୍ତି ।
ଆଉ ଅସ୍ତ୍ରୋପଚାର ମାଧ୍ୟମରେ ସେମାନେ କିନ୍ନର ହୋଇଯାଉଛନ୍ତି । ଏମିତି ଅନେକ ଘଟଣା ଏବେ ସାମ୍ନାକୁ ଆସୁଛି । ଯାହା ବିଷୟରେ ଆପଣମାନେ ଜାଣୁଥିବେ ।
ଆଉ ଶୁଣୁଥିବେ ମଧ୍ୟ । ସେହି କିନ୍ନର ଜଣକ କହିଛନ୍ତି କିନ୍ନର ହେଉଛନ୍ତି ଭଗବାନଙ୍କର ସୃଷ୍ଟି । ଭଗବାନ ତାଙ୍କ ମାନଙ୍କୁ ତିଆରି କରିଛନ୍ତି । କିନ୍ତୁ ଏମିତି କୃତ୍ରିମ ଉପାୟରେ କିନ୍ନର ହେବା କଣ ଠିକ୍ ।
ଭଗବାନଙ୍କ କଥା ଆଉ କାମ କୁ ଅପମାନ ବା ତାଙ୍କ ସୃଷ୍ଟି ଉପରେ ଏହି ଅସ୍ତ୍ରୋପଚାର ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏମିତି ସେ-କ୍ସ ଚେଞ୍ଜ କରି ଭଗବାନଙ୍କୁ ଅପମାନ କରୁଛନ୍ତି କିଛି ଲୋକ ବୋଲି ସେହି କିନ୍ନର ଜଣକ ସାକ୍ଷାତକାରରେ କହିଛନ୍ତି ।
ସମ୍ବିଧାନ କହିଛି କି ଜଣେ କିନ୍ନର ମଧ୍ୟ ତାର ବୟଫ୍ରେଣ୍ଡ ସହ ସହମତିରେ ସମ୍ପର୍କ ରଖିପାରିବ । ଅସ୍ତ୍ରୋପଚାର କରି କିନ୍ନର ହେବା ଠିକ୍ ନୁହେଁ ବାପା ମାଙ୍କ ଔରସରୁ ଜନ୍ମ ହୋଇ କିନ୍ନର ହେବା ଭଗବାନଙ୍କ ସୃଷ୍ଟି ।
ଏମିତି ସେ-କ୍ସ ଚେଞ୍ଜ କରିବା ପରେ ଲୋକମାନଙ୍କର ଜୀବନରେ ବହୁତ ପ୍ରକାରର ପରିବର୍ତ୍ତନ ଆସିଥାଏ । କିନ୍ନର କେବଳ ଅସ୍ତ୍ରୋପଚାର କରିଲେ ତାକୁ କିନ୍ନର କୁହାଯିବ ନାହିଁ । କିନ୍ନର ହେଉଛି ଭଗବାନଙ୍କ ସୃଷ୍ଟି ।