Movie prime

ଫିଲ୍ମରେ ଆଉ ନଜର ଆସିବେନି ଆପଣଙ୍କ ପ୍ରିୟ ଲୋକପ୍ରିୟ କମେଡିଆନ ଗୁଡୁ! ଦେଖନ୍ତୁ କାହିଁକି

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ ଜଗତକୁ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ସୋସିଆଲ ମିଡିଆରେ ସବୁବେଳେ ଅନେକ କଳାକାରମାନଙ୍କର ଅନେକ କଥା ଜଣା ପଡ଼ିଥାଏ ।
ଆପଣମାନେ ଓଲିଉଡ ଜଗତକୁ ନେଇ ଆସିଥିବା ଘଟଣା ବିଷୟରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ମହାନ୍ ହାସ୍ୟ ଅଭିନେତା ଗୁଡୁଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ତାଙ୍କ ଅଭିନୟରେ ଲୋକମାନଙ୍କୁ ହସାଇଥାନ୍ତି ।
ଏହି ଅଭିନେତା ଜଣଙ୍କୁ ସମସ୍ତେ ସିନେ ପ୍ରେମୀ ଜାଣିଛନ୍ତି । ଏହି ଅଭିନେତା ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ଓଠରେ ହସ ଫୁଟାଇ ପାରିଛନ୍ତି । ଏହି ଅଭିନେତା ଜଣଙ୍କ ତାଙ୍କ ସୁନ୍ଦର ଅଭିନୟ ଦ୍ଵାରା ଆଜି ଘରେ ଘରେ ପରିଚିତ ଅଟନ୍ତି ।
ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରିଥାନ୍ତି । ଏହି ହାସ୍ୟ ଅଭିନେତା ଜଣକ ବହୁତ ନାୟକ ନାୟିକାଙ୍କ ସହ ଅନେକ ଫିଲ୍ମ୍ କରିଛନ୍ତି । ଆଉ ସେ ଅନେକ ଫିଲ୍ମ୍ ମଧ୍ୟ କରିଛନ୍ତି । ଏବେ ଓଲିଉଡ ଜଗତର ମହାନ୍ ହାସ୍ୟ ଅଭିନେତା ଗୁଡୁ ଏକ କଥା କହିଛନ୍ତି ।
ଏହି ଅଭିନେତା ଜଣକ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ସେ କହିଛନ୍ତି କି, ସେ ଆଉ ଓଡ଼ିଆ ଫିଲ୍ମ୍ ଜଗତରେ ପାଦ ଦେବେ ନାହିଁ । ଅର୍ଥାତ୍ ସେ ଆଉ ଓଡ଼ିଆ ଫିଲ୍ମ୍ କରିବେ ନାହିଁ ।
ଏହି କଥା ନ୍ୟୁଜ ପ୍ରତିନିଧି ଜାଣିବା ପରେ ତାଙ୍କୁ ଏହି ବାବଦରେ ପଚାରିଥିଲେ । ଆଉ ଏହାପରେ ହାସ୍ୟ ଅଭିନେତା ଗୁଡୁ କହିଥିଲେ କି ଓଡ଼ିଆ ସିନେ ଜଗତରେ କାମ ଅନୁସାରେ ଠିକ୍ ପାରିଶ୍ରମିକ ମିଳୁ ନାହିଁ ।
ଏହାସହ ବହୁତ ବିଳମ୍ବରେ ପେମେଣ୍ଟ ଦେଉଛନ୍ତି । ଏହାସହ ଫିଲ୍ମ୍ ପ୍ରଡ୍ୟୁସର୍ ଆଉ ନିର୍ଦ୍ଦେଶକ କଳାକାରଙ୍କ କଥା ବୁଝୁ ନାହାଁନ୍ତି ।
ଏହି ଅଭିନେତା ଜଣକ ବ୍ୟକ୍ତିଗତ ଭାବରେ ଚାହୁଁ ନାହାଁନ୍ତି ଆଉ ଓଡ଼ିଆ ସିନେମା କରିବାକୁ । ଏହାପରେ ଏହି ଅଭିନେତା ଜଣଙ୍କୁ ପଚରାଯାଇଛି କି କଣ କରିବେ ଆପଣ ଯଦି ଓଡ଼ିଆ ସିନେ ଜଗତ ଛାଡ଼ିଦେବେ ।
ତାପରେ ଅଭିନେତା ଗୁଡୁ କହିଛନ୍ତି କି ସେ ତାଙ୍କ ମାଆଙ୍କର ବିଜନେସ ଦେଖିବେ ।
ଆଉ ନିଜର ବ୍ୟବସାୟ ଦେଖିବେ ଆଉ ସମୟ ମିଳିଲେ ନିଜ ୟୁଟ୍ୟୁବ ଚ୍ୟାନେଲରେ କିଛି କଣ୍ଟେନ୍ସ ଦର୍ଶକମାନଙ୍କୁ ଭେଟି ଦେବି । କିନ୍ତୁ ଆଉ ଓଡ଼ିଆ ସିନେମା କରିବି ନାହିଁ ବୋଲି ହାସ୍ୟ ଅଭିନେତା ଗୁଡୁ କହିଛନ୍ତି ।