Movie prime
ପତ୍ନୀ ସୋମାଲିନ ପରିଡ଼ା ଙ୍କ ଜନ୍ମଦିନ ବଡ ଧୁମ ଧାମରେ ପାଳନ କଲେ ସ୍ଵାମୀ ଦେଖନ୍ତୁ ଏହି ଭିଡିଓ ରେ
 
Viral News
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିକଟରେ ଅଭିନେତ୍ରୀ ସୋମଲିନ ପରିଡ଼ା ଙ୍କ ଜନ୍ମଦିନ ଯାଇଛି। ଏବଂ ସୋମାଲିନ ପରିଡ଼ା ମଧ୍ୟ ତାଙ୍କ ଜନ୍ମଦିନ କୁ ଧୁମ୍ ଧାମରେ ପାଳନ କରୁଥିବାର ନଜର ଆସିଛନ୍ତି।
ସୋମାଲିନ ହେଉଛନ୍ତି ଓଲିଉଡ଼ ଜଗତର ଜଣେ ଜବରଦସ୍ତ ଅଭିନେତ୍ରୀ। ସେ ମଧ୍ଯ ଗୋଟିଏ ରିଆଲିଟି ଶୋ ମାଧ୍ୟମରେ ଓଲିଉଡ଼ ଜଗତକୁ ଏଣ୍ଟ୍ରି କରିଥିଲେ। ଏହାପରେ ସେ ଅନେକ ଓଡିଆ ଆଲବମ୍ ରେ ମଧ୍ଯ ଅଭିନୟ କରିଛନ୍ତି।
ସୋମାଲିନ ଙ୍କୁ ମଧ୍ୟ ଆପଣ ୱେବ୍ ସୀରିଜ୍ ରେ ଅଭିନୟ କରୁଥିବାର ଦେଖିଥିବେ। ସୋମାଲିନ ଓ ଜାଙ୍କଲିନ ଦୁଇ ଭଉଣୀ ଗୋଟେ ଶୋ ରେ ସିଲେକ୍ଟ ହୋଇଥିଲେ।
ଏହାପରେ ଦୁହେଁ ଓଲିଉଡ ସିନେ ଜଗତରେ ପ୍ରବେଶ କରିବା ସହ ଅନେକ ଗୁଡ଼ିଏ ଫିଲ୍ମ୍ ମଧ୍ୟ କରିଛନ୍ତି। ଗତ ବର୍ଷ ଦୁହିଁଙ୍କ ବାହାଘର ହୋଇ ସାରିଛି ଏବଂ ଦୁହେଁ ମଧ୍ୟ ନିଜର ବୈବାହିକ ଜୀବନରେ ବେଶ ଖୁସୀରେ ରହିଛନ୍ତି।
ଏବେ ଦୁହେଁ ମଧ୍ୟ ଓଲିଉଡ଼ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି । ଏବଂ ଏହାରି ମଧ୍ୟରେ ଦୁହିଁଙ୍କ ଜନ୍ମଦିନ ମଧ୍ଯ ପାଳନ ହୋଇଛି। ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି ସୋମାଲିନ ଓ ଯାଙ୍କଲିନ ଯାଆଁଳା ଦୁଇ ଭଉଣୀ ଅଟନ୍ତି।
ସେଥି ପାଇଁ ଦୁହିଁଙ୍କ ଜନ୍ମଦିନ ଏକା ଦିନରେ ହିଁ ପଡି ଥାଏ। ସେଥି ପାଇଁ ସୋମାଲିନ ତାଙ୍କ ସ୍ଵାମୀ ଙ୍କ ସହ ଜନ୍ମଦିନ ପାଳନ କରୁଥିବା ବେଳେ ଯାଙ୍କଲିନ ତାଙ୍କ ସ୍ୱାମୀ ଙ୍କ ସହ ଜନ୍ମଦିନ ପାଳନ କରୁଛନ୍ତି।
ସୋମାଲିନ ଙ୍କ ଜନ୍ମଦିନରେ ମଧ୍ଯ ତାଙ୍କ ସ୍ୱାମୀ ତାଙ୍କ ପାଇଁ ଅନେକ ଯୋଜନା କରିଥିଲେ। ତାଙ୍କୁ ସରପ୍ରାଇଯ ଦେବା ସହ ତାଙ୍କୁ ଅନେକ ପ୍ରକାରର ଗିଫ୍ଟ ମଧ୍ୟ ଦେଇଥିଲେ।
ଜନ୍ମଦିନରେ ସୋମାଲିନ ପରିଡ଼ା ମଧ୍ଯ ଅନେକ ମଜା ମସ୍ତି କରୁଥିବାର ନଜର ଆସିଛନ୍ତି। ତାଙ୍କ ସହ ତାଙ୍କ ସାଙ୍ଗ ମାନେ ମଧ୍ୟ ଏହି ଜନ୍ମଦିନ ପାଳନ କରିବାରେ ଲାଗିଛନ୍ତି।