Movie prime

ଗ୍ରାହକ ବେଶରେ ବ୍ରହ୍ମପୁର ପୋଲିସ ଧରିଲେ ଦେ-ହ ବ୍ୟବସାୟ ର ବଡ ରାକେଟ

 
Viral News

ବଙ୍ଗୀୟ ରୁପଯିବି ଆଉ ବ୍ରହ୍ମପୁର ଗରାଖ।ରାତି ପାହିଲେ ଗେଷ୍ଟ ହାଉସ ରେ ରଙ୍ଗୀନ ଆସର ହେଉଥିଲା।ହେଲେ ସେଠାରେ ସମସ୍ତଙ୍କୁ ରଙ୍ଗେ ହାତରେ ଧରିବା ପାଇଁ ସାଧା ପୋଷାକ ରେ ପହଞ୍ଚିଲେ ବ୍ରହ୍ମପୁର ଏସପି।

ବ୍ରହ୍ମପୁର ଏସପି ବାଇକ୍ ରେ ଆସି ସେ-କ୍ସ୍ ରାକେଟ ଠାବ କରିଛନ୍ତି।ସୁନ୍ଦର ରୁପଯିବି ଆଉ ରଙ୍ଗୀନ ଆଲୁଅ ରେ ନିଜକୁ ହଜାଇ ଦେଉଥିଲେ ଗରାଖ ମାନେ।ଆଉ ଲାଗୁ ଥିଲା ଗରାଖ ମାନଙ୍କ ଭିଡ଼।

ହଠାତ୍ କାଲି ରାତିରେ ଗରାଖ ସାଜି ଆସିଲେ ବ୍ରହ୍ମପୁର ଏସପି।ଖୁଲମ୍ ଖୁଲା ଚାଲିଥିଲା ଦେ-ହ ବେପାର।ଏସବୁ କୁ ଦେଖି ପୋଲିସ ଟିମ୍ କୁ କଲ୍ କରି ଜଣା ଯାଇଥିଲା।ଆଉ ପୋଲିସ ଟିମ୍ ଗେଷ୍ଟ ହାଉସ ରେ ପହଞ୍ଚି ୧୦ ଗ୍ରାହକ ଙ୍କ ସହିତ ଆଉ ଚାରି ରୁପଯିବି ଙ୍କୁ ସେଠାରୁ ଉଦ୍ଧାର କରିଥିଲେ।
ବ୍ରହ୍ମପୁର ସହରର ଟାଟା ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସ ରେ ସେ-କ୍ସ୍ ରାକେଟ ଚାଲିଥିଲା।
ଏହି ଗେଷ୍ଟ ହାଉସ ତଳ ମହଲା ରେ ଏକ ବାଇକ୍ ଶୋ ରୁମ୍ ଚାଲିଥିବା ବେଳେ ଏହାର ଉପର ମହଲା ରେ ଚାଲିଥିଲା ଦେ-ହ ବ୍ୟବସାୟ।ରାତି ହେଲା ମାତ୍ରେ ସେହି ସ୍ଥାନରେ ଲାଗୁଥିଲା ଗ୍ରାହକ ଙ୍କ ଭିଡ଼
ନାମ ହେଇଛି ତୁଳସୀ ଗେଷ୍ଟ ହାଉସ କିନ୍ତୁ କାମ ହେଉଛି ପୁରା ବିଛୁଆତି। ସେକ୍ସ୍ ରାକେଟ ଚାଲିଥିବା ବେଳେ ବ୍ରହ୍ମପୁର ର ଏସପି ଏନେଇ କୌଣସି ସୂତ୍ରରୁ ସୂଚନା ପାଇଥିଲେ।ସେଥିପାଇଁ ଏହା ଉପରେ ତଦନ୍ତ ଆରମ୍ଭ କରିଥିଲେ।
ଗତକାଲି ରାତି ପ୍ରାୟ ୧୧ ଟା ସମୟରେ ବ୍ରହ୍ମପୁର ର ଏସପି ଗ୍ରାହକ ଭାବେ ଗେଷ୍ଟ ହାଉସ କୁ ଯାଇଥିଲେ।ସେଠାରେ ଦେ-ହ ବ୍ୟବସାୟ ଚାଲିଥିବା ଦେଖି ନୂଆ ଗାଁ ଆଉ ବୈଦ୍ୟନାଥ ପୁର ଥାନାକୁ ଖବର ଦେଇଥିଲେ।
ସଙ୍ଗେ ସଙ୍ଗେ ପୋଲିସ ଟିମ୍ ଗେଷ୍ଟ ହାଉସ କୁ ଚଢ଼ାଉ କରି ୧୦ ଗ୍ରାହକ ଙ୍କ ସହିତ ଆଉ ଚାରି ରୁପଯିବି ଙ୍କୁ ଉଦ୍ଧାର କରିଛନ୍ତି।ସେମାନଙ୍କୁ ପୋଲିସ ପଚରାଉଚରା କରିବା ପାଇଁ ନେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.