Movie prime

ପ୍ରେମିକ ସହ ପାର୍କ ଆସି ସ୍ଵାମୀ ହାବୁଡ଼ରେ ଧରା ପଡିଲେ ସ୍ତ୍ରୀ

 
Viral video
ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇ ରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ମହିଳା ବିବାହିତ ହୋଇ ମଧ୍ୟ ତାଙ୍କ ପ୍ରେମିକ ଙ୍କ ସହିତ ଦେଖା କରିବା ପାଇଁ ପାର୍କ ଆସିଥିଲେ।ଏହି ଘଟଣାଟି ପଶ୍ଚିମବଙ୍ଗ ରେ ଦେଖିବାକୁ ମିଳିଛି।କିନ୍ତୁ ଯେଉଁ ଘଟଣା ଦେଖିବାକୁ ମିଳିଛି ତାହା କିଛି ନୂଆ ନୁହେଁ।ଆଜିକାଲି ଏହିଭଳି ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
କେତେବେଳେ କିଏ କାହା ସହିତ ଫେରାର ହୋଇ ଯାଉଛନ୍ତି,ଆଉ କିଏ ବିବାହିତ ହୋଇ ମଧ୍ୟ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖୁଛନ୍ତି।ପ୍ରେମିକ ଙ୍କ ସହିତ ପାର୍କ ରେ ମହିଳା ଜଣଙ୍କ ପ୍ରେମ କରୁଥିଲେ।ସ୍ବାମୀ ଏବଂ ପରିବାର ଲୋକଙ୍କୁ ଛାଡ଼ି ପ୍ରେମିକ ଙ୍କୁ ଦେଖା କରିବା ପାଇଁ ମହିଳା ଜଣଙ୍କ ପାର୍କ ଆସିଥିଲେ।କିନ୍ତୁ ମହିଳା ଜଣଙ୍କ ଜାଣି ନଥିଲେ ସେ ପ୍ରେମ କରୁଥିବା ସମୟରେ ତାଙ୍କ ସ୍ବାମୀ ସେଠାରେ ଖୋଜି ଖୋଜି ପହଞ୍ଚିଯିବେ।
ମହିଳା ଜଣଙ୍କ ଏଭଳି କାମ କରିଥିବାରୁ ତାଙ୍କ ସ୍ବାମୀ ସେହି ରାସ୍ତା ମଝିରେ ସ୍ତ୍ରୀ ଙ୍କୁ ଆଉ ପ୍ରେମିକ ଙ୍କ ସହିତ ବହୁତ ଝଗଡ଼ା କରିଥିଲେ।କଥାରେ ଅଛି ବାଘ ଜଗିଥିଲା ଯେଉଁଠି ରାତି ପାହିଗଲା ସେଇଠି।ସେଠାରେ ଅନେକ ଲୋକମାନେ ଉପସ୍ଥିତ ରହିଥିଲେ।ଯେତେବେଳେ ସ୍ବାମୀ ଜଣଙ୍କ ପ୍ରେମିକ ଙ୍କ ସହିତ ଝଗଡ଼ା କରୁଥିଲେ ସେହି ସମୟରେ ସେଠାରେ ଥିବା ବ୍ୟକ୍ତି ମାନେ ଅଟକାଇ ଥିଲେ।
ଏହା ଦେଖି ସ୍ବାମୀ ଜଣଙ୍କ ବହୁତ ଜୋର ପାଟିରେ କହିଥିଲେ ତାଙ୍କ ସ୍ତ୍ରୀ ଘରେ ନ ରହି ପାର୍କ ରେ ଆସି ଏଭଳି କାମ କରୁଛନ୍ତି। ଏହାପରେ ଲୋକମାନେ ସେମାନଙ୍କୁ ବୁଝାଇ ଥିଲେ।ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକମାନେ ସମସ୍ତେ ଏହି ଭିଡିଓ ଦେଖି ବହୁତ କଟୁ କଥାବାର୍ତ୍ତା କରୁଛନ୍ତି।