Movie prime

ପରକୀୟା ପ୍ରୀତିର ଆସିଲା ସାଙ୍ଘାତିକ ସତ ଦେଖନ୍ତୁ କେମିତି ସ୍ଵାମୀ ସ୍ତ୍ରୀ ଦୁହେଁ କଲେ ପ୍ରତାରଣା

 
Special Report
ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ଏମିତି ଏକ କଥା ଶୁଣିବେ ଯାହାକୁ ଶୁଣିଲେ ଆପଣ ଙ୍କୁ ଏ ମଣିଷ ସମାଜ ଉପରେ ଘୃଣା ଭାବ ସୃଷ୍ଟି ହେବ। ହଁ ଆଜ୍ଞା ବନ୍ଧୁଗଣ ଏପରି ଏମିତି ଏକ ଘଟଣା
ଘଟିଛି ଭଦ୍ରକ ଜିଲ୍ଲାର ନୂଆ ସାହି ଗ୍ରାମ ରେ ସସ୍ମିତା ନାମକ ଏକ ମହିଳା ଙ୍କୁ ବିବାହ କରିଥିଲେ ଇଶ୍ଵରପୁର ଗ୍ରାମ ର ଅନିଲ।
ହେଲେ କିଛି ଦିନ ମଧ୍ୟରେ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ରେ ହଟାତ୍ ଫାଟ ସୃଷ୍ଟି ହେଲା ସ୍ତ୍ରୀ ସସ୍ମିତା ନଅ ମାସ ର ଗ-ର୍ଭ-ବ-ତୀ ଥିବା ସମୟ ରେ ଅନିଲ ତାଙ୍କୁ ତାଙ୍କ ବାପା ଘରେ ଛାଡ଼ି ଦେଇ ଅନ୍ୟ ଜଣେ ପ୍ରେମିକା କୁ ଧରି ଫେରାର ହୋଇ ଯାଇଥିଲେ। ମାନସୀ ନାମକ ଏକ ଝିଅ କୁ ଭଲ ପାଇ ବିବାହ କରିଥିଲା ବେଳେ ମାନସୀ ଏବେ ଏକ ମାସ ର ଗ-ର୍ଭ-ବ-ତୀ ଥିବା ଜଣା ପଡିଛି।
ପ୍ରଥମ ସ୍ତ୍ରୀ ସସ୍ମିତା ଏ କଥା ଜାଣିବା ପରେ ସେ ପିରହାଟ ଥାନ ରେ ଅନିଲ ଙ୍କ ବିରୋଧ ରେ ଅଭିଯୋଗ କରିଛନ୍ତି। ପିରହାଟ ପୋଲିସ୍ ଭଦ୍ରକ ଷ୍ଟେସନ ରୁ ଅନିଲ ଓ ମାନସୀ ଙ୍କୁ ଉଦ୍ଧାର କରି ଥାନା କୁ ଆଣିଛନ୍ତି। ତେବେ ଅନିଲ ଗଣ ମାଧ୍ୟମ କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଆଉ କାହା ସହ ସମ୍ପର୍କ ରଖିଛନ୍ତି ।
ଅନିଲ ଙ୍କ କହିବା କଥା ଯେ ତାଙ୍କ ପ୍ରଥମ ସ୍ତ୍ରୀ ସସ୍ମିତା ତାଙ୍କୁ ଧୋକା ଦେଇ ପର ପୁରୁଷ ଙ୍କ ସହ ସମ୍ପର୍କ ରଖିଛନ୍ତି । ଓ ତାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନ ଥିଲା ଓ ତାଙ୍କ ଗର୍ଭ ରେ ଥିବା ପିଲା ବି ଅନିଲ ଙ୍କ ର ନୁହେଁ ବୋଲି ସେ କହିଛନ୍ତି। ତେବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ପୋଲିସ୍ ର ତଦନ୍ତ ପରେ ହିଁ ପ୍ରକୃତ ସତ୍ୟା ସତ୍ୟ କଣ ସାମ୍ନା କୁ ଆସି ପାରିବ।