Movie prime

ବାହା ହେବ କହି ଫସେଇ ଦେଲା ଶେଷରେ ପ୍ରେମ ସମ୍ବନ୍ଧ ପ୍ରତାରଣ ର ସାଙ୍ଘାତିକ ଚିତ୍ର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଦେଖନ୍ତୁ ସମ୍ପୂର୍ଣ ଘଟଣା କଣ

 
Special report
ଆମେ ବର୍ତ୍ତମାନ ସେହିପରି ଏକ ମହିଳାଙ୍କ ସମ୍ପର୍କରେ ଆଲୋଚନା କରିବା ଯିଏକି ବର୍ତ୍ତମାନ ଏପରି କିଛି ଅଭିଯୋଗ ଆଣିଛନ୍ତି ଯାହା ଅନେକ ଲୋକଙ୍କୁ ଚକିତ କରିଛି। ତେବେ ସେହି ମହିଳା କହିଥିଲେ କି ସେ ପ୍ରଥମେ ଜଣେ ବ୍ୟକ୍ତିଙ୍କ ସହିତ ବନ୍ଧୁତା କରି ଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ି ଥିଲା। ଏହା ପରେ ତାଙ୍କର ଏକ ପୁଅ ମଧ୍ୟ ହୋଇ ଥିଲା ବୋଲି ସେ କହିଥିଲେ।
ତେବେ ସେ କହିଥିଲେ କି ସେ ତାଙ୍କ ସହିତ ଅନେକ ସମୟ ରହିଥିଲେ।ଏହା ପରେ ମଧ୍ୟ ସେ ତାଙ୍କୁ ବର୍ତ୍ତମାନ ବିବାହ କରିବା ପାଇଁ ମନା କରି ଦେଇଛନ୍ତି।ଏହା ଫଳରେ ଏହାକୁ ନେଇ। ସେହି ମହିଳା ଅନେକ ଭାବରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଏପରି ଭାବରେ ସେ ତାଙ୍କୁ ଛାଡି ଆଉ ଜଣେ ମହିଳାଙ୍କୁ କିପରି ବିବାହ କରି ପାରିବେ ବୋଲି ସେହି ମହିଳା ଜଣକ ବର୍ତ୍ତମାନ ପ୍ରଶ୍ନ କରି ଥିବାର ଦେଖିବାକୁ ମିଳିଛି।
ଏହି ଘଟଣା କୁ ନେଇ ତାଙ୍କ ମା ପ୍ରତିକ୍ରିୟା ରଖିଛନ୍ତି ଯେ , ସେ ପିଲା ନାଁ ଦିନେଶ କୁମାର। ଦିନେଶ କହିଲା ମୋ ଦଶ ପୁରୁଷ ଖାଇଲେ ବି ସମ୍ପତି ସରିବାନି। ଆଣ୍ଟି ତମ ଝିଅ କୁ ବାହା ହେବି, ଏମିତି କହି ମୋ ଝିଅ କୁ ପ୍ରେଗନେଣ୍ଟ କରି ଦେଲା। ୨ ଜଣଙ୍କ ଭିତରେ ଗଣ୍ଡବଳ ହେବା ପରେ ମୋ ଝିଅ ଯାଇକି ତା ମାଆ କୁ କହିଥିଲା। ସେଇଠୁ ତା ମାଆ କହିଲା ତୋର ମୋର କିଛି ସମ୍ପର୍କ ନାହିଁ। 
ଏମିତି କହିବାରୁ ସେଇଠୁ ମୋ ଝିଅ ଯାଇକି ମହିଳା ପୋଲିସ ରେ ଯାଇକି କେସ ଦେଇଥିଲା। ସେଇଠି ସୁରେଶ ତ୍ରିପାଠୀ କେସ ରଖିଲେ। ପୁଅ କହିଥିଲା ମୋ ମାଆ ବାପା ଯଦି ରାଜି ହେବେ ମୁ ଝିଅ କୁ ରଖିବି। ପୁଅର ବାପା ହାଇକୋର୍ଟ ରେ କେସ ଦେଇଚି ବେଲ ଡିଜିଟ ପ୍ୟମ୍ ପକେଇଥିଲୁ। ଡିଏନଏ ଟେଷ୍ଟ ରିପର୍ଟ ଆସିଲା। କିନ୍ତୁ ଭୂପତି ସାର କହିଲେ କି ମୋ ଝିଅ ପୋଲିସ ଷ୍ଟେସନ ଯାଇକି କି ସାଇନ୍ କରିନି।