Movie prime

ଚାକିରି ଛାଡ଼ି You Tube କଲି ସମସ୍ତେ ହସିଲେ ଏବେ ଲକ୍ଷଲକ୍ଷ ରୋଜୋଗାର ଦେଖନ୍ତୁ କେମିତି

 
Special report
ଜଣେ ଯୁବକ ଯେତେବେଳେ ଚାକିରି ଛାଡ଼ି ୟୁ ଟ୍ୟୁବ୍ ରେ ଭିଡିଓ କରିଲେ ସେତେବେଳେ ଲୋକମାନେ ସମସ୍ତେ ତାଙ୍କୁ ଦେଖି ହସି ଥିଲେ।କିନ୍ତୁ ବର୍ତ୍ତମାନ ଯୁବକ ଜଣଙ୍କ ୟୁ ଟ୍ୟୁବ୍ ରେ ଭିଡିଓ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ଏବଂ ବହୁତ ଖୁସିରେ ଅଛନ୍ତି।ଯୁବକ ଙ୍କୁ ପ୍ରଥମେ ଡ୍ୟାନଶିଂ ଷ୍ଟାର ହିସାବରେ ଜାଣିଥିଲେ।ଆଉ ବର୍ତ୍ତମାନ ୟୁ ଟ୍ୟୁବ୍ ର ହିସାବରେ ବେଶ୍ ଭଲ ଭାବରେ ଜାଣିଛନ୍ତି।
ଯୁବକ ଜଣଙ୍କ ସାକ୍ଷାତକାର ରେ କହିଛନ୍ତି ଯେ ଯେତେବେଳେ ସେ ଡାନ୍ସ ଆରମ୍ଭ କରିଲେ ଟଙ୍କା ମିଳୁ ନଥିଲା।ଘର ଲୋକମାନେ ମଧ୍ୟ ଥଟ୍ଟା କରିଲେ।ଏହାଦେଖି ସେ ବହୁତ ଚିନ୍ତାରେ ରହିଲେ। ତେଣୁ ବାଙ୍ଗାଲୋର ଚାଲିଗଲେ।
କିନ୍ତୁ ପୁଣିଥରେ ଘରକୁ ଚାଲି ଆସିଥିଲେ ଆଉ କିଛି କାମ କରିଲେ ନାହିଁ।ତାପରେ ୟୁ ଟ୍ୟୁବ୍ ରେ କେତେଦିନ କାମ କରିଲେ। କଭର ସଙ୍ଗ କରିଲେ କିନ୍ତୁ ପଇସା କିଛି ମିଳିଲା ନାହିଁ।
ନିଜେ ଗୀତ ତିଆରି କରିବାକୁ ହେଲେ ୩୦ ହଜାର ଟଙ୍କା ଦରକାର।କିନ୍ତୁ ତାଙ୍କ ପାଖରେ କି ଘରେ ଟଙ୍କା ନଥିଲା।ରାସ୍ତାକଡ଼ରେ ଯେଉଁଠି ବି ଡାନ୍ସ କରିଲେ ପବ୍ଲିକ ଦେଖି ହସୁଥିଲେ।
ଏହାପରେ ଯୁବକ ଜଣଙ୍କ ତାଙ୍କ ଘରେ ଛ ମାସ ସମୟ ମାଗିଥିଲେ।ଯଦି ଏହି ଛଅ ମାସ ଭିତରେ ୟୁ ଟ୍ୟୁବ୍ ରେ କିଛି ନ କରିବେ ତାହେଲେ ସେ ଘର ଛାଡ଼ି ଚାଲିଯିବେ।ଏହାପରେ ବହୁତ ପରିଶ୍ରମ କରିଲେ।ଯେତେବେଳେ ଆରମ୍ଭ କରିଲେ ଲକ୍ ଡାଉନ୍ ହୋଇଗଲା।
କିନ୍ତୁ ସେ ୟୁ ଟ୍ୟୁବ୍ ରେ ନିୟୂଜ୍ ବିଷୟରେ କହିଲେ।ଏହାପରେ ତାଙ୍କର ସବୁ ଭିଡିଓ ଭାଇ ରାଲ ହେବାରେ ଲାଗିଲା।ଗୋଟିଏ ଗୋଟିଏ ଭିଡିଓ ରେ ତିନି ହଜାର ନହେଲେ ଚାରି ହଜାର ଟଙ୍କା ଆସିଲା।
ଗୋଟିଏ ଦିନରେ ୧୫ ହଜାର ଟଙ୍କା ମଧ୍ୟ ରୋଜଗାର କରିଥାନ୍ତି।ଏହାଦେଖି ସେ ବହୁତ ଖୁସି ହେଉଥିଲେ।କିନ୍ତୁ ଲୋକମାନେ ଜାଣି ନାହାନ୍ତି ୟୁ ଟ୍ୟୁବ୍ ରୁ କେମିତି ଟଙ୍କା କମାଯାଏ। କିନ୍ତୁ ଅଳ୍ପ ଲୋକ ଜାଣିଥିବେ।ଯଦି ଜଣେ କ୍ରିଏଟର ହେବେ ତାହେଲେ ପଇସା ମିଳିଥାଏ।