Movie prime

ଅଭିନୟ ପାଇଁ ଘରୁ ତଡ଼ା ଖାଉଥିଲି ଆଜି ଅଭିନୟ କରି କରି I Phon କିଣିଛି

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ଲୋକ ଭିଡ଼ିଓ ଉପଲୋଡ କରି ଲୋକ ପ୍ରିୟତା ହାସଲ କରି ଥାଆନ୍ତି ଏବଂ ପରେ ପରେ ଫେମସ ମଧ୍ୟ ହୋଇ ଯାଆନ୍ତି।
ଏଥିରେ ଅନେକ ସେଲିବ୍ରେଟି ରହିଛନ୍ତି ସେଥି ମଧ୍ୟରୁ ଜଣେ ହେଉଛନ୍ତି ଖୁବ ଲୋକ ପ୍ରିୟ ୟୁଟୁବର ସଞ୍ଜୟ ଙ୍କୁ ଆପଣ ବେସ ଭଲ ଭାବରେ ଜାଣିଥିବେ। ଯିଏକି ସୋସିଆଲ ମିଡ଼ିଆ ରେ ଅନେକ ଭିଡ଼ିଓ ଉପଲୋଡ କରି ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି। 
ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ୟୁଟୁବର ସଞ୍ଜୟ ଗଣମାଧ୍ୟମ ଆଗରେ କିଛି କହୁଥିବାର ଦେଖିବାକୁ ମିଳୁଛି। ତେବେ ବନ୍ଧୁଗାଁ। ସଞ୍ଜୟ କହିଛନ୍ତି, ସେ ଅଭିନୟ ପାଇଁ ଘରୁ ତଡ଼ା ଖାଇଛନ୍ତି। ହେଲେ କେବେ ମଧ୍ୟ ହାର୍ ମାନିନାହାନ୍ତୁ ସଞ୍ଜୟ।
ଅଭିନୟ କରୁଛନ୍ତି ଏବଂ ଆଗକୁ ମଧ୍ୟ ଅଭିନୟ କରିବେ ବୋଲି କହିଛନ୍ତି ସଞ୍ଜୟ। ଏବଂ ସଞ୍ଜୟ କହିଛନ୍ତି ତାଙ୍କୁ ଘରେ ଚାକିରି କରିବା ପାଇଁ ବହୁତ୍ କୁହନ୍ତି। 
କିନ୍ତୁ ତାଙ୍କର ଚାକିରି କରିବା ପାଇଁ ବିଲକୁଲ ଇଚ୍ଛା ନାହିଁ। ତାଙ୍କର କେବଳ ଗୋଟିଏ ଲକ୍ଷ ସେ କେବଳ ଭଲ ୟୁଟୁବର୍ ହେବେ। ମୋଜ, ଇନଷ୍ଟାଗ୍ରାମ ଏବଂ ୟୁଟୁବ୍ ରୁ ସଞ୍ଜୟ ରୋଜଗାର କରିଥିବା ପଇସା ମିଶାଇ ଆଇଫୋନ୍ ଆଣିଥିଲେ ବୋଲି କହିଛନ୍ତି।
ଆଉ ସଞ୍ଜୟ କହିଛନ୍ତି ୟୁଟୁବ ରେ ଭିଡିଓ କରିବା ପାଇଁ ହେଲେ ପ୍ରଥମେ ଦରକାର ପଇସା ଆଉ କ୍ୟାମେରା। ଯାହାକି ସଞ୍ଜୟଙ୍କ ପାଖରେ ସେହି ସବୁ ନାହିଁ ଯାହଫଳରେ ସଞ୍ଜୟ ୟୁଟୁବରେ ଭିଡିଓ କରି ପାରୁନାହାଁନ୍ତି। 
ଏବଂ ସଞ୍ଜୟ କହିଛନ୍ତି ସେ ବହୁତ୍ କଷ୍ଟ ପାଇଛନ୍ତି ହେଲେ କେବେ କାହାରିଙ୍କୁ କହି ନାହାନ୍ତି। ଏହାସହିତ ସଞ୍ଜୟ ତାଙ୍କ ଜୀବନରେ ବହୁତ୍ କାନ୍ଦିଛନ୍ତି ବୋଲି କହିଛନ୍ତି।
ଏବଂ ଶେଷରେ ସଞ୍ଜୟ କହିଛନ୍ତି ସେ ସବୁବେଳେ ହସନ୍ତି ଏବଂ ସମସ୍ତଙ୍କୁ ହସାନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ୟୁଟୁବର ସଞ୍ଜୟଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।