Movie prime

ମୋ ପୁଅ ଆଦିତ୍ୟ କୁ ପ୍ଲାନିଙ୍ଗ କରି ମାରିଦେଇଛି ବିକାଶ, ସବୁ ଆଶ୍ରମ ହାତେଇବାକୁ ମୋ ପୁଅ ଆଦିତ୍ୟ କୁ ରାସ୍ତା ରୁ ହଟେଇ ଦେଲା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଆପଣମାନେ ଏବେ ସମାଜସେବୀ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ବିଷୟରେ ଅନେକ କଥା ଜାଣିପାରିବେ ।
ଆପଣମାନେ ସମସ୍ତେ ତ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କୁ ଭଲଭାବେ ଜାଣିଥିବେ । ଏହି ବ୍ୟକ୍ତି ଜଣକ ଅନେକ ଭଲ କଥା ଲୋକମାନଙ୍କୁ କହିଥାନ୍ତି । ସେ ଲୋକମାନଙ୍କ ପାଇଁ ଏକ ଆଶ୍ରମ ବି କରିଥିଲେ ।
ଏହି ବ୍ୟକ୍ତି ଜଣକ ଆଉ ଏହି ଦୁନିଆରେ ନାହାଁନ୍ତି । ସେ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ଲୋକ କହୁଥିଲେ । କିନ୍ତୁ ତାଙ୍କ ହ-ତ୍ୟା କରାଯାଇଛି ବୋଲି ଏହି ଅଭିଯୋଗ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଆଣିଥିଲେ । ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃ-ତ୍ୟୁ ପାଇଁ ଅନେକ ଲୋକ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କୁ ଦାୟୀ କରୁଛନ୍ତି ।
Special report
ଏବେ ଆଉ ଏକ କଥା ସାମ୍ନାକୁ ଆସୁଛି । ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମାନବ ପ୍ରେମୀ ଆଦିତ୍ୟ ଦାସଙ୍କର ସାଙ୍ଗ ହେଉଛି ବିକାଶ । 
ଆଉ ଏହି ବିକାଶ ଆଦିତ୍ୟ ଦାସଙ୍କୁ ମାରିଛନ୍ତି ବୋଲି ଆଦିତ୍ୟ ଦାସଙ୍କ ମାଆ କହିଛନ୍ତି । ତାଙ୍କ ମାଆ କହିଛନ୍ତି ବିକାଶ ନାଁରେ ସେ ଅନେକ କଥା ଶୁଣିଥିଲେ କିନ୍ତୁ ସେ ବିଶ୍ବାସ କରୁନଥିଲେ ।
ବିକାଶ ଆଦିତ୍ୟ ଆଶ୍ରମ କରିଥିଲା ବୋଲି ସେ ଜଳୁ ଥିଲା ଆଉ ସେ ଏକ ଆଶ୍ରମ କରିବ ବୋଲି ଭାବୁଥିଲା । କିନ୍ତୁ ଆଦିତ୍ୟ ମରିବା ପରେ ବିକାଶ ଆଶ୍ରମକୁ ଆସୁଥିବା ଅନେକ ଖାଦ୍ୟ ଆଉ ଲୁଗା ଆଦି ଘରକୁ ନେଇଯାଏ ବୋଲି ଆଶ୍ରମର ଜଣେ ମାଉସୀ କହିଛନ୍ତି ।
ଜଣେ ମାଉସୀ ପୂର୍ବରୁ ଆଶ୍ରମରେ ରହୁଥିଲେ ଆଉ ତାଙ୍କର ସେବା ଆଦିତ୍ୟ କରୁଥିଲେ । ଆଉ ଆଦିତ୍ୟ ମରିଯିବା ପରେ ବିକାଶ ସେହି ମାଉସୀଙ୍କୁ ଶିଖାଇ ଅନେକ ମିଛ କଥା କହିବାକୁ କହିଥିଲା । 
ଆଉ ସେହି ମାଉସୀ ଜଣଙ୍କୁ କୁଆଡେ ନେଇ ଯାଇଥିଲା ବିକାଶ । ଆଉ ସେତେବେଳେ ଆଶ୍ରମ ଭିତରକୁ ବିଦ୍ୟାଶ୍ରୀଙ୍କୁ ପଶିବାକୁ ଦେଉନଥିଲେ । ଏବେ ଅନେକ କଥା ସାମ୍ନାକୁ ଆସୁଛି । ଅନେକ କଥା ଆଦିତ୍ୟ ଦାସଙ୍କ ମାଆ ଆଉ ଆଶ୍ରମର ବୁଢ଼ୀ ମାଉସୀ କହିଛନ୍ତି ।
ଏବେ ଆଶ୍ରମ ପାଖକୁ ଆସିଛନ୍ତି ଏହି ମାଉସୀ ଜଣକ । ଆଉ ଏହିସବୁ କଥା ସେ କହିଛନ୍ତି । ବିକାଶ ଆଶ୍ରମରେ ରହୁଥିବା ଲୋକମାନଙ୍କର କିଛି ସୁବିଧା କରୁନଥିଲେ ।
ଆଉ ଏହି ବିକାଶ ହିଁ ଷଡଯନ୍ତ୍ର କରି ଆଦିତ୍ୟ ଦାସଙ୍କୁ ମାରିଛି ବୋଲି ଆଦିତ୍ୟ ଦାସଙ୍କ ମାଆ ଅଭିଯୋଗ ଆଣିଛନ୍ତି । ଏଭଳି ଅନେକ କଥା ବିକାଶ ବିରୋଧରେ ଆପଣ ଏହି ଭିଡିଓ ମାଧ୍ୟମରେ ଶୁଣିପାରିବେ ।