Movie prime

ପିଣ୍ଟୁ ଙ୍କୁ ଟିକେ ବି ଦେଖିବାକୁ ଆସିଲେନି ଅନୁଭବ, କଣ ଏମିତି ହୋଇଥିଲା କି ଏତେ ଦୂରେଇ ରହିଲେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦେହ ଖରାପ୍ ଠାରୁ ଦିଲ୍ଲୀ ଯିବା ପର୍ଯ୍ୟନ୍ତ ଏସବୁ ଭିତରେ ଚର୍ଚ୍ଚାରେ ଥିଲେ କେନ୍ଦ୍ରାପଡ଼ା ର ସାଂସଦ ଅନୁଭବ ମହାନ୍ତି। କାରଣ ଏନେଇ କେବେ ହେଲେ ଅନୁଭବ ମହାନ୍ତି କ୍ୟାମେରା ସାମ୍ନାରେ ବାଇଟ ଦେଇ ନାହାଁନ୍ତି।
କେବେ ହେଲେ ମଧ୍ୟ ଅନୁଭବ ମହାନ୍ତି କିଛି ପ୍ରତିକ୍ରିୟା ରଖି ନାହାଁନ୍ତି। ଏବେ ଚାରି ଆଡେ ଚର୍ଚ୍ଚା କି ଅନୁଭବ ମହାନ୍ତି ଏବେ ଦିଲ୍ଲୀ ରେ ଥିଲେ ଓ ପିଣ୍ଟୁ ନନ୍ଦ ଙ୍କ ଡ଼ାକ୍ତର ଙ୍କ ସହ ଚର୍ଚ୍ଚା ମଧ୍ଯ କରୁଥିଲେ।
ହେଲେ ଚର୍ଚ୍ଚା ହେଉଥିବା ଏହି କଥା କେତେ ମାତ୍ରାରେ ସତ ଓ କେତେ ମାତ୍ରାରେ ମିଛ ଅଟେ ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ପିଣ୍ଟୁ ନନ୍ଦ ଙ୍କ ସହ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ସାଂସଦ ଅନୁଭବ ମହାନ୍ତି।
Special Report
ହେଲେ ପିଣ୍ଟୁ ନନ୍ଦ ଙ୍କ ଦେହାନ୍ତ ସମୟରେ ଅନୁଭବ ମହାନ୍ତି ଙ୍କୁ ସେଠାରେ ଦେଖିବାକୁ ମିଳି ନଥିଲା। ଅଭିମନ୍ୟୁ ଚଳଚ୍ଚିତ୍ର ରେ ପିଣ୍ଟୁ ନନ୍ଦ ଓ ଅନୁଭବ ଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ପଶନ୍ଦ ମଧ୍ଯ କରିଥିଲେ।
ସେହି ସିନେମା ଦେଖି ସାରିବା ପରେ ସମସ୍ତେ ଭାବୁଥିଲେ କି ଖାଲି ରିଲ ରେ ନୁହେଁ ବରଂ ଅନୁଭବ ଓ ପିଣ୍ଟୁ ନନ୍ଦ ରିୟଲ ରେ ଭାଇ ଭାଇ ଅଟନ୍ତି। ହେଲେ ପିଣ୍ଟୁ ନନ୍ଦ ଙ୍କୁ ଶେଷ ଥର ପାଇଁ ଦେଖିବାକୁ ଆସିଲେନି ଅନୁଭବ।
ଏହା ପଛର କାରଣ କଣ ତାହା ଜାଣିବା ପାଇଁ ଲୋକ ମାନେ ଚାହୁଁ ଛନ୍ତି। ପିଣ୍ଟୁ ନନ୍ଦ ଙ୍କ ସମ୍ପର୍କ ରେ ଜାଣିବା ପାଇଁ ଅନୁଭବ ଙ୍କ ସହ ଯୋଗାଯୋଗ ମଧ୍ଯ କରା ଯାଇଥିଲା ହେଲେ ଅନୁଭବ ମହାନ୍ତି କିଛି କହିବାକୁ ବାରଣ କରି ଦେଇଥିଲେ।
ସେ କହିଥିଲେ କି ତାହା ପାରିବାରିକ ଘଟଣା ହେଉ ଅବା ଅନ୍ୟ କୌଣସି ଘଟଣା ଅନୁଭବ ଙ୍କୁ ଏଥିପାଇଁ ମୁହଁ ଖୋଲିବାକୁ ମନା। ଏହା କହି ଅନୁଭବ କୌଣସି ପ୍ରକାରର ପ୍ରତିକ୍ରିୟା ରଖି ନାହାଁନ୍ତି।
ଏବେ ଦର୍ଶକ ମାନେ ମଧ୍ୟ ଏହା ଜାଣିବାକୁ ଚାହୁଁଛନ୍ତି କି ଅନୁଭବ କଣ ପାଇଁ ପିଣ୍ଟୁ ନନ୍ଦ ଙ୍କୁ ଦେଖା କରିବାକୁ ସେଠାକୁ ଗଲେ ନାହିଁ। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.