Movie prime

ଅନୁଭବ ଙ୍କୁ ଏବେ କେନ୍ଦ୍ରାପଡା ବାସୀ ଘୃଣା କରିବାକୁ ଲାଗିଲେଣି, ୫ ବର୍ଷ ରେ ଯାହା ତ କାମ କରିଛନ୍ତି ଛାଡ ଏଥର ନବୀନ ବାବୁ ବି ବିଜେଡି ଟିକେଟ ଦେବେନି

 
Special report
ନମସ୍କାର ପାଠକ ବନ୍ଧୁ।ରାଜନୀତି ରେ କେତେବେଳେ କଣ ପରିବର୍ତ୍ତନ ହୁଏ ତାହା କେହି କହି ପାରିବେ ନାହିଁ।ସବୁବେଳେ ନୂଆ ନୂଆ ଟୁଇଷ୍ଟ ଦେଖିବାକୁ ମିଳେ।ଏବେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଙ୍କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।
Special report
ସେ କୁଆଡେ ଆଗକୁ ବିଜେପି ଦଳ ରେ ମିଶିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି।ତେବେ ଏହା କେତେଦୂର ସତ୍ୟ ତାହା ଜଣା ପଡି ନାହିଁ।ନିଜ ପାରିବାରିକ କଳହ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହୁଥିବା ଅନୁଭବ ମହାନ୍ତି ଏବେ ଲୋକ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇଛନ୍ତି।
୨୦୧୯ ମସିହା ରେ ସେ ବୈଜୟନ୍ତ ପଣ୍ଡା ଙ୍କୁ ବିପୁଳ ଭୋଟ ରେ ପରାସ୍ତ କରି କେନ୍ଦ୍ରାପଡ଼ା ର ସାଂସଦ ରୂପେ ନିର୍ବାଚିତ ହୋଇ ଥିଲେ।ଯେଉଁ କେନ୍ଦ୍ରାପଡ଼ା ବାସୀ ତାଙ୍କୁ ଜିତାଇଲେ ସେ ତାଙ୍କୁ ମଧ୍ୟ ନିର୍ବାଚନ ପରେ ପଚାରିଲେ ନାହିଁ ବୋଲି ସେମାନେ କହୁଛନ୍ତି।
ଏବେ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବିଜେଡି ଦଳ ରେ ଯୋଗ ଦେବାକୁ କୁହା ଯାଉଛି।ଓ ଅନୁଭବ ମହାନ୍ତି ଧୀରେ ଧୀରେ ଦଳ ରୁ ଅଲଗା ହେଉଥିବାର ଦେଖା ଦେଇଛି।ତାଙ୍କ ନିଜ ଦଳ ର କୌଣସି ନେତା ତାଙ୍କୁ ସଭା ସମିତି ରେ ଡକାଇ ନାହାନ୍ତି।
Special report
ଯେଉଁଥି ପାଇଁ ସେ ଦଳ ଉପରେ ରାଗି ଯାଉଥିବାର ସୂଚନା ରହିଛି।ଏବେ ସେ ବିଜେପି ଆଡ଼କୁ ମୁହାଁଇ ଛନ୍ତି।କିଛି ଦିନ ତଳେ ସେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ଏକ ଫଟୋ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ।ଓ ତାଙ୍କର ବହୁତ ପ୍ରଶଂସା କରି ଥିଲେ।
କିନ୍ତୁ ପରବର୍ତ୍ତୀ ସମୟ ରେ ସେ ବିଜେପି ଦଳ ର ଜଣେ ନେତା ଙ୍କ ସହିତ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଥିଲେ।ଏହି ଫଟୋ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।କୁହା ଯାଉଛି ଯେ ଏବେ ଠାରୁ ଅନୁଭବ ମହାନ୍ତି ବିଜେପି ମଙ୍ଗ ଧରିବା ଆରମ୍ଭ କଲେଣି।
ଏବେ ଆଗକୁ ଦେଖିବାକୁ ବାକି ରହିଲା ଅନୁଭବ ମହାନ୍ତି ଙ୍କୁ ବିଜେଡି ଦଳ ପକ୍ଷରୁ ନବୀନ ପଟ୍ଟନାୟକ ଟିକେଟ ଦେଉଛନ୍ତି କି ନାହିଁ।ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆଗକୁ ଦଳ ରେ ସାମିଲ କରିବାର ଯୋଜନା କରା ଯାଉଛି।ସେଥିପାଇଁ ବୋଧ ହୁଏ ଅନୁଭବ ମହାନ୍ତି ଦଳ ରୁ ବାହାରିବା ପାଇଁ ଯୋଜନା କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.