Movie prime

ସେ ନର୍ସ ଗୀତା ସହ ମୋ ଜ୍ବାଇଁ ର ଅନୈତିକ ସଂପର୍କ ରହିଛି ଆଉ ଶେଷରେ ସେମାନେ ମିଶି ମୋ ଝିଅ ସହ ...

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଘରେ ସ୍ତ୍ରୀ ଥାଉ ଥାଉ ପୁରୁଷ ମାନେ ଅନ୍ୟ ମହିଳା ମାନଙ୍କ ପଛରେ ପାଗଳ ଭଳି ହେଉଛନ୍ତି।ଆଜି ଆମେ ଏମିତି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।
Special report
ଏହି ଘଟଣା ଟି ଘଟିଛି ଭୁବନେଶ୍ୱର ର ଭିଏସଏସ ନଗର ରେ।ସେଠାରେ ଜଣେ ମହିଳା ଟ୍ରେନ ଲାଇନ୍ ରେ ମୁଣ୍ଡ ଦେଖାଇ ଆ-ତ୍ମ-ହ-ତ୍ୟା କରିଛନ୍ତି।ପୋଲିସ ଘଟଣା ସ୍ଥଳରେ ରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲା।ପାରିବାରିକ କଳହ କୁ ନେଇ ଏହି ହତ୍ୟା ହୋଇଛି ବୋଲି ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଭୁବନେଶ୍ୱର ର ଅନିତା ନାମକ ଜଣେ ମହିଳା ଗତ କିଛି ଦିନ ତଳେ ବିବାହ କରିଥିଲେ। ବିବାହ ପରେ ଖୁବ୍ ଭଲ ରେ ରହୁଥିଲେ ଅନିତା।ଏହା ପରେ ସେ ଆପୋଲୋ ହସ୍ପିଟାଲରେ ନର୍ସ ରୂପେ ଚାକିରି କରିଥିଲେ।
ତାଙ୍କ ସ୍ଵାମୀ ମଧ୍ୟ ଏକ ନର୍ସିଂ ହୋମ ଖୋଲି ଥିଲେ।ସବୁ କିଛି ଠିକ୍ ଥିଲା।ହଟାତ ତାଙ୍କ ସ୍ଵାମୀ ଙ୍କ ଜୀବନ କୁ ଆସିଲେ ଅନ୍ୟ ଜଣେ ମହିଳା ଗୀତା।ଯାହାକୁ ତାଙ୍କ ସ୍ଵାମୀ ପ୍ରେମ କରି ବସିଲେ।ଘରେ ଆରମ୍ଭ କଲେ ଅନିତା ଙ୍କ ଉପରେ ଅତ୍ୟାଚାର।ସବୁବେଳେ ତାଙ୍କୁ କହିଲେ ତୋତେ ମୁଁ ମାରିଦେବି।
Special report
ଗୀତା କୁ ଆଣି ରଖିବି।ଅନିତା ଙ୍କ ଭାଇ ମଧ୍ୟ ଏ ବିଷୟ ରେ ଖବର ପାଇଁ ତାଙ୍କ ଭିଣୋଇ ଙ୍କୁ ବୁଝାଇବାକୁ ଚେଷ୍ଟା କଲେ।ହେଲେ କୌଣସି ପ୍ରକାର ସଫଳ ହୋଇ ପାରିଲେ ନାହିଁ।ଶେଷ ରେ ଗୀତା ଆଉ ଏହି ଅତ୍ୟାଚାର ସେହି ନ ପାରି ଟ୍ରେନ ଲାଇନ୍ ରେ ମୁଣ୍ଡ ଦେଖାଇ ଆ-ତ୍ମ-ହ-ତ୍ୟା କଲା।
ଏ ବିଷୟ ପୋଲିସ ଜାଣିଲା ପରେ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଅନିତା ଙ୍କ ଭଉଣୀ ମଧ୍ୟ ତାଙ୍କ ସହିତ ସେଦିନ ରହୁଥିଲେ।ଅନିତା ଘରେ ପାର୍ଲର ଯିବାକୁ କହି ଟ୍ରେନ ଲାଇନ୍ ଯାଇଥିଲେ।ଅଧିକ ରାତି ହୋଇ ଯାଇଥିଲା।ନ ଆସିବାରୁ ତାଙ୍କ ଭଉଣୀ ନିଜ ବାପା ଙ୍କୁ ଫୋନ୍ କରି ସବୁ କହିଥିଲେ।
ତାଙ୍କ ବାପା ଙ୍କ ର ସନ୍ଦେହ ହେବାରୁ ସେ ଝିଅ ଘର କୁ ଗଲେ।ସେଠାରେ ତାଙ୍କ ଜ୍ବାଇଁ ତାଙ୍କୁ ଘରେ କବାଟ ବନ୍ଦ କରି ଘରେ ରଖିଦେଲେ।ସେତେବେଳେ ତାଙ୍କ ଜ୍ବାଇଁ ସବୁକିଛି ଜାଣି ସାରିଥିଲା।
ହେଲେ ସମସ୍ତଙ୍କୁ ଏ ବିଷୟ ରେ ଲୁଚାଇ ଥିଲେ।ଏହା ପରେ ତାଙ୍କ ବାପା ଝିଅ ଅନିତା ଙ୍କୁ ଖୋଜିବାକୁ ଯାଇଥିଲେ।ଆଉ ଶେଷ ରେ ଜାଣି ପାରିଲେ ଯେ ତାଙ୍କ ଝିଅ ଆଉ ଏ ଦୁନିଆ ରେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.