Movie prime

ସତରେ ଆଜି ଓଲିଉଡ ରେ ତିଆରି ହୋଇଗଲା ଗୋଟେ ଶୂନ୍ୟ ସ୍ଥାନ, କିଏ ଆଉ ଏଭଳି ଅଭିନୟ କରିବ, ଅଚାନକ ମୃତ୍ୟୁ ରେ ଝୁରୁଛି ସାରା ଓଡ଼ିଶା

 
Special report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।କେତେବେଳେ ତାଙ୍କୁ ଗୋଟିଏ କମେଡ଼ିଆନ ହିସାବରେ ଦେଖିଛନ୍ତି ତ ଆଉ କେତେବେଳେ ଭିଲିୟାନ,
କେତେବେଳେ ସପୋର୍ଟିଂ ଭୂମିକାରେ ଦେଖିଥିବେ ପୁଣି ଆଉ କେତେବେଳେ ହିରୋ।ଭିଡିଓ ରେ ଦେଖିବାକୁ ମିଳିଛି ଯେ ପିଣ୍ଟୁ ନନ୍ଦ ଏକ ପୋଲିସ ପୋଷାକ ପିନ୍ଧିଛନ୍ତି।ପିଣ୍ଟୁ ନନ୍ଦ କହିଛନ୍ତି ଯେ ସେ ହେଉଛନ୍ତି ଜଣେ କଳାକାର।
ଆଉ ଅଭିନେତା ମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥାନ୍ତି।ତେଣୁ ସେ ଆଉ ଗୋଟିଏ ଚଳଚ୍ଚିତ୍ର ରେ ପୋଲିସ ର ଅଭିନୟ କରିଥିଲେ।ସେ ଅଭିନୟ କରିବାକୁ ଚାହୁଁ ନଥିଲେ।
କିନ୍ତୁ ଭଗବାନଙ୍କ ଆର୍ଶୀବାଦ ଆଉ ବାପା ମା ଙ୍କ ଆର୍ଶୀବାଦ ଓ ଓଡ଼ିଶାବାସୀ ଙ୍କ ଭଲ ପାଇବା ପାଇଁ ସେ ଏତେ ବାଟ ଆଗକୁ ଆସିଛନ୍ତି।
କମେଡି କରିବା ପାଇଁ ପିଣ୍ଟୁ ନନ୍ଦ ଙ୍କୁ ବହୁତ ଭଲ ଲାଗିଥାଏ।ସେ ରାଣ୍ଡିପୁଅ ଅନନ୍ତା ରେ ଅଭିନୟ କରିଥିଲେ।ଆଉ ଦର୍ଶକ ମାନେ ବହୁତ ଭଲ ପାଇବା ଦେଇଥିଲେ।
ଡାଇରେକ୍ଟର ସବ୍ୟସାଚୀ ମହାପାତ୍ର ଯିଏ କି ଜଗନ୍ନାଥ ସିନେମା କରିଛନ୍ତି।ତାଙ୍କର ବହୁତ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି। ରାଣ୍ଡିପୁଅ ଅନନ୍ତା ର ଗପ କେବଳ ସେ ଜାଣିଥିଲେ। ଅନନ୍ତା ଗୁଣ୍ଡା ଥିଲା ।ଲୋକ ମାନଙ୍କ କଥାରେ ପଡ଼ି କି ସବୁ କାମ କରି ଦେଉଥିଲେ।
ଏହି କାହାଣୀ କୁ ନେଇ ସେ ବଲାଙ୍ଗୀର ରେ ସୁଟିଂ କରିଥିଲେ।ସେତେବେଳେ ବହୁତ ଶୀତ ଥିଲା।ରାଣ୍ଡିପୁଅ ଅନନ୍ତା ରେ ପିଣ୍ଟୁ ନନ୍ଦ ଙ୍କୁ ଶେଷରେ ପୋତୁ ଥିଲେ।ଉପରୁ ମାଟି ପକାଇବା ପାଇଁ କୁହାଯାଉଥିଲା।
ସେଠାରେ ପିଣ୍ଟୁ ନନ୍ଦ ଙ୍କ ର ଏକ ସାଙ୍ଗ ଥିଲେ ଯିଏ କି ଏକ ବଡ଼ ପଥର ଭଳି ମାଟି ଥିଲା ତାହା ପିଣ୍ଟୁ ଙ୍କ ମୁଣ୍ଡ ଉପରକୁ ପକେଇ ଦେଇଥିଲେ।ଯାହାଦ୍ଵାରା ପିଣ୍ଟୁ ନନ୍ଦ ତିନି ମାସ ବେକ ହଲାଇ ପାରି ନଥିଲେ।ଏଭଳି କାହାଣୀ କରିବା ଉଚିତ।
ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିବ।ସେ ରାଣ୍ଡିପୁଅ ଅନନ୍ତା ରେ ପାର୍ଟ ହୋଇ ପାରିଛନ୍ତି ବୋଲି ଭାଗ୍ୟବାନ ମନେ କରନ୍ତି। ରାଣ୍ଡିପୁଅ ଅନନ୍ତା ର ସୁଟିଂ ସେଟ୍ ରେ କିଛି ଏଭଳି ଘଟଣା ଘଟିଥିଲା।