Movie prime

ଅର୍ଚ୍ଚିତା ସୁନ୍ଦର ନା ତାଙ୍କ ଜା ସୁନ୍ଦର ଦେଖନ୍ତୁ ଏହି ଭିଡିଓ ଆଉ ଜାଣନ୍ତୁ କିଏ ଅଧିକ ସୁନ୍ଦରୀ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅନେକ କଳାକାର ଭରି ରହିଛନ୍ତି। ଆଉ ଏଥିମଧ୍ୟରୁ ଆମର କେହି ନା କେହି ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି। ଯାହାଙ୍କର ଫିଲ୍ମ ଦେଖିବା ପାଇଁ ଆମେ ଖୁବ ପସନ୍ଦ କରିଥାଉ।
ଏବଂ ସେହି ସେଲିବ୍ରେଟିଙ୍କ ବ୍ୟକ୍ତିଗତ ଜୀବନ ବା କିଛି ଭିଡ଼ିଓ ହେଉ ସେହି ସମ୍ପର୍କ ରେ ଜାଣିବା ପାଇଁ ଦର୍ଶକଙ୍କ ଖୁବ୍ ଇଚ୍ଛା ମଧ୍ୟ ରହିଥାଏ। ସେଲିବ୍ରେଟି ମାନେ ମଧ୍ୟ ଅଧିକାଂଶ ସମୟ ସୋସିଆଲ ମିଡ଼ିଆ ଜଡ଼ିତ ହୋଇ ରହିଥାଆନ୍ତି। 
ଏବଂ କିଛି ନା କିଛି ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଆମେମାନେ ଓଲିଉଡ ଇଣ୍ଡଷ୍ଟ୍ରିର ଚକଲେଟ୍ ହିରୋଇନ୍ ଅର୍ଚ୍ଚିତା ସାହୁଙ୍କ ବିଷୟରେ ଜାଣିବା।
ଯାହାକି, ବର୍ତ୍ତମାନ ଏକ ଭିଡିଓରେ ତାଙ୍କ ସାନ ଯା ସହିତ ନଜର ଆସିଛନ୍ତି ଅର୍ଚ୍ଚିତା। ତେବେ ବନ୍ଧୁଗଣ ଅର୍ଚ୍ଚିତା ସାହୁଙ୍କ ଯା କୌଣସି ହିରୋଇନ ମାନଙ୍କ ଠାରୁ ମଧ୍ୟ କମ୍ ନୁହନ୍ତି। 
ତେବେ ଓଲିଉଡର ସୁପରଷ୍ଟାର ସବ୍ୟସାଚୀ ଏବଂ ହିରୋଇନ୍ ଅର୍ଚ୍ଚିତା ସିନେମାରେ ଏକାଠି କାମ କରୁ କରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାପରେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ରାଜସ୍ତାନରେ ୨ ବର୍ଷ ତଳେ ବିବାହ କରିଥିଲେ।
ବିବାହରେ କିଛି ପରିବାର ଲୋକ ମାନଙ୍କ ସହିତ କିଛି ଓଲିଉଡର ସେଲିବ୍ରେଟି ମାନେ ବି ସାମିଲ ରହିଥିଲେ। ଆଉ ବିବାହ ଟି ବହୁତ ଧୁମ୍ ଧାମ୍ ରେ ହୋଇଥିଲା।
ହିରୋ ସବ୍ୟସାଚୀଙ୍କ ପରିବାରରେ ବାପା-ମା, ସାନ ଭାଇ ଏବଂ ତାଙ୍କ ଭାଉଜ ଆଉ ଅର୍ଚ୍ଚିତା ରହିଛନ୍ତି। ତେବେ ବନ୍ଧୁଗଣ ସବ୍ୟସଚୀଙ୍କ ପରିବାରର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।
ସେହି ଫଟୋରେ ଅର୍ଚ୍ଚିତାଙ୍କ ଯା ଆଉ ଅର୍ଚ୍ଚିତାଙ୍କ ସାନଭାଇ ଏବଂ ସବ୍ୟସଚୀଙ୍କ ବାପା-ମା ସମସ୍ତେ ଥିବାର ନଜର ଆସିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.