Movie prime

ଆସିଲା ମହାବାତ୍ୟା ! ବର୍ଷା ପବନ ରେ ଓଡ଼ିଶା ହେଇଯିବ ଛାରଖାର !!!!

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଓଡ଼ିଶା ପ୍ରତି ଆସିବାକୁ ଯାଉଛି ମହା ବିପଦ। ଓଡ଼ିଶାକୁ ଆସିବାକୁ ଯାଉଛି ମହାବାତ୍ୟା। ମାଡ଼ି ଆସୁଛି ପ୍ରଶ୍ଚିମା ଝଡ଼ ଯାହା ଦ୍ୱାରା ମହା ପ୍ରଳୟ ହେବାକୁ ଯାଉଛି।
ପ୍ରବଳ ବେଗରେ ପବନ ବହିବା ସହ ବିଜୁଳି ଝଡ଼ଘଡି ସହ ପ୍ରବଳ ବର୍ଷା ମଧ୍ୟ ହେବା ପାଇଁ ଯାଉଛି। ଏନେଇ ପାଣିପାଗ ବିଭାଗ ମଧ୍ୟ ଦେଲା ସୁଚନା। ଏନେଇ ପାଣିପାଗ ବିଭାଗ ମଧ୍ଯ ଓଡ଼ିଶା ବାସୀ ଙ୍କୁ ସତର୍କ କରିଛନ୍ତି।
ସମୟ ଯେତେ ଯେତେ ବଢ଼ି ଯାଉଛି ସେତେ ମାତ୍ରାରେ ଆଶଙ୍କା ମଧ୍ୟ ବଢ଼ିବାରେ ଲାଗିଛି। ଓଡ଼ିଶା ବାସୀ ଙ୍କ ମନରେ ମଧ୍ୟ ଭୟ ଆସିବାକୁ ଲାଗିଛି। କାରଣ ଓଡ଼ିଶାବାସୀ ମାନେ ଅନେକ ଥର ଏହି ବାତ୍ୟାର କରାଳ ରୂପ କୁ ଦେଖି ସାରିଲେଣି।
ଆପଣ ମାନେ ଜାଣିଥିବେ କି ପ୍ରତ୍ୟେକ ବର୍ଷ ବାତ୍ୟା ଆସିଥାଏ ଓ ପ୍ରଳୟର ତାଣ୍ଡବ ମଧ୍ୟ ରଚି ଯାଇଥାଏ। ବାତ୍ୟା ଆସି ଚାଲି ଯାଇଥାଏ ମାତ୍ର ଏହା ଦେଇ ଯାଇଥାଏ ଦାରୁଣ ଦୁଃଖ।
ପଛରେ ମଧ୍ୟ ଏହା ଛାଡ଼ି ଯାଇଥାଏ କ୍ଷତ ଚିହ୍ନ। ସେଥିପାଇଁ ପଶ୍ଚିମା ଝଡ଼ ର ନାମ ଶୁଣିବା ପରେ ଲୋକ ମାନେ ଭୟ ଭୀତ ହୋଇ ଗଲେଣି । ଏଥର ମଧ୍ୟ ଆଗ ଭଳି ଘଡଘଡି ସହ ବର୍ଷା ହୋଇପାରେ।
ପ୍ରବଳ ବେଗରେ ହୋଇ ପାରେ ବର୍ଷା। ଏନେଇ ପାଣିପାଗ ବିଭାଗ ମଧ୍ୟ ଦେଇଛନ୍ତି ସୁଚନା । ଆପଣ ମାନେ ଜାଣିଥିବେ କି ଅନେକ ଦିନ ହେଲା ବର୍ଷା ହୋଇ ନାହିଁ। ଧନ ଜୀବନ ମଧ୍ୟ ଶୁଖିଲା ପଡିଛି।
ହେଲେ ଏବେ ହେବାକୁ ଯାଉଛି ପ୍ରବଳ ବର୍ଷା। ଏହାକୁ ନେଇ ପାଣିପାଗ ବିଭାଗ ସୁଚନା ଦେଇଛି। ଲୋକ ମାନେ ଏଥିପାଇଁ ଯେତିକି ଶାନ୍ତ୍ବନା ପାଇଛନ୍ତି ସେମାନେ ସେତିକି ମଧ୍ୟ ଭୟଭୀତ ହୋଇ ରହିଛନ୍ତି।
କାରଣ ତାଙ୍କ ମନରେ ପୂର୍ବ ବାତ୍ୟା ଗୁଡ଼ିକର କରାଳ ଦୃଶ୍ୟ ଏବେ ମଧ୍ଯ ଆଖି ସାମ୍ନାରେ ନାଚି ଯାଉଛି। ତେବେ ଦେଖା ଯାଉ ଏହି ବାତ୍ୟା ଆଗକୁ କେଉଁ ମୋଡ଼ ନେବା ପାଇଁ ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.