Movie prime

ଆଜି ସକାଳେ ଘଟିଗଲା ଅଘଟଣ ! ପୁଣି ଜଣେ ଅଭିନେତ୍ରୀ ଙ୍କ ଶବ ହେଲା ଜବତ , କରିଦେଇଛନ୍ତି ନିଜ ଜୀବନ ଶେଷ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଆପଣ ମାନଙ୍କ ପାଇଁ ଆସି ଯାଇଛି ଏକ ବହୁତ ବଡ଼ ଦୁଃଖଦ ଖବର। ଆପଣ ମାନଙ୍କର ଏକ ପ୍ରିୟ ଅଭିନେତ୍ରୀ ଆ-ତ୍ମ-ହ-ତ୍ୟା କରିଛନ୍ତି।
ଫାଶୀ ଦେଇ ନିଜ ଜୀବନ ହାରୀ ଦେଇଛନ୍ତି ଏହି ଅଭିନେତ୍ରୀ ଜଣକ। ତେବେ କଣ ସବୁ ଘଟିଥିଲା ଓ ଏହା ପଛରେ କଣ ରହିଛି ଅସଲ କାରଣ ଆଜି ଆମେ ତାହା ଆପଣ ମାନଙ୍କୁ କହିବାକୁ ଯାଉଛୁ।
ତେବେ ଆପଣ ମାନେ ଜାଣିଥିବେ କି ଆଜିର ଦେଶ ହେଉଛି ଏକ କଳା ସଂସ୍କୃତି ର ଦେଶ। ଆମର ଏହି ଦେଶରେ ମଧ୍ୟ ଅନେକ ଅନେକ କଳାକାର ମାନେ ଭରପୁର ହୋଇ ରହିଛନ୍ତି।
ହେଲେ ଅଚାନକ ଭାବରେ ଏଭଳି କଳାକାର ମାନଙ୍କର ମୃ-ତ୍ୟୁ ସବୁ ଠାରେ ଦୁଃଖର ଲହରୀ ଖେଳାଇ ଦେଉଛି। ସବୁ ଠାରେ ଏହି ପ୍ରଶ୍ନ କି ହଠାତ୍ ଏଭଳି କଣ ଘଟିଗଲା ଯେ କଳାକାର ବା ଅଭିନେତ୍ରୀ ଜଣକ ଆ-ତ୍ମ-ହ-ତ୍ୟା କୁ ତାଙ୍କର ଶେଷ ନିଷ୍ପତ୍ତି ବୋଲି ଭାବି ନେଲେ।
ନିଜ ଜୀବନରେ ଏତେ ମାତ୍ରାରେ ସଫଳତା ପାଇବା ପରେ ଜଣେ କଣ ପାଇଁ ଏଭଳି ଆ-ତ୍ମ-ହ-ତ୍ୟା କରିବାକୁ ବାଧ୍ୟ ହୁଏ ଏହା ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠୁଥିବ। ସେ ତାଙ୍କ ଜୀବନରେ ଅନେକ ସଫଳତା ସାଉଣ୍ଟିବା ସହ ଅନେକ ଲୋକପ୍ରିୟତା ମଧ୍ଯ ସେ ହାସଲ କରିଛନ୍ତି।
ହେଲେ ସେ ଆଜି ଆଉ ଏହି ଦୁନିଆରେ ନାହାଁନ୍ତି। ଏବେ ତାଙ୍କୁ ମଧ୍ୟ ସାରା ଦେଶ ବାସୀ ଝୁରୁଛନ୍ତି। ହଠାତ୍ ଏଭଳି ଘଟିଗଲା ଯାହାକୁ କେହି ହେଲେ ମଧ୍ୟ ବିଶ୍ଵାସ କରୁ ନାହାଁନ୍ତି।
ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ତୁନିଶା ଶର୍ମା ହେଲେ ତାଙ୍କ ଆ-ତ୍ମ-ହ-ତ୍ୟା ର କାରଣ ବର୍ତ୍ତମାନ୍ ଶୁଦ୍ଧା ସ୍ପଷ୍ଟ ଭାବରେ ଜଣା ପଡ଼ି ନାହିଁ। ଏଥିପାଇଁ ମଧ୍ଯ ସାରା ସିନେ ଜଗତରେ ଦୁଃଖର ବାତାବରଣ ଖେଳି ଯାଇଛି।
ପୋଲିସ୍ ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି। ଏହି ଘଟଣାର ତଦନ୍ତ ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ। ତେବେ ଏହି ଘଟଣା ସଂପର୍କ ରେ ଆପଣଙ୍କୁ ଜଣ ଲାଗୁଛି ତାହା ଆପଣ ଆମକୁ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.