Movie prime

ଅଭିନେତ୍ରୀ ଲିପ୍ସା ପିନ୍ଧିଲେ ୮ ଲକ୍ଷ ଟଙ୍କା ର ଲେହେଙ୍ଗା ଆଉ ୩କୋଟି ର ସୁନା, ଆଉ ବେଦୀ ଉପରେ ଲୋକ ଙ୍କୁ ସ୍ଵାଗତ କଲେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ଼ ର ଚୁଲବୁଲି ନାୟିକା ଲିପ୍ସା ମିଶ୍ର। ଲାଲ ରଙ୍ଗର ଲେହେଙ୍ଗା ପିନ୍ଧି ସମ୍ପୁର୍ଣ୍ଣ ଭାବରେ ଲାଲ୍ ପରୀ ଭଳି ଦେଖା ଯାଉଛନ୍ତି ଲିପ୍ସା ମିଶ୍ର।
ତାଙ୍କ ବିବାହରେ ସେ ପିନ୍ଧି ଥିବା ଲାଲ୍ ରଙ୍ଗର ଲେହେଙ୍ଗା ମଧ୍ଯ ତାଙ୍କ ସୁନ୍ଦରତା କୁ ଦ୍ଵିଗୁଣିତ କରିଛି। ସେ ତାଙ୍କ ବାହାଘରରେ ଯେଉଁ ସାଜ ସଜ୍ଜା ହୋଇଥିଲେ ଏକ ପରୀ ଭଳି ହିଁ ଦେଖା ଯାଉଥିଲେ।
ତେବେ ଲିପ୍ସା ଯେଉଁ ଲେହେଙ୍ଗା ତାଙ୍କ ବାହାଘର ରେ ପିନ୍ଧିଥିଲେ ତାହାକୁ ଡିଜାଇନ୍ କରିଥିଲେ ଜଣା ଶୁଣା ଫ୍ୟାସନ ଡିଜାଇନର ସବ୍ୟସାଚୀ। ଏହି ଲେହେଙ୍ଗା ର ଦାମ ମଧ୍ଯ କିଛି କମ୍ ନୁହେଁ ଏହି ଲେହେଙ୍ଗା ର ଦାମ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ।
କେବଳ ସେ ପିନ୍ଧିଥିବା ଲେହେଙ୍ଗା ର ଦାମ ରହିଛି ୮ ରୁ ୧୦ ଲକ୍ଷ ଟଙ୍କା। ଏଥି ସହ ସେ ଯାହାବି ଗହଣା ପିନ୍ଧି ଥିଲେ ସେ ସବୁ ଥିଲା ସୁନା ର। ସୁନା ଗହଣା ରେ ଚମକୁ ଥିଲେ ଲିପ୍ସା।
ଆପଣ ମାନେ ଜାଣିଥିବେ କି ସେଲିବ୍ରିଟି ମାନେ ସେମାନଙ୍କ ଫ୍ୟାସନ କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେମାନେ ସର୍ବଦା ଚାହାଁନ୍ତି କି ଅନ୍ୟ ଠାରୁ ସେମାନେ କିଭଳି ଭାବରେ ଭିନ୍ନ ଦେଖାଯିବେ ଓ ଖୁବ୍ ସୁନ୍ଦର୍ ମଧ୍ଯ ଦେଖା ଯିବେ।
ଏବେ ଲିପ୍ସା ମିଶ୍ର ମଧ୍ଯ ତାଙ୍କ ଲେହେଙ୍ଗା ପାଇଁ ଏକ ଚର୍ଚ୍ଚାର ବିଷୟ ପାଲଟି ଛନ୍ତି। ଚାରି ଆଡେ଼ ଏବେ ତାଙ୍କ ଲେହେଙ୍ଗା ର ହିଁ ଚର୍ଚ୍ଚା। ଯେ କେହି ବି ତାଙ୍କ ଲେହେଙ୍ଗା କୁ ଦେଖୁଥିଲେ ତାହାର ନଜର ହଟୁ ନଥିଲା।
ସେଥିପାଇଁ ଏବେ ଲିପ୍ସା ମିଶ୍ର ଙ୍କ ଚର୍ଚ୍ଚା ଏବେ ଚାରି ଆଡେ । ଖୁବ୍ ଯାକ ଜମକରେ ତାଙ୍କ ବିବାହ ମଧ୍ଯ ସମ୍ପନ୍ନ ହୋଇଛି। ତାଙ୍କ ବିବାହ କୁ ମଧ୍ଯ ଅନେକ କଳାକାର ମାନେ ନିମନ୍ତ୍ରିତ ହୋଇ ଆସିଥିଲେ।
ଏବଂ ତାଙ୍କ ବିବାହ ମଧ୍ଯ ଏବେ ସରି ଯାଇଛି। ତେବେ ଆମେ ଆଶା କରୁଛୁ କି ଲିପ୍ସା ମିଶ୍ର ତାଙ୍କ ସ୍ଵାମୀ ଆକାଶ ଙ୍କ ସହ ବେଶ ଖୁସୀରେ ରୁହନ୍ତୁ ଏବଂ ତାଙ୍କର ଆଗାମୀ ଜୀବନ ମଧ୍ୟ ବେଶ ସୁଖମୟ ହେଉ।