Movie prime

ବିଗତ ୫ ବର୍ଷ ରେ କେନ୍ଦ୍ରାପଡ଼ା ବାସି ଅନୁଭବ ଠୁ ହେଲେଣି ଅତିଷ୍ଟ! ଭୋଟ ଦେଇ ନିଜ କୁ ଧିକ୍କାର କରୁଛନ୍ତି ଭୋଟର, ବିଜେଡି ରୁ ବିଦା ହୋଇ ପାରନ୍ତି ଅନୁଭବ !!

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଭିଡିଓ ଦେଖିଥିବେ ।
ଏବେ ରାଜନୀତିକୁ ନେଇ ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ହେଉଛି ନେତା ଅନୁଭବ ମହାନ୍ତିଙ୍କୁ ହୁଏତ ଏମପି ଟିକେଟ ମିଳି ନପାରେ । ଆପଣମାନେ ସମସ୍ତେ ତ ଜାଣିଥିବେ କେନ୍ଦ୍ରାପଡ଼ା ସାଂସଦ ହେଉଛନ୍ତି ଅନୁଭବ ମହାନ୍ତି ।
ଏବେ ଖବର ଆସିଛି ଅନୁଭବ ମହାନ୍ତିଙ୍କ ବଦଳରେ ଦିଲୀପ ରାୟଙ୍କୁ ଲଞ୍ଚ କରିବ ବିଜେଡି । କେନ୍ଦ୍ରାପଡ଼ା ଜିଲ୍ଲାରୁ ଦିଲୀପ ରାୟଙ୍କ ପୁଅକୁ ମିଳିପାରେ ବିଜେଡି ଟିକେଟ । ରଥଯାତ୍ରା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ଚକ୍କିତ କରିଲା ଭଳି ନିଷ୍ପତ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରୁ ପୁରୁଣା ରାଗ ରୁଷା ଭୁଲି ଦିଲୀପ ଏବଂ ବିଜୟ ତାଙ୍କ ପାଖକୁ ଯିବେ । ରାଜନୈତିକ ଉଷ୍ମତା ଖରା ବଢିବା ଭଳି ବଢୁଛି । ଏବେ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ଦେଖିବେ ନୂଆ ଚେହେରା ।
ବିଜେଡି ଏବେ କରିବାକୁ ଯାଉଛି ବଡ ପରିବର୍ତ୍ତନ । ଅନୁଭବ ମହାନ୍ତିଙ୍କ ବଦଳରେ ଦିଲୀପ ରାୟଙ୍କୁ ଆଣିପାରେ । ଦିଲୀପ ରାୟଙ୍କ ପୁଅ ଜୟନ୍ତ ରାୟଙ୍କୁ ବିଜେଡି କେନ୍ଦ୍ରାପଡ଼ା ଟିକେଟ ଦେବ ବୋଲି ଶୁଣିବାକୁ ମିଳୁଛି । ଏନେଇ କଥାବାର୍ତ୍ତା ସରିଛି ।
କେବଳ ଶୁଭ ମୁହୂର୍ତ୍ତକୁ ଅପେକ୍ଷା ରହିଛି । ରଥଯାତ୍ରା ପରେ ଏହି ଖବର ସାମ୍ନାକୁ ଆସିବ ବା ଘୋଷଣା କରାଯିବ । ଦିଲୀପ ରାୟ ଏବଂ ବିଜୟ ମହାପାତ୍ର ବିଜେଡି ଦଳକୁ ଛାଡ଼ି ଦେଇଥିଲେ ଆଉ ଏବେ ସେମାନେ ଦଳରେ ମିଶିବାକୁ ଯାଉଛନ୍ତି । 
ସେମାନେ ନବୀନ ନିବାସ ଯିବେ । ପୁରୁଣା ରାଗ ଋଷା ଭୁଲି କଥା ହେବେ ବୋଲି ସୂଚନା ମିଳୁଛି । ପୁରୁଣା ମାନ ଅଭିମାନ ଭୁଲି ପୁଣି ମିଶିବେ ଏହି ନେତା ମାନେ । ଏଥର ନୂଆ ଜେନେରେଶନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ଏବେ ନୂଆ ଦଳ ଗଢିବେ ।
ଯେଉଁ ନେତାମାନଙ୍କୁ ବାହାର କରି ଦେଇଥିଲେ ନବୀନ ବାବୁ ପୁଣି ସେମାନେ ଆସି ଦଳରେ ମିଶିବେ । ଦଳରେ ଏବେ ସେହି ବରିଷ୍ଠ ନେତା ମାନଙ୍କର ପୁଅ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ କିଛି ନୂଆ କରି କରିବେ ବୋଲି ସୂଚନା ମିଳୁଛି ।