Movie prime

ଉଦଣ୍ଡି ସୀତା ସୁଟିଂ ବେଳେ ବାବୁଶାନ ଜନ୍ମ ହୋଇ ନଥିଲା ହେଲେ ତା'ପରେ....

 
Special report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ବରିଷ୍ଠ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀ ଙ୍କ ହୃଦୟରେ
Special report
 ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ସେ ଅନେକ ଚଳଚିତ୍ର ରେ ଅଭିନୟ କରିଛନ୍ତି।ବର୍ତମାନ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।
ଆପଣମାନେ ଜାଣିଥିବେ ଅଭିନେତ୍ରୀ ଅପରାଜିତା ମହାନ୍ତି ଉଦଣ୍ଡି ସୀତା ଚଳଚ୍ଚିତ୍ର ରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ।ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ ପସନ୍ଦ ମଧ୍ୟ କରିଥିଲେ।
Special report
ବର୍ତମାନ ଆଉ ଏକ ନୂଆ ଚଳଚ୍ଚିତ୍ର ର ଟ୍ରେଲର ଦେଖିବାକୁ ମିଳିଛି। ଚଳଚିତ୍ର ର ନାମ ହେଉଛି "ଉଦଣ୍ଡି ସୀତା"।ଏହି ଚଳଚ୍ଚିତ୍ର ରେ ମୁଖ୍ୟ ନାୟିକା ଭୂମିକାରେ ଅଭିନେତ୍ରୀ ଦେବଯାନୀ ଅଭିନୟ କରିଛନ୍ତି।
ବର୍ତମାନ ଦେବଯାନୀ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ ସହିତ ଉଦଣ୍ଡି ସୀତା ର ଟ୍ରେଲର ଦେଖୁଥିବାର ନଜର ଆସିଛନ୍ତି।ଏବଂ ଅଭିନେତ୍ରୀ ଅପରାଜିତା ମହାନ୍ତି ଅନେକ କଥା କହିଛନ୍ତି।
Special report
ଅପରାଜିତା ମହାନ୍ତି କହିଛନ୍ତି ଯେ ଯେତେବେଳେ ଉଦଣ୍ଡି ସୀତା ଚଳଚ୍ଚିତ୍ର ସୁଟିଂ ହୋଇଥିଲା ସେ ବହୁତ ପରିଶ୍ରମ କରିଥିଲେ।ସେହି ଚଳଚ୍ଚିତ୍ର ର ସିନ ଗୁଡ଼ିକ ତାଙ୍କର ମନେ ପଡେ।ଉଦଣ୍ଡି ସୀତା ଗୀତଟି ଟି ସୌରୀ ଗାଇଥିଲେ।ଯେଉଁଟା କି ବହୁତ ଫେମାଶ ହୋଇ ଯାଇଥିଲା।
ଏବଂ ଲୋକମାନେ ଆଜି ମଧ୍ୟ ପସନ୍ଦ କରୁଛନ୍ତି।ଏହି ଚଳଚ୍ଚିତ୍ର ର ସୁଟିଂ ବେଳେ ଅଭିନେତା ବାବୁଶାନ୍ ମହାନ୍ତି ଜନ୍ମ ହୋଇ ନଥିଲେ ବୋଲି ଅଭିନେତ୍ରୀ ଅପରାଜିତା ମହାନ୍ତି କହିଛନ୍ତି।ବର୍ତମାନ ଉଦଣ୍ଡି ସୀତା ଚଳଚ୍ଚିତ୍ର ର ଗୀତଟି ହ୍ୟୁମାନ ସାଗର ଗାଇଛନ୍ତି।
ଅଭିନେତା ଅଶ୍ଵିନୀ ଏହି ଚଳଚ୍ଚିତ୍ର ରେ ମୁଖ୍ୟ ନାୟକ ଭାବରେ ଅଭିନୟ କରିଛନ୍ତି।ଦର୍ଶକ ମାନେ ଏହି ଚଳଚ୍ଚିତ୍ର କୁ ମଧ୍ୟ ବହୁତ ଭଲ ପାଇବା ଦେଇଛନ୍ତି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।