Movie prime

ଦେଖନ୍ତୁ ପତ୍ନୀ ତୃପ୍ତି ଶତପଥୀ ଙ୍କ ସହ ଲୋକପ୍ରିୟ ହିରୋ ବାବୁସାନ୍ ମହାନ୍ତି କେମିତି କରୁଛନ୍ତି ମସ୍ତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ବାବୁସାନ୍ ମହାନ୍ତିଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
Special report
ତେବେ ବାବୁଶାନ୍ ମହାନ୍ତି ହେଉଛନ୍ତି ଓଡ଼ିଶାର ପ୍ରସିଦ୍ଧ କଳାକାର ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ଙ୍କ ପୁଅ। ସେ ୨୦୧୦ ମସିହାରେ ଓଡ଼ିଆ ସିନେମା ଜଗତରେ ପାଦ ଦେଇଥିଲେ ଏହା ପରେ ସେ ଅନେକ ସିନେମା କରିଛନ୍ତି ଏବଂ ଅନେକ ହିରୋଇନଙ୍କ ସହ ସିନେମା ମଧ୍ୟ କରିଛନ୍ତି। 
ତେବେ ତାଙ୍କର ସିନେମା ଗୁଡ଼ିକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି ଅନେକ ଯୁବ ପିଢ଼ି ତାଙ୍କର ସିନେମାର ଫ୍ୟାନ ମଧ୍ୟ ଅଟନ୍ତି। ବାବୁଶାନ୍ ଅନେକ ହିରୋଇନ୍ ମାନଙ୍କ ସହ ସିନେମା କରିଛନ୍ତି। ତେବେ ବନ୍ଧୁଗଣ ରାକ୍ଷୀ ପୂର୍ଣ୍ଣିମା ଅଟେ ହିନ୍ଦୁ ଧର୍ମରେ ଏକ ବିଶେଷ ପୂର୍ଣ୍ଣିମା, ଏହି ଦିନ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ।
Special report
ଏହି ରକ୍ଷା ଡୋର ବାନ୍ଧି ଭାଇ ଭଉଣୀ କୁ ରକ୍ଷା କରିବାକୁ ବଚନ ଦେବା ସହ ଭଉଣୀ ମଧ୍ୟ ଭାଈ ର ମଙ୍ଗଳ କାମନା କରିଥାଏ। ଭାଇ ଭଉଣୀଙ୍କ ପବିତ୍ର ସଂପର୍କ ରାକ୍ଷୀ ପୂର୍ଣିମା। 
ଆଉ ଏହି ସମ୍ପର୍କର ଡୋରେରେ ବାନ୍ଧି ହୋଇଛନ୍ତି ଓଲିଉଡ ଅଭିନେତା ବାବୁସାନ। ବାବୁସାନ ହାତରେ ରାକ୍ଷୀ ବାନ୍ଧିଛନ୍ତି ଅଭିନେତ୍ରୀ ଜଗତଜିତା ଦାସ। ବାବୁଶାନଙ୍କୁ ବନ୍ଦାପନା କରି, ମୁଣ୍ଡରେ ଚନ୍ଦନ ଟିପା ଲଗାଇ, ଏବଂ
Special report
ମିଠା ଖୁଆଇ ହାତରେ ରାକ୍ଷୀ ବାନ୍ଧି ବାନ୍ଧିଛନ୍ତି ଜଗତଜିତା ଦାସ। ଆଉ ଯେଉଁଥିରେ ନଜର ଆସୁଛନ୍ତି ଅଭିନେତା ବାବୁସାନ। ତେବେ ବାବୁସାନଙ୍କୁ ପତ୍ନୀ ତୃପ୍ତି ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି। ତାପରେ ବାବୁଶାନ୍ ମଧ୍ୟ ପତ୍ନୀ ତୃପ୍ତିଙ୍କୁ ରାକ୍ଷୀ ବାନ୍ଧିଛନ୍ତି। 
ଆଉ ପରସ୍ପରକୁ ସାରାଜୀବନ ରକ୍ଷା କରିବେ ଏବଂ ସାଥୀ ହୋଇ ଚାଲିବାର କଥା ଦେଇଛନ୍ତି। ତେବେ ବନ୍ଧୁଗଣ ଏହି ଭିଡିଓ ରେ ବାବୁଶାନ୍ ବହୁତ୍ ଖୁସି ନଜର ଆସୁଛନ୍ତି।
ଏବଂ ପତ୍ନୀ ତୃପ୍ତିଙ୍କୁ ରାକ୍ଷୀ ବାନ୍ଧିବା ସମୟରେ କେହି ଜଣେ 'ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ' ଗୀତ ହେଉଥିବାର ଶୁଣିବାକୁ ମିଳୁଛି। ଆଉ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବଂ ଅନେକ ଲୋକ ଏହି ଭିଡିଓ କୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.